ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରସନ୍ନ କୁମାର ସ୍ଵାଇଁଙ୍କ ଘର ସମେତ ୮ଟି ଠିକଣା...
ଗଳା ଦରଜ ହେଉଛି କି, ଜାଣନ୍ତୁ ଏହାର କାରଣ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=HNyLWC4uz78
ଗଳା ସଂକ୍ରମଣ ହେଲେ ଗଳା ଦରଜ ହେବା, ଛେପ ଢୋକିବା ବେଳେ କଷ୍ଟ ଅନୁଭବ ହେବା, ତଣ୍ଟି ବସିଯିବା ଭଳି ଲକ୍ଷଣ ଦେଖାଦିଏ। ଗଳା ସଂକ୍ରମଣ ଅଧିକ ଦିନ ଧରି...
ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ରାଧାଷ୍ଟମୀ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଚକ୍ରରାଜ ସୁଦର୍ଶନ ନଗର ପରିକ୍ରମା କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି।
ବୁଧବାର ଅପରାହ୍ନରେ ପ୍ରଭୁ...
ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ସମ୍ଭାବନାକୁ ‘ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪’ରେ ପ୍ରଦର୍ଶନ କରିବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ରୁ ୧୪ ‘ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪’
(ଭୁବନେଶ୍ୱର): ଭାରତର ଅର୍ଥନୀତିକୁ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ବିଶେଷ ଭାବେ ସମୃଦ୍ଧ କରିବାକୁ ଯାଉଛି। ଏଥିରେ ଓଡ଼ିଶାର ଏକ ବଳିଷ୍ଠ ଯୋଗଦାନ...
କେନ୍ଦୁଝର ଜିଲ୍ଲାରେ ଓମ୍ବାଡସି ସହାୟତାରେ ‘ଟସର ଚାଷ’କୁ ପ୍ରୋତ୍ସାହନ: ସଶକ୍ତ ହେଉଛନ୍ତି ଚାଷୀ, ସୁଦୃଢ଼ ହେଉଛି ଜୀବିକା
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦୁଝର): ଟସର ହେଉଛି ଏକ ଲାଭଜନକ ଚାଷ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଇ ଚାଷୀମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଉଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ...
ପୁରୀ ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଭୟ: କ୍ଵାରେଣ୍ଟିନରେ ୫ ଜଣ କୁକୁଡ଼ା ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲା ପରେ ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଛି କେନ୍ଦ୍ରାପଡ଼ା। ବାର୍ଡ ଫ୍ଲୁକୁ ନେଇ ଜିଲ୍ଲାବାସୀଙ୍କ ମନରେ ଭୟ ପଶିଛି। ଏପଟେ ଲୋକଙ୍କ ସୁରକ୍ଷାକୁ ନେଇ ସ୍ଵାସ୍ଥ୍ୟବିଭାଗ, ଜିଲ୍ଲା ପ୍ରଶାସନ ଓ...
ଓଡ଼ିଶାରେ ଆଉ ୫ ଦିନ ପ୍ରବଳ ବର୍ଷା!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ସେପ୍ଟେମ୍ବର ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ...
ଓଡ଼ିଶାରେ ଗତ ୧୦ ବର୍ଷରେ ୫୫ ବାଘଙ୍କ ମୃତ୍ୟୁ ହୋଇଛି – ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଗତ ୧୦ ବର୍ଷ ମଧ୍ୟରେ ୫୫ଟି ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ୪୮ଟି କଲରା ପତରିଆ ବାଘ ଓ ୭ଟି ମହାବଳ ବାଘ ରହିଛନ୍ତି। ରାଜ୍ୟରେ ଏବେ ୨୭ଟି ମହାବଳ...
ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ: ସମାଧାନର ବାଟ ନୁହେଁ ଆତ୍ମହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ। ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ଏହି ଦିବସ ପାଳନ କରାଯାଉଛି।
ପ୍ରତିବର୍ଷ...
‘ପରିବେଶ ଓ ଜଳବାୟୁ ସଙ୍କଟ’ ଉପରେ ଆଇଆଇଏମ୍ସି ଢେଙ୍କାନାଳରେ ସ୍ୱତନ୍ତ୍ର ବକ୍ତୃତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳରେ ‘ପରିବେଶ ଓ ଜଳବାୟୁ ସଙ୍କଟ’ ଉପରେ ଏକ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର...





















