ସୋସିଆଲ ମିଡିଆ ଯୋଗୁଁ ହୋଇପାରେ ହାର୍ଟ ଆଟାକ୍!

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=27tzLUx5mAw ସୋସିଆଲ ମିଡିଆ ସିଧାସଳଖ ନହେଉ ପଛେ ଆମ ସ୍ୱାସ୍ଥ୍ୟକୁ ଅନେକାଂଶରେ କ୍ଷତି ପହଞ୍ଚାଏ। ଅତ୍ୟଧିକ ସୋସିଆଲ ମିଡିଆର ବ୍ୟବହାର ଏକ ନିଶା ଭଳି ଆମ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ...

ଗ୍ଲାମର-ପଲିଟିକ୍ସ ମଝିରେ ଝିଲିକ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=I6bK9-hyZ9o ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ଝିଲିକ ଭଟ୍ଟାଚାର୍ଯ୍ୟ। ଓଡ଼ିଆ ଚଳଚ୍ଚିତ୍ର ‘ଟାର୍ଗେଟ’ ଦେଇଥିଲା ଝିଲିକଙ୍କୁ ନୂଆ ପରିଚୟ। ଓଡ଼ିଆ ସିନେମାରେ ଅଭିନୟ ପାଇଁ ଅଫର ଆସିଲା ପରେ ଝିଲିକ ଖୁସି...

ଓଡ଼ିଶାକୁ ଅକ୍ଟୋବର ୨୭ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅକ୍ଟୋବର ୨୭ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ...

ବାଲେଶ୍ଵର: ପରଲୋକରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଭାସ୍କର ଚନ୍ଦ୍ର ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ ଭାସ୍କର ଚନ୍ଦ୍ର ଦାସ। ମେଘଡ଼ମ୍ବରୁସ୍ଥିତ ବାସଭବନରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ...

ଆର୍ଥ୍ରାଇଟିସ୍‌କୁ କିପରି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=R2caWco2P5s ଆର୍ଥ୍ରାଇଟିସ୍‌ ବା ଗଣ୍ଠି ଯନ୍ତ୍ରଣା ଆଜିକାଲି ସବୁଠାରୁ ସାଧାରଣ ସମସ୍ୟା। ପୂର୍ବରୁ ଏହା ବୟସ୍କଙ୍କଠାରେ ଦେଖାଦେଉଥିଲା, ହେଲେ ବର୍ତ୍ତମାନ ଯୁବାବସ୍ଥାରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି। ତେବେ ଏହା କାହିଁକି...

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତିର ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ପୋଲିସ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ଵାଇବି ଖୁରାନିଆ। ପୋଲିସ...

କାନାଡାରେ ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜନ୍ମିତ ଅନ୍ତର୍ଜାତୀୟ ଖାତିସମ୍ପନ୍ନ ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କର କାନାଡାର ଏଡମୋଣ୍ଟନ ସହରଠାରେ ପରଲୋକ ଘଟିଛି। ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଜଗନ୍ନାଥ ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟରେ...

ବ୍ରେନ ଷ୍ଟ୍ରୋକ୍‌କୁ ଜାଣିବା ଓ ଜିଣିବା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=4QH4yYBpAB8 ଆଜିର ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ୍’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ...

କାହିଁକି ପାଳନ ହୁଏ ଦୀପାବଳି?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଲୋକ ଏବଂ ଆନନ୍ଦର ପର୍ବ ହେଉଛି ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ଦୀପାବଳି। ଦୀପ ଜଳାଇ ଅମାବାସ୍ୟା ଅନ୍ଧାକାରକୁ ଦୂର କରାଯିବାର ପରମ୍ପରା କାହିଁ କେତେ ବର୍ଷରୁ ଚାଲିଆସୁଛି। ଦୀପାବଳି...

ଆଜି ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଧୁମଧାମରେ ଦୀପାବଳି ପାଳନ ପାଇଁ ଏ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଘରଠାରୁ...