ଲୁଲୁଙ୍ଗର ନିଆରା ଅନୁଭୂତି
କପିଳାସ ଭୂୟାଁ
ଗତ ସପ୍ତାହରେ ଲୁଲୁଙ୍ଗ ଯିବାର ସୁଯୋଗ ମିଳିଥିଲା। ଭୁବନେଶ୍ୱରସ୍ଥିତ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆମ ଦେଶ ତଥା ରାଜ୍ୟର ବଛା ବଛା ଚିତ୍ରଶିଳ୍ପୀମାନଙ୍କର ସେଠାରେ ଗୋଟିଏ କ୍ୟାମ୍ପ ଚାଲିଥିଲା। ଲୁଲୁଙ୍ଗ ଅରଣ୍ୟ ନିବାସ...
ସେପ୍ଟେମ୍ବର ୨୯ରେ ‘ପ୍ରଜାପତି’ ସାହିତ୍ୟ ଶାଖାର ସାରସ୍ୱତ ସମାବେଶ: ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ମିଳିବ ‘ଅକ୍ଷର’ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ‘ପ୍ରଜାପତି’ ସାହିତ୍ୟ ଶାଖା ପକ୍ଷରୁ ବର୍ଷ ୨୦୨୪ ପାଇଁ ସମ୍ମାନଜନକ ‘ଅକ୍ଷର କଥାକାର ସମ୍ମାନ' ଘୋଷଣା କରାଯାଇଛି। ଚଳିତବର୍ଷ ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ଏହି...
ବାଲେଶ୍ଵରରେ ବନ୍ୟା ସ୍ଥିତି ଉଦବେଗଜନକ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ବାଲେଶ୍ଵର ଜିଲ୍ଲାରେ ବନ୍ୟା ସ୍ଥିତି ଉଦବେଗଜନକ ରହିଛି”, ଆକାଶ ମାର୍ଗରୁ ବାଲେଶ୍ଵରର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଗତ ୪ଦିନ ଧରି ବର୍ଷା...
ଛୋଟ ପିଲାଙ୍କ ଆଖି ସମସ୍ୟା କେମିତି ଜାଣିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=1qzFca6NcGE
ଯଦି ଛୋଟ ପିଲାଙ୍କର ଆଖିରେ କୌଣସି ସମସ୍ୟା ହୁଏ ବା ସେମାନଙ୍କର ଦୃଷ୍ଟିଶକ୍ତି କମିଯାଏ, ସେମାନେ କହିପାରନ୍ତି ନାହିଁ। ତେବେ ସେହି ପରିସ୍ଥିତିରେ ପିଲାଙ୍କର ଆଖି ସମସ୍ୟା ଅଛିକି ନାହିଁ...
ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ୫ ଜଣ ପୋଲିସ କର୍ମଚାରୀ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ଭରତପୁର ଥାନାର ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ...
ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ: ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପୁଣି ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯିବ। ଏଥିପାଇଁ ବୁଧବାର ଦିନ ୧ଟାରୁ ନିରୀକ୍ଷଣ...
ଡବଲ ଇଞ୍ଜନ ସରକାରରେ ଓଡ଼ିଶାର ଦ୍ରୁତ ବିକାଶ ହେବ – ନରେନ୍ଦ୍ର ମୋଦୀ
ମିନତି ମିଶ୍ର
ଓଡ଼ିଶାରେ ୭୪ତମ ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଖିରି ଖାଇଲେ, ଲୋକଙ୍କ ସହ ଆଲୋଚନା କଲେ। ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ପିଏମ ଆବାସ ଯୋଜନାର କିସ୍ତି ବାଣ୍ଟିଲେ ନରେନ୍ଦ୍ର...
ମୟୁରଭଞ୍ଜ: ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ବେଳେ ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କର ମୃତ୍ୟୁ
ଓଡ଼ିଶାଲାଇଭ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ବେଳେ ଡ୍ୟାମରେ ବୁଡ଼ି ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ। ମୃତ...
ହାର୍ଟକୁ ସୁସ୍ଥ ରଖିବେ କେମିତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=VFnp6jb6fi4
ହାର୍ଟକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଜୀବନଶୈଳୀ ଏବଂ ସୁଷମ ଖାଦ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଡାଏଟିସିଆନ କୁହନ୍ତି।
ସୁସ୍ଥ ହାର୍ଟ ପାଇଁ କେଉଁ ଭଳି ଖାଦ୍ୟ ଖାଇବା ଆବଶ୍ୟକ,...
ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ – ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
"ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ", ଭୁବନେଶ୍ଵର ଜନତା ମଇଦାନଠାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ...





















