ଆଜି ପବିତ୍ର ଦଶହରା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ହେଉଛି ଦଶହରା ପର୍ବ। ମଙ୍ଗଳବାର ଦଶହରା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କର ସୁନାବେଶ। ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ...
ଆଜି ପବିତ୍ର ବିଜୟାଦଶମୀ: ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ। ବିଜୟାଦଶମୀ ଅବସରରେ ମନ୍ତ୍ର ଉଚ୍ଚାରଣ...
ନବରାତ୍ରୀରେ ମା’ ଦୁର୍ଗାଙ୍କ ପାଖରେ ଲାଗି ହୁଏ ଭିନ୍ନ ଭିନ୍ନ ଭୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରାତ୍ରୀରେ ଜଗତ୍ଜନନୀ ମା’ ଦୁର୍ଗାଙ୍କୁ ୯ଟି ଅବତାରରେ ପୂଜା କରାଯାଇଥାଏ। ଏହି ନଅଟି ଅବତାରରେ ମା’ଙ୍କୁ ଭିନ୍ନ ଭିନ୍ନ ଭୋଗ ଲାଗି କରାଯାଏ। ଜାଣନ୍ତୁ କେଉଁ ରୂପରେ ମା’ କେଉଁ ଭୋଗକୁ...
କେନ୍ଦ୍ରାପଡ଼ାରେ ଭିନ୍ନ ପରମ୍ପରା: କୁମାରୀ ରୂପରେ ପୂଜା ପାଆନ୍ତି ମା’ ଦୁର୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହିରେ ଦୁର୍ଗାପୂଜା ଅବସରରେ ମା’ଙ୍କୁ ଭିନ୍ନ ପରମ୍ପରାରେ ପୂଜା କରାଯାଏ।
ଦୁର୍ଗାପୂଜା ଆସିଲେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବଙ୍ଗାଳି ସାହି ହୋଇଉଠେ ଉତ୍ସବ ମୁଖର। ମା’...
ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାରଦୀୟ ଦୁର୍ଗା ପୂଜା ଅବସରରେ ଏବେ ଚଳଚଞ୍ଚଳ ହୋଇଛି ଗାଁଠୁ ସହର। ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଥିବାବେଳେ, ସବୁ ଶକ୍ତିପୀଠରେ ବିଶ୍ରାମ ରହିଛି। ମନ୍ତ୍ରପାଠ...
କେମିତି ପାଇବେ ଚିନ୍ତାରୁ ମୁକ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Uu6knyFzD2M
ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହି ମାନସିକ ଚାପ ଦୀର୍ଘଦିନ ଯାଏଁ ରହିଲେ ଏବଂ ମାତ୍ରାଧିକ ହେଲେ...
ଏଥର ଦୁର୍ଗାପୂଜା: ପଟିଆରେ ଆକର୍ଷଣ ‘ଅମ୍ବର ପ୍ୟାଲେସ’ ତୋରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=dauaIHEbDyQ
ଆସିଛି ପାର୍ବଣ। ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା' ଦୁର୍ଗା। ରାଜଧାନୀ ଭୁବନେଶ୍ୱରରେ ଜମୁଛି ଦୁର୍ଗାପୂଜାର ମାହୋଲ। ସୁଉଚ୍ଚ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ଏଥର ପଟିଆରେ...
ଷ୍ଟ୍ରେସ ବେଳେ ନିଜକୁ କେମିତି ସମ୍ଭାଳିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=VD_4cVzFpO4
ଷ୍ଟ୍ରେସ୍ ବା ମାନସିକ ଚାପ ଆଜିକାଲିର ଏକ ସାଧାରଣ ସମସ୍ୟା କହିଲେ ଅତ୍ୟୁକ୍ତି ହେବନି। ବର୍ତ୍ତମାନ ସମୟରେ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାରେ ପୀଡ଼ିତ।
ତେବେ...
ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ଗଞ୍ଜାମ ଜିଲ୍ଲା ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୯ଟା ବେଳେ ସେ ଶେଷ ନିଶ୍ଵାସ ତ୍ୟାଗ...
ଆଜି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା: ପୂଜାମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପୂଜା ମଣ୍ଡପରେ ଧୁମ୍ଧାମ୍ରେ ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମନ୍ତ୍ର, ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରପଲ୍ଲୀ। ମା’ଙ୍କ ଦର୍ଶନ ପାଇଁ ସବୁଠି ଭକ୍ତଙ୍କ ଭିଡ଼ ଲାଗିଛି।
ଜଗତଜନନୀ ମା’ ଦୁର୍ଗାଙ୍କ...





















