ଓଡ଼ିଶା ପୋଲିସରେ ୧୩୬୦ଟି କନଷ୍ଟେବଳ ପଦବୀ ପାଇଁ ଆବେଦନ ଜାରି: ଅକ୍ଟୋବର ୧୩ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପୋଲିସରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ଖାଲିଥିବା ୧୩୬୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଚୟନ ପକ୍ଷରୁ ବିଜ୍ଞପ୍ତି...

ଉତ୍ତରାଖଣ୍ଡ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାକୁ ୧୭ ବର୍ଷ: ନିଜ ପ୍ରିୟଜନଙ୍କୁ ଝୁରୁଛନ୍ତି ପରିବାର

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଏବେ ବି ସ୍ମୃତିରେ ନାଚି ଉଠେ ସେଦିନର ଯନ୍ତ୍ରଣା ଦାୟକ ଉତ୍ତରାଖଣ୍ଡ ବସ ଦୁର୍ଘଟଣା ଦୁଃସମ୍ବାଦ। ଶୋକାକୁଳ ପରିବେଶ ଦୋହଲେଇ ଦେଇଥିଲା ସମସ୍ତଙ୍କ ହୃଦୟ। ଗଞ୍ଜାମରୁ ହରିଦ୍ଵାର ଏବଂ...

ମୟୂରଭଞ୍ଜ ଜିଲ୍ଲାରେ ସଂଯୋଗ ହେଲା ନୂତନ ମତଦାନ କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଲାଗି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ତତ୍ତ୍ଵାବଧାନରେ ଏକ ବୈଠକ ଅନୁଷ୍ଠିତ...

୨୦୨୫ ଫେବ୍ରୁଆରି ୧୫ରୁ ଯୁକ୍ତ ୨ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ତାରିଖ। ୨୦୨୫ ଫେବ୍ରୁଆରି ୧୫ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ହେବ ହେବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ...

ଡାଏବେଟିସ ନହେବା ପାଇଁ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=8d9pfL-7SME ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ହୁଏତ ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୁରାରୋଗ୍ୟଠାରୁ ରକ୍ଷା ପାଇପାରିବା। ତେଣୁ ଡାଏବେଟିସକୁ ରୋକିବା ପାଇଁ ଜୀବନଶୈଳୀରେ...

ଡିସେମ୍ବର ୨୮ରୁ ହକି ଇଣ୍ଡିଆ ଲିଗ୍: ଓଡ଼ିଶାରୁ ଖେଳିବେ ଉଭୟ ପୁରୁଷ ଏବଂ ମହିଳା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ୮ ବର୍ଷର ଅପେକ୍ଷା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ଚଳିତ ସିଜିନରେ ଏହି ପ୍ରତିଯୋଗିତାରେ ୮ଟି ପୁରୁଷ ଓ ୬ଟି ମହିଳା ଦଳ ଅଂଶଗ୍ରହଣ କରିବେ।...

ନବରାତ୍ରିର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ସ୍ୱରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ତୃତୀୟ ସ୍ୱରୂପ ହେଉଛି ଚନ୍ଦ୍ରଘଣ୍ଟା। ଆଜି ନବରାତ୍ରିର ତୃତୀୟ ଦିନରେ ଏହି ସ୍ୱରୂପରେ ମା’ ପୂଜା ପାଉଛନ୍ତି। ଅସୁରଙ୍କ ବିନାଶ ପାଇଁ ମା’ ଏହି ଅବତାର ଧାରଣ...

କଟକ ଦୁର୍ଗା ପୂଜା ପ୍ରଥମେ ୧୮୩୨ରେ ଆରମ୍ଭ ହୋଇଥିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ଵିତୀୟ ସହର ଯେଉଁଠି ଏତେ ଆଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳିତ ହୁଏ। ଇତିହାସ କୁହେ, ୧୮୩୨ ସାଲରେ...

ଓପିଏସସି ପକ୍ଷରୁ ୩୯ଟି ଏସଡିଆଇପିଆରଓ ପଦବୀରେ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ଅକ୍ଟୋବର ୩୦

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏସଡିଆଇପିଆରଓ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀରେ ୩୯ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ଏଥିପାଇଁ ହେବାକୁ ଥିବା...

ଜାଣନ୍ତୁ, ରକ୍ତ କର୍କଟକୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=0Fr0yyvKE-I ରକ୍ତରେ ଲୌହ ରକ୍ତ କଣିକା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟ୍‌ଲେଟ୍‌ ରହିଛି। ଶ୍ୱେତ ରକ୍ତ କଣିକା ସାଧାରଣ ସ୍ତରଠାରୁ ଅଧିକ ବୃଦ୍ଧି ପାଇଲେ ଶରୀରରେ ସଂକ୍ରମଣ ହୋଇପାରେ, ପ୍ରଦାହ ହୋଇପାରେ...