ପାନିକ୍ ଆଟାକ୍ ହେଲେ କ’ଣ କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=2Piw78tNrbE
କୌଣସି ପରିସ୍ଥିତିରେ ହଠାତ୍ ଡରି ଯିବା ବା ନର୍ଭସ ହୋଇଯିବା, ଗୋଡ଼ ହାତ ଥରିବା, ଝାଳ ବାହାରିବା ପାନିକ୍ ଆଟାକ୍ର ଲକ୍ଷଣ ହୋଇପାରେ।
ତେବେ ପାନିକ୍ ଆଟାକ୍ କ’ଣ, ପାନିକ୍ ଆଟାକ୍...
ଅକ୍ଟୋବର ୨୩ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୨୩ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମୟୂରଭଞ୍ଜରେ ପହଞ୍ଚି ୩ଟି ନୂଆ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ...
ଓଡ଼ିଶାରେ କିଏ ହେବେ କଂଗ୍ରେସର ମଙ୍ଗୁଆଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାତୀୟ ଦଳ କଂଗ୍ରେସର ଘର ଏବେ ଅସଜଡ଼ା ହୋଇ ପଡ଼ିରହିଛି। ଘରକୁ ମିଳୁନାହାନ୍ତି ମୁଖିଆ। ଗୋଷ୍ଠୀ କନ୍ଦଳରେ ଫାଳ ଫାଳ ହୋଇଛି ଦଳ। ହାଟରେ ଗଡୁଛି ହାତ ରାଜନୀତି। ଦଳର...
୭୯ ବର୍ଷ ବୟସରେ ପାଦ ଥାପିଲେ ନବୀନ ପଟ୍ଟନାୟକ: ଛୁଟିଲା ଶୁଭେଚ୍ଛାର ସୁଅ
ଓଡ଼ିଶାଲାଇଭ୍ ବ୍ୟୁରୋ
୭୯ ବର୍ଷ ବୟସରେ ପାଦ ଥାପିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଜନ୍ମଦିନ ଅବସରରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ଏଣିକି ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ ଘିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଶ୍ରୀମନ୍ଦିରେ ବ୍ୟବହାର ହେବ ଓମଫେଡ ଘିଅ। ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ ଘିଅ ବ୍ୟହବାର କରାଯିବ। ଏ ନେଇ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।
ଶ୍ରୀମନ୍ଦିରର ଆବଶ୍ୟକତାକୁ ଦୃଷ୍ଟିରେ...
ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ହରିୟାଣା ଓ ମୁମ୍ବାଇ ଗସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଗୁରୁବାର ହରିୟାଣାରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ସହ ଏନଡିଏ ଶାସିତ ରାଜ୍ୟର...
ସ୍ନାୟୁ ଜନିତ ସମସ୍ୟାରୁ କିପରି ମୁକ୍ତି ପାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=HB27ANoHLz8
ସ୍ନାୟବିକ ପ୍ରଣାଳୀ ହେଉଛି ମନୁଷ୍ୟ ଶରୀରର ନିୟନ୍ତ୍ରଣ କେନ୍ଦ୍ର। ଗତି ଏବଂ ସମ୍ବେଦନଶୀଳତାଠାରୁ ନେଇ ଚିନ୍ତା ଏବଂ ଭାବନା ପର୍ଯ୍ୟନ୍ତ, ଏହା ସମସ୍ତ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ସ୍ନାୟବିକ...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଆଶ୍ଵିନ ଶୁକ୍ଳ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...
ମାଇଚିଆ ଡାକ ଭାରି କଷ୍ଟ ଦିଏ – ସାଧନା ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=nRCKTM9Ar_I
ସତ୍ୟସୁନ୍ଦର ମିଶ୍ରରୁ ସେ ଆଜି ପାଲଟିଛନ୍ତି ସାଧନା ମିଶ୍ର। ଜୀବନ ଯାତ୍ରାରେ ଅନେକ ଘାତ ପ୍ରତିଘାତକୁ ସେ ସାମ୍ନା କରିଛନ୍ତି। ନିନ୍ଦା, ଅପବାଦ ସହି ଆଗକୁ ବଢ଼ିଛନ୍ତି। ଅନେକ ସଂଘର୍ଷ ପରେ...
ପାଣ୍ଡିଆନ ବାବୁ ଥିବା ଯାଏଁ ଓଡ଼ିଶାରେ ବିଜେଡି ଆସିବ ନାହିଁ – ପ୍ରସନ୍ନ ପାଟଶାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ପାଣ୍ଡିଆନ ବାବୁଙ୍କ ପାଇଁ ଓଡ଼ିଶାରେ ବିଜେଡି ହାରିଗଲା। ଏତେ ବର୍ଷର ଲୋକପ୍ରିୟ ସରକାର ଚାଲିଗଲା। ସେ ଦଳରେ ଥିବା ଯାଏଁ ଓଡ଼ିଶାରେ ବିଜେଡି ଆସିବ ନାହିଁ”, ମଙ୍ଗଳବାର ଦିନ ଏମିତି କିଛି...





















