ବ୍ରେନ୍ ଷ୍ଟ୍ରୋକ୍‌ ପରେ ସ୍ପିଚ୍ ଥେରାପି କାହିଁକି ଆବଶ୍ୟକ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=ebWy2x-JEzk କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇନପାରିଲେ ଜଣେ ବ୍ୟକ୍ତି ବ୍ରେନ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି। ଏହାର ପ୍ରଭାବ ଶରୀରର ବିଭିନ୍ନ ଅଙ୍ଗ...

ଗୋଟିପୁଅ ନୃତ୍ୟ ବିଷୟରେ କିଛି ଜଣା ଅଜଣା କଥା

କପିଳାସ ଭୂୟାଁ https://www.youtube.com/watch?v=PAT1zPfWYdg ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟକୁ ସର୍ବସମକ୍ଷରେ ଯେଉଁ ଗୁରୁତ୍ଵ ଦିଆଯାଏ, ଗୋଟିପୁଅ ନୃତ୍ୟ ଭାଗରେ ତାହା ପଡ଼େ ନାହିଁ। କିନ୍ତୁ ଆମେ ଜାଣିବା କଥା ଯେ ଗୋଟିପୁଅ ହେଉଛି ଓଡ଼ିଶୀ ନୃତ୍ୟର ମୂଳ...

ବୌଦ୍ଧ ଜିଲ୍ଲାରେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): “ଆଗାମୀ ଦିନରେ ମାଓବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ। ମାଓବାଦୀ ମୁକ୍ତ ହେବ ବୌଦ୍ଧ ଜିଲ୍ଲା”, ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଏହିଭଳି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ...

ଭୁବନେଶ୍ଵରରେ କଳାକୁଞ୍ଜ ମହୋତ୍ସବ ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି କଳାକୁଞ୍ଜ ମହୋତ୍ସବ। ବୁଧବାର ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଏହି ସମାରୋହ ଆୟୋଜିତ ହୋଇଥିଲା। ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟକୁ ଲୋକଭିମୁଖୀ କରିବା ଉଦ୍ଦେଶ୍ୟରେ...

ମୟୂରଭଞ୍ଜ: ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଗୃହ ଓ...

ରସାୟନ ଉଦ୍ୟୋଗ କ୍ଷେତ୍ରରେ ଆହୁରି ବିକଶିତ ହେବ ଓଡ଼ିଶା – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ କେମ ୨୦୨୪’ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଛି ‘ଇଣ୍ଡିଆ କେମ ୨୦୨୪’...

ଆସୁଛି ଲଘୁଚାପ: ଅକ୍ଟୋବର ୧୯ରୁ ଓଡ଼ିଶାରେ ପ୍ରବଳ ବର୍ଷା!

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଆଣ୍ଡାମାନ ସାଗରରେ ଅକ୍ଟୋବର ୨୦ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅକ୍ଟୋବର ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର...

ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା – ସ୍ଵାସ୍ଥ୍ୟ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ରାଜ୍ୟର ୩ କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବେ। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ...

କେମିତି ଭଲ ହେବ ମେରୁଦଣ୍ଡ ଯନ୍ତ୍ରଣା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=rMyloDDd81U ବର୍ତ୍ତମାନ ମେରୁଦଣ୍ଡ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଭୁଲ ଶୈଳୀରେ ଅଧିକ ସମୟ ବସି ରହିବା, ମୋଟାପଣ ଓ ବର୍ତ୍ତମାନର ଜୀବନଶୈଳୀ ମେରୁଦଣ୍ଡ ଯନ୍ତ୍ରଣାର କାରଣ ପାଲଟୁଥିବା ଡାକ୍ତର...

ଭୁବନେଶ୍ଵରରେ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର, ୨ ଜଣ ଅଭିଯୁକ୍ତ ଅଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଗୁରୁବାର ରାତିରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜରାସ୍ତାରେ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ...