ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ସରକାରଙ୍କୁ ଘେରିଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ରାଜ୍ୟରେ ରାଜନୀତି ଲାଗିଛି। ମାମଲାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ କଡ଼ା ସମାଲୋଚନା...
ଅଲଜାଇମର ରୋଗକୁ ଚିହ୍ନିବେ କେମିତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=26oACz9OKP4
ଆଜି ବିଶ୍ଵ ଅଲଜାଇମର୍ସ ଡେ’। ଅଲଜାଇମର ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ଏହି ଦିବସ ପାଳନ କରାଯାଉଛି।
ଡିମେନସିଆ ସମ୍ପର୍କରେ ଜନ ସଚେତନତା...
ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ
ଓଡ଼ିଶାଲାଇଭ ବ୍ୟୁରୋ
ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶନିବାର ଦିନ ହରିହର ରାଓଙ୍କୁ ଗିରଫ କରିଛି...
କେମିତି ହେଲା ଭୁବନେଶ୍ୱର ସହରର ପ୍ଲାନିଂ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=o3yUCfRuGag&t=60s
୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ...
ବାରମ୍ବାର କୌଣସି କଥା ଭୁଲି ଯାଉଥିଲେ ସାବଧାନ ହୋଇଯାଆନ୍ତୁ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=nPd7DtQ-4gk
ଆଜି ବିଶ୍ଵ ଅଲଜାଇମର୍ସ ଡେ’। ଅଲଜାଇମର ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ଏହି ଦିବସ ପାଳନ କରାଯାଉଛି।
ଅଲଜାଇମର ରୋଗ ହେଉଛି ସବୁଠାରୁ...
୭୦ତମ ଓଡ଼ିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍ଯାପିତ: କଟକ ଦଳ ଚାମ୍ପିୟନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ୭୦ତମ ଓଡ଼ିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍। ଏହି ପ୍ରତିଯୋଗିତାରେ କଟକ ଦଳ ୩୧୨ ପଏଣ୍ଟ ସହ ଚାମ୍ପିୟନ୍ ହୋଇଥିବାବେଳେ ସୁନ୍ଦରଗଡ଼ ଟିମ୍ ୨୦୦ ପଏଣ୍ଟ ସହ ରନର୍ସଅପ୍...
ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏହା ୨୩ ତାରିଖ ଯାଏଁ ୩ ଦିନ ଧରି ଚାଲିବ। ଏଥିପାଇଁ ବୁଧବାର ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ସରିବା...
ବିବାଦରେ ପୋଲାଭରମ: ରାଜନୀତିର ଚକ୍ରବ୍ୟୁହରେ ମାଲକାନଗିରିର ଭବିଷ୍ୟତ
ମିନତି ମିଶ୍ର
ରାଜନୈତିକ ଚକ୍ରବ୍ୟୁହରେ ପୋଲାଭରମ ପ୍ରକଳ୍ପ। ପୋଲାଭରମ ପ୍ରକଳ୍ପକୁ ନେଇ ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ରପ୍ରଦେଶ। ପୋଲାଭରମ ପାଇଁ ରାଜ୍ୟ ରାଜନୀତିରେ ବି ଉଠିଛି ଝଡ଼। ଏହି ପ୍ରକଳ୍ପକୁ ନେଇ ବୟାନବାଜିରେ ଲାଗିପଡ଼ିଛନ୍ତି ବିଜେପି-ବିଜେଡି।
ପୋଲାଭରମକୁ ନେଇ...
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାବେଳେ ସେପ୍ଟେମ୍ବର ୨୩ ତାରିଖରେ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ରୁ ୩ ଦିନ...
ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ୭ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ରାସ୍ତାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୭ ଜଣଙ୍କୁ ଧରିଛି କମିଶନରେଟ ପୋଲିସ। ସିସିଟିଭି ଫୁଟେଜ ଆଧାରରେ ଘଟଣାର ୫ ଦିନ...





















