ପୁରୀ: ରହିବାକୁ ମିଳିଲାନି ଜାଗା, ଖୋଲା ଆକାଶ ତଳେ ରାତି କାଟିଲେ ଶହ ଶହ ହବିଷ୍ୟାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଶୀତ କାକରରେ ରାତି କାଟିଲେ ଶହ ଶହ ଅଣପଞ୍ଜୀକୃତ ହବିଷ୍ୟାଳି। ଗୁରୁବାର ରାତିରେ ବୃନ୍ଦାବତୀ ନିବାସ ଓ ବଗଲା ଧର୍ମଶାଳା ବାହାରେ ହବିଷ୍ୟାଳିମାନେ ରାତି କାଟିଛନ୍ତି। ଅନଲାଇନ୍ ଆବେଦନ ସତ୍ତ୍ୱେ...

ଭୁବନେଶ୍ୱରରେ ଶୁକ୍ରବାର ଦିନ ୨ଟାରୁ ୨୪ ଘଣ୍ଟା ଯାଏଁ ବନ୍ଦ ରହିବ ପାନୀୟ ଜଳ ଯୋଗାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ଆସନ୍ତାକାଲିଠାରୁ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଶୁକ୍ରବାର ଅପରାହ୍ଣ ୨ଟାରୁ ଶନିବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ...

ଢେଙ୍କାନାଳ: ଆଇଆଇଏମ୍‌ସିରେ ନିବେଶକ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): ବର୍ତ୍ତମାନ ସେୟାର ବଜାରରେ ପୁଞ୍ଜି ନିବେଶ କରିବା ପାଇଁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ସେପ୍ଟେମ୍ବର ସୁଦ୍ଧା ଭାରତରେ ପ୍ରାୟ ସାଢ଼େ ୧୭ କୋଟି ଡିମାଟ୍ ଆକାଉଣ୍ଟ ଖୋଲାଯାଇଛି।...

ବ୍ରହ୍ମପୁର ସମ୍ ହସ୍ପିଟାଲରେ ଆରମ୍ଭ ହେଲା କେମୋଥେରାପି ଚିକିତ୍ସା ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ ୩ରେ କର୍କଟ ରୋଗୀମାନଙ୍କ ନିମନ୍ତେ କେମୋଥେରାପି ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାର କର୍କଟ...

ଏଆଇ ମାଧ୍ୟମରେ ସ୍ପାମ କଲ୍ ଓ ମେସେଜ ରୋକୁଛି ଏୟାରଟେଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଗୁରୁବାର ଏୟାରଟେଲ୍ ଓଡ଼ିଶା ପକ୍ଷରୁ ସାଇବର ସୁରକ୍ଷା ଉପରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଠାରେ ସ୍ପାମ କଲ୍ ରୋକିବା ପାଇଁ ଏୟାରଟେଲ୍‌ର ନୂଆ 'ଏଆଇ' କ୍ଷମତା ସମ୍ପନ୍ନ...

କେନ୍ଦୁଝର ଜିଲ୍ଲାରେ ବହୁମୁଖୀ ଇନଡୋର ଷ୍ଟାଡିୟମ: ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ତୃଣମୂଳ ସ୍ତରରୁ ପ୍ରସ୍ତୁତ ହେଉଛନ୍ତି...

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ବିଲ, ଯୋଡ଼ା, ଆନନ୍ଦପୁର ଓ ଚମ୍ପୁଆରେ ଓମ୍ବାଡସି ସହାୟତାରେ ଷ୍ଟାଡିୟମ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଓ ଭାରୋତ୍ତୋଳନ ଅଭ୍ୟାସ ପାଇଁ ସୁବିଧା ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ (କେନ୍ଦୁଝର): ଆଦିବାସୀ ବହୁଳ...

ରହିବାକୁ ଜାଗା ମିଳୁନି, ପୁରୀରେ ହନ୍ତସନ୍ତ ହବିଷ୍ୟାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳୁନଥିବାରୁ ପୁରୀରେ ହନ୍ତସନ୍ତ ହେଉଛନ୍ତି ହବିଷ୍ୟାଳି। ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ କରିନଥିବା କାର୍ତ୍ତିକ ବ୍ରତଧାରୀଙ୍କୁ ରହିବାକୁ ଅନୁମତି ମିଳୁନାହିଁ। ଫଳରେ ଏହି ହବିଷ୍ୟାଳି ମା’ମାନେ ପୁରୀ ବୃନ୍ଦାବତୀ...

ବ୍ରେନ୍ ଷ୍ଟ୍ରୋକ୍‌କୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lokIH5M4icU ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ପାଲଟିଛି। ତେଣୁ ସଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚିବା ସହ...

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ବିଶ୍ୱାସ ରହିଛି ଏହି ମାସରେ ହବିଷ କଲେ ପୂଣ୍ୟ ମିଳିଥାଏ।...

ଅକ୍ଟୋବର ୧୮ରୁ କେବଳ ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୧୮ ତାରିଖରୁ କେବଳ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାର ଦେଇ ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଭକ୍ତ। କାର୍ତ୍ତିକ ମାସରେ ଭକ୍ତ ତଥା କାର୍ତ୍ତିକ ବ୍ରତଧାରୀଙ୍କ ଭିଡ଼କୁ ଦୃଷ୍ଟିରେ...