ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।
ବଟନ ଟିପି ‘ସୁଭଦ୍ରା’ ଯୋଜନାର...
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ‘ସୁଭଦ୍ରା’ ଯୋଜନାର କରିବେ ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ଦିନ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିଛନ୍ତି...
ସ୍ତନ କର୍କଟକୁ କେମିତି ଚିହ୍ନିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=YvaH4L4qJiA
ବିଭିନ୍ନ ସମୟରେ ସ୍ତନ କର୍କଟକୁ ଚିହ୍ନିବାରେ ବିଳମ୍ବ ହୋଇଯାଏ। ଫଳରେ ପୀଡ଼ିତଙ୍କୁ ବିଭିନ୍ନ ଜଟିଳତାର ସମ୍ମୁଖିନ ହେବାକୁ ପଡ଼େ। ସ୍ତନ କର୍କଟକୁ ଆଗୁଆ ଚିହ୍ନି ପାରିଲେ ଏହାର ଜଟିଳତାକୁ ରୋକି...
ମୟୂରଭଞ୍ଜ: ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ବାରିପଦାସ୍ଥିତ ପଣ୍ଡିତ...
ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜଧାନୀ କେମିତି ହେଲା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=1p2YFRDat_Y
୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ...
‘ୱାର୍ଲ୍ଡ ସ୍କିଲ୍ସ-୨୦୨୪’ରେ ଓଡ଼ିଶାକୁ ମିଳିଲା ଦୁଇଟି ପଦକ: ସଫଳ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସର ଲିଓନଠାରେ ଆୟୋଜିତ ୪୭ତମ ବିଶ୍ୱ ଦକ୍ଷତା ବା 'ୱାର୍ଲ୍ଡ ସ୍କିଲ୍ସ-୨୦୨୪' ପ୍ରତିଯୋଗିତାରେ ଚମକିଛନ୍ତି ଟିମ୍ ଓଡ଼ିଶାର ପ୍ରତିଯୋଗୀ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ପ୍ରତିଯୋଗୀ ଅମରେଶ କୁମାର ସାହୁ...
ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ ସୁଭଦ୍ରା ଯୋଜନା – ପ୍ରଭାତୀ ପରିଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହେଲା ସୁଭଦ୍ରା ସଚେତନତା ପଦଯାତ୍ରା। ରବିବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂହଦେଓ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର...
ବଙ୍ଗୋପସାଗରରେ ଗଭୀର ଅବପାତ: ଆଜି ବର୍ଷା ପାଇଁ ରାଜ୍ୟର ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇଛି। ଏହା ପ୍ରଭାବରେ ଏବେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି।...
ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୪’ ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ଦୁଇ ଦିନିଆ ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୪’। ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଏହାର ଆୟୋଜନ କରାଯାଇଥିଲା। ଚଳିତବର୍ଷ ସମ୍ମିଳନୀର ଷଷ୍ଠ ସଂସ୍କରଣର ଥିମ...
ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ଵରରେ ଟ୍ରାଫିକ କଟକଣା
ଓଡ଼ିଶାଲାଇଭ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ଵରରେ ଲାଗିଲା ଟ୍ରାଫିକ କଟକଣା। ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ଣ ୩ଟା ଯାଏଁ ସହରରେ ଟ୍ରାଫିକ କଟକଣା ଲାଗୁ ରହିବ। ଏନେଇ...





















