ବାତ୍ୟାରେ ଘର ଭାଙ୍ଗିଥିଲେ ମିଳିବ ପକ୍କା ଘର – ମନ୍ତ୍ରୀ ସୁରେଶ ପୂଜାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଦାନା’ ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଅନେକ କଚ୍ଚା ଘର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତେବେ ଯେଉଁ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ...
ଗଞ୍ଜାମର ବାଦ ‘ରଜା ନାଟ’ – ଏକ ଅନନ୍ୟ ଅନୁଭୂତି
କପିଳାସ ଭୂୟାଁ
ଅକ୍ଟୋବର ମାସ ତୃତୀୟ ସପ୍ତାହରେ ବନ୍ଧୁ ବରିଷ୍ଠ ଚିତ୍ରଶିଳ୍ପୀ ରାମହରି ଜେନାଙ୍କ ସହ ବ୍ରହ୍ମପୁର ଯାଇଥିଲି। ସମ୍ପ୍ରତି ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ଟାଗୋର ଫେଲୋ...
ଗୋଟିଏ ଦିନରେ ୯୫ ବିମାନକୁ ବୋମା ଧମକ: ଭୁବନେଶ୍ୱର ଓ ଝାରସୁଗୁଡା ବିମାନବନ୍ଦରରେ ଖେଳିଗଲା ଆତଙ୍କ
ମିନତି ମିଶ୍ର
ଭାରତୀୟ ବିମାନକୁ ବୋମା ଧମକ କମିବାର ନାଁ ନେଉନି। ପ୍ରତିଦିନ ବୋମା ଧମକ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ନାକେଦମ କରି ଦେଲାଣି। ବିମାନ କମ୍ପାନିର ଆର୍ଥିକ କ୍ଷତି ମଧ୍ୟ ବଢ଼ିବାରେ ଲାଗିଛି।...
କନ୍ଧମାଳ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ଜଣେ କ୍ୟାଡର ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଶୁକ୍ରବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ...
ବାତ୍ୟା ବେଳର ସାଥୀ ସାଜିଲେ ଆଶା ଦିଦି ଶିବାନୀ ମଣ୍ଡଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟାକୁ ଭୟ ନାହିଁ। ଭୀଷଣ ବର୍ଷା ପବନ ସାଙ୍ଗକୁ କାଦୁଅ ମିଶା ରାସ୍ତାକୁ ବି ଖାତିରି ନାହିଁ। ଗୋଟିଏ ଚିନ୍ତା ଲୋକଙ୍କ ସୁରକ୍ଷା। ବାତ୍ୟା ଦାଉରୁ ରକ୍ଷା କରିବାକୁ ଜଣେ ବୃଦ୍ଧାଙ୍କୁ...
‘ଦାନା’ ପ୍ରଭାବ: ଆରମ୍ଭ ହେଲା ଟ୍ରେନ ଚଳାଚଳ, ହେଲେ ହୋଇନି ସ୍ଵାଭାବିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଦାନା’ ପରବର୍ତ୍ତୀ ସମୟରେ ଓଡ଼ିଶାରେ ଆରମ୍ଭ ହୋଇଛି ଟ୍ରେନ ଚଳାଚଳ। ତେବେ ଏହା ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇନାହିଁ। ବାତ୍ୟା ପାଇଁ ରେଳବାଇ ପକ୍ଷରୁ ଓଡ଼ିଶା ଦେଇ ଯାଉଥିବା ୨୦୦ରୁ...
ବାତ୍ୟା ଭୟ ଭିତରେ ଖୁସି: ଜନ୍ମ ନେଲେ ୧୬୦୦ ଶିଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ଗୁରୁବାର ରାତିରେ ମାଡ଼ ହୋଇଛି ‘ଦାନା’। ତେବେ ବାତ୍ୟା ସମୟରେ ରାଜ୍ୟରେ ଜନ୍ମ ନେଇଛନ୍ତି ୧,୬୦୦ ଶିଶୁ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ...
ମେନିନଜାଇଟିସ୍ କ’ଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=6jmQM_WlrcI
ମୁଣ୍ଡବିନ୍ଧା ସହ ଜ୍ଵର, ଅଳସୁଆ ଲାଗିବା, କୌଣସି କାର୍ଯ୍ୟ କରିବାରେ ଅସୁବିଧା ହେବା ମେନିନଜାଇଟିସର ଲକ୍ଷଣ ହୋଇପାରେ ବୋଲି ଡାକ୍ତର କୁହନ୍ତି।
ତେବେ ମେନିନଜାଇଟିସ୍ କାହିଁକି ହୋଇଥାଏ, ଏହାର ଲକ୍ଷଣ କ’ଣ...
ଦୁର୍ବଳ ହେଉଛି ‘ଦାନା’: ବିଭିନ୍ନ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’। ଗୁରୁବାର ବିଳମ୍ବିତ ରାତିରେ ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ୍ ହୋଇଛି। ୬ରୁ ୭ ଘଣ୍ଟା ଯାଏଁ ଲ୍ୟାଣ୍ଡଫଲ...
‘ଦାନା’ ମୁକାବିଲାରେ ଆମେ ସଫଳ ହୋଇଛୁ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିଛି ଭୀଷଣ ବାତ୍ୟା ‘ଦାନା’। ବାତ୍ୟା ପରର ସ୍ଥିତିକୁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ସକାଳେ ସେ ଭୁବନେଶ୍ଵରସ୍ଥିତ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ...





















