ନୂଆଦିଲ୍ଲୀ: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ...
ଅକ୍ଟୋବର ୫ରେ ମିଳିବ ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୫ ତାରିଖରେ ମିଳିବ ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯିବ। ଏହି ଅବସରରେ ଓଡ଼ିଶାରେ ଜିଲ୍ଲା ସ୍ତରରେ...
ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପିନାକ ମିଶ୍ର। ସେ ସହରର ପୂର୍ବତନ ଡିସିପି ପ୍ରତୀକ ସିଂହଙ୍କ ସ୍ଥାନ ନେଇଛନ୍ତି। ଗୁରୁବାର ଦାୟିତ୍ୱ ଗ୍ରହଣ ଅବସରରେ ପିନାକ ମିଶ୍ରଙ୍କୁ...
ଜାଣନ୍ତୁ, ନବରାତ୍ରିରେ କାହିଁକି ନଅ ଅବତାରରେ ପୂଜା ପାଆନ୍ତି ମା’ ଦୁର୍ଗା?
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ନବରାତ୍ରିରେ ଜଗତ୍ଜନନୀ ମା’ ଦୁର୍ଗାଙ୍କୁ ୯ ଅବତାରରେ ପୂଜା କରାଯାଏ। ମା’ଙ୍କ ଏହି ଅବତାର ପଛରେ ମଧ୍ୟ କାହାଣୀ ରହିଛି। ଆସନ୍ତୁ ଜାଣିବା ମା’ଙ୍କ ଏହି ଅବତାର ପଛର କାହାଣୀ...
ଓଡ଼ିଶାରେ ଅଛନ୍ତି ୬୯୬ଟି କଲରାପତରିଆ ବାଘ, ବଢ଼ିଛି ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବଢ଼ିଛି କଲରାପତରିଆ ବାଘଙ୍କ ସଂଖ୍ୟା। ଏବେ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ ଓ ଜଙ୍ଗଲରେ ୬୯୬ଟି କଲରାପତରିଆ ବାଘ ଅଛନ୍ତି। ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ...
ବଦଳିବ ହାଇସ୍କୁଲ ୟୁନିଫର୍ମ, ହେଲେ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବଦଳିବ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ଏଣିକି ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ୟୁନିଫର୍ମ ଫିନ୍ଧିବେ ହାଇସ୍କୁଲ ଛାତ୍ରଛାତ୍ରୀ।
‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅଧୀନରେ...
କଟକରେ ଦୁର୍ଗର ନାଁ ‘ବାରବାଟୀ’ କାହିଁକି? ଜାଣନ୍ତୁ ଏହାର ଇତିହାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୌପ୍ୟ ନଗରୀ କଟକ। ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ଭାଇଚାରାକୁ ନେଇ ଏ ସହର ଯେତିକି ପରିଚିତ, ସହରର ବିଭିନ୍ନ ପୁରାତନ କୀର୍ତ୍ତିରାଜି ରହସ୍ୟ ସେତିକି ଉତ୍ସାହଜନକ। ଏଠି ସାଧବ ପୁଅଙ୍କ...
ସକାଳୁଆ ହାର୍ଟ ଆଟାକ୍ ହେଲେ କ’ଣ କରିବେ ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=AJ2arXYMeDY
ଆଜିକାଲି ହୃଦ୍ଘାତ ଏକ ସାଧାରଣ ରୋଗ ହୋଇଗଲାଣି। କିଶୋରଠୁ ଆରମ୍ଭ କରି ବୟସ୍କ ସଭିଙ୍କୁ ଏହି ରୋଗ ଗ୍ରାସ କରୁଛି। କିଏ ଚାଲିବା ବେଳେ ହୃଦ୍ଘାତର ଶିକାର ହେଉଛି ତ...
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ଶୁକ୍ରବାର ସୁଦ୍ଧା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ...
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦିଲ୍ଲୀରେ ଉଦ୍ୟୋଗୀ ଓ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁଇ ଦିନିଆ ଗସ୍ତରେ ସେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ସାକ୍ଷାତ କରିଛନ୍ତି। ଏହାସହ ଦେଶ ବିଦେଶର ଉଦ୍ୟୋଗୀଙ୍କ ସହ...





















