ମାହାଙ୍ଗା ଡବଲ ମର୍ଡର ମାମଲା: ୯ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୧ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସାଲେପୁର ଏଡିଜେ କୋର୍ଟ। ଏହି...

ଅଗଷ୍ଟ ୩୦ରୁ ଭୁବନେଶ୍ୱରରେ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଣ୍ଟ ଓଡ଼ିଶା-୨୦୨୪’

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ଆୟୋଜିତ ହେବ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଣ୍ଟ ଓଡ଼ିଶା-୨୦୨୪’। ଭୁବନେଶ୍ୱରର ଜନତା ମଇଦାନରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ...

ପିରିୟଡସ୍ ବେଳେ ଯନ୍ତ୍ରଣାକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=QtEDF2d6EGA ପିରିୟଡସ୍‌ ବେଳେ ଅସହ୍ୟ ଯନ୍ତ୍ରଣାକୁ ଡିସ୍‌ମେନୋରିଆ କୁହାଯାଏ। ଏହାର କାରଣ ଭିନ୍ନ ଭିନ୍ନ ହୋଇଥାଏ ବୋଲି ଡାକ୍ତର କୁହନ୍ତି। ପିରିୟଡସ୍ ବେଳେ ଅସହ୍ୟ ଯନ୍ତ୍ରଣା କହିଁକି ହୁଏ ଓ ଯନ୍ତ୍ରଣାଦାୟକ ପିରିୟଡସ୍‌ର...
Leopard

ବୌଦ୍ଧରେ ବାଘ ଆତଙ୍କ: ସନ୍ଧ୍ୟା ହେଲେ ପଡ଼ୁଛି ତାଟି କବାଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅଧୀନ ଡାକପଦର ଗ୍ରାମରେ ଦେଖାଦେଇଛି ବାଘ ଆତଙ୍କ। ଡାକପଦର ଗାଁ ମୁଣ୍ଡରେ ଥିବା ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଗୋଟିଏ ବଳଦକୁ କଲରାପତରିଆ...

ଡେଙ୍ଗୁ ଦାଉରୁ କିପରି ରକ୍ଷା ପାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=EgGa0rDYrT4 ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଦିନରେ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ହୋଇଥାଏ। ଡେଙ୍ଗୁ, ରୋଗୀଙ୍କର ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରିଥାଏ। ଏହା ଏକ ମାରାତ୍ମକ ରୋଗ...

ନୂଆଁଖାଇ ପାଇଁ ବାହାରିଲା ଲଗ୍ନ: ସେପ୍ଟେମ୍ବର ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ। ଆସନ୍ତା ସେପ୍ଟେମ୍ବର ୮ ତାରିଖ ସକାଳ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ...

ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାରୁ ମମତା ମହାନ୍ତ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ଉପନିର୍ବାଚନ ପୂର୍ବରୁ ଓଡ଼ିଶାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ। ବିଜେପି ନେତା ଜଗନ୍ନାଥ ପ୍ରଧାନ ମଙ୍ଗଳବାର ଦିନ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବା ପରେ ଏହି...

ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ଟି ବେଆଇନ୍‌ ଆପାର୍ଟମେଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ନିର୍ମାଣ ହୋଇଥିବା ବେଆଇନ୍‌ ଆପାର୍ଟମେଣ୍ଟଗୁଡ଼ିକୁ ଭଙ୍ଗାଯିବ। ସହରର ୧୯୧ଟି ବେଆଇନ୍‌ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ମଙ୍ଗଳବାର ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ...

ଆଳିଶ ଗାଁରେ ଜଳିଗଲା ୩୦ ବଖରା ଘର, ୧୫ ପରିବାର ସର୍ବସ୍ଵାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଳିଶ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ...

ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ମଙ୍ଗଳବାର ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ...