ସବୁଜ ଯୁଗ ଶେଷ, ଏଥର କେବଳ କମଳା ରଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସରକାର ବଦଳିବା ପରେ ପରେ ବଦଳିବାକୁ ଲାଗିଛି ଅନେକ ଯୋଜନାର ନାଁ। ଏ ବଦଳିବ ସରକାରୀ କୋଠାର ରଙ୍ଗ। ସରିଛି ସବୁଜ ଯୁଗ, ଏଥର ଦେଖିବାକୁ ମିଳିବ କମଳା ରଙ୍ଗ।...

ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର ପାଇବେ ଚଳିତ ବର୍ଷର ‘ବସନ୍ତ ମୁଦୁଲି କବିତା ପୁରସ୍କାର’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର ପାଇବେ ‘ବସନ୍ତ ମୁଦୁଲି କବିତା ପୁରସ୍କାର ୨୦୨୪’। ଏ ନେଇ କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ଘୋଷଣା...

ଏଥର ଟେରାକୋଟା କାରୁକାର୍ଯ୍ୟରେ ଝଲସିବ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=yry4a2xwA0U ଚଳିତ ଥର ଟେରାକୋଟା କାରୁକାର୍ଯ୍ୟରେ ଝଲସିବ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡମ। ଅନ୍ତିମ ପର୍ଯ୍ୟାୟରେ ଦୁର୍ଗାପୂଜାର ପ୍ରସ୍ତୁତି। ସୁଉଚ୍ଚ ତୋରଣ ସାଙ୍ଗକୁ ଚିକ୍ ମିକ୍ ଆଲୋକ ମାଳାରେ ସଜ୍ଜେଇ ହେବ ମଣ୍ଡପ। ଧରାବତରଣ କରିଛନ୍ତି...

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ରୋହିତ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାର ଲିଫ୍ଟିଂ ଚାମ୍ପିୟନସିପରେ ସଫଳତା ହାସଲ କରିଛନ୍ତି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ପାତ୍ର। ରୋହିତ ୧୨୦ +...

ସୁଭଦ୍ରା ଯୋଜନା: ଆଜି ଆସିଲା ଟଙ୍କାଟିଏ, ଅକ୍ଟୋବର ୯ରେ ମିଳିବ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାରେ ସୋମବାର ଦିନ ପରୀକ୍ଷାମୂଳ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କାଟିଏ। ଅକ୍ଟୋବର ୯ ତାରିଖରେ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ। ସୋମବାର ଦିନ ଯେଉଁ ହିତାଧିକାରୀଙ୍କ...

ଶିକ୍ଷା, ସ୍ୱାସ୍ଥ୍ୟ, ଆଇଟି ଓ କ୍ରୀଡ଼ାର ହବ୍: ଭୁବନେଶ୍ୱର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=PmJqSHz2_CE&t=503s ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ...

ସୁସ୍ଥ ରହିବା ପାଇଁ କ’ଣ ଖାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=suyacv6W_as ବର୍ତ୍ତମାନ ସମୟରେ ମଣିଷ ଏକ ବ୍ୟସ୍ତବହୁଳ ଜୀବନ ଦେଇ ଗତି କରୁଛି। ଭୋକ ଲାଗିଲା ମାତ୍ରେ ପୋଷଣ ଯୁକ୍ତ ଖାଦ୍ୟ ପରିବର୍ତ୍ତେ ବାହାରର ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ...

ଓଏସଏସଏସସି ପରୀକ୍ଷା ବାତିଲ କରିବାକୁ ଦାବି: ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଏସଏସଏସସି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ଓଏସଏସଏସସି ପରୀକ୍ଷାଗୁଡ଼ିକରେ ଅନିୟମିତତା ଅଭିଯୋଗରେ ସେମାନେ ଭୁବନେଶ୍ଵର ଲୋୟର ପିଏମଜି ଛକରେ ଧାରଣାରେ ବସିଛନ୍ତି। ଓଏସଏସଏସସି ଦ୍ଵାରା ପରିଚାଳିତ ଆରଆଇ, ଏଆରଆଇ,...

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହେବନି ବସ୍ ଧର୍ମଘଟ: ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହେବନି ବସ୍ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ପ୍ରସ୍ତାବିତ ଧର୍ମଘଟକୁ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି...

ଆଜି ନବରାତ୍ରିର ପଞ୍ଚମ ଦିନ: ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନରେ ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ ଓ...