ଖୋର୍ଦ୍ଧାରେ ଯୁବକଙ୍କ ହତ୍ୟାକୁ ନେଇ ଉତ୍ତେଜନା: ସହରରେ ହାଇଆଲର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ସହରର ମୁକୁନ୍ଦପ୍ରସାଦରେ ରବିବାର ଦିନ ହୋଇଥିବା ଜଣେ ଯୁବକଙ୍କ ହତ୍ୟା ଅଞ୍ଚଳରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ମୁକୁନ୍ଦପ୍ରସାଦ ମୌଜାରେ ବିଏନଏସ ୧୬୩ ଧାରା ଲାଗୁ...
ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ପରମ୍ପରା ଅନୁସାରେ ଆଜି ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପ ଶେଷ ହେବା ପରେ...
ସୋଡିୟମ ଅଭାବ ହେଲେ କ’ଣ ସମସ୍ୟା ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=5CA__J6BsDI&t=1s
ହାଇପୋନାଟ୍ରେମିଆ, ଯାହା ଫଳରେ ରକ୍ତରେ ସୋଡିୟମ ସ୍ତର ସ୍ୱାଭାବିକଠାରୁ କମ୍ ଥାଏ। ଶରୀରର ତରଳ ପଦାର୍ଥ ସନ୍ତୁଳନ, ରକ୍ତଚାପ ନିୟନ୍ତ୍ରଣ ତଥା ସ୍ନାୟୁ ଓ ମାଂସପେଶୀ ପାଇଁ ସୋଡିୟମର ଆବଶ୍ୟକତା...
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=M8KD0rIWdjs
ଆଜିକାଲି ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଛି। ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। ଏହାଦ୍ୱାରା କେବେକେବେ ଲୋକଙ୍କ ଜୀବନ ବି ଚାଲିଯାଉଛି।...
ଓଡ଼ିଶାରେ ଆଉ ୪ ଦିନ ପ୍ରବଳ ବର୍ଷା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ। ଏହା ପ୍ରଭାବରେ ଅଗଷ୍ଟ ୨୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ...
‘ଜୟ ଜଗନ୍ନାଥ’ ହିନ୍ଦୀ ଧାରାବାହିକକୁ ବନ୍ଦ କରିବାକୁ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଆସିବାକୁ ଯାଉଥିବା ନୂଆ ହିନ୍ଦୀ ଧାରାବାହିକ ‘ଜୟ ଜଗନ୍ନାଥ'କୁ ନେଇ ଏବେ ବିବାଦ ଦେଖା ଦେଇଛି। ‘ହରି ଓମ୍’ ଓଟିଟି ଚ୍ୟାନେଲରେ ଅଗଷ୍ଟ ୨୬ ତାରିଖରୁ ଧାରାବାହିକଟି...
ବଢ଼ୁଛି ଜଳସ୍ତର, ଖୋଲିଲା ହୀରାକୁଦର ୮ଟି ଗେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହଛି। ଫଳରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଛି। ଜଳସ୍ତର ବୃଦ୍ଧିକୁ ନେଇ ଶନିବାର ଦିନ ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ ଖୋଲାଯାଇଛି।
ଶୁକ୍ରବାର...
ଆପାର୍ଟମେଣ୍ଟ ରାସ୍ତା ପାଇଁ ବିଲ୍ଡର୍ସଙ୍କୁ ସରକାରୀ ଜମି ଟେକିଦେଇ ଫସିଲେ ବିଡିଏ ଓ ବିଏମସି, ଅଡୁଆରେ ଗ୍ରାହକ
ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ପ୍ରତିନିଧି
ଭୁବନେଶ୍ୱର ସୌଭାଗ୍ୟ ନଗର ଅଞ୍ଚଳରେ ହର୍ଷପ୍ରିୟା (ଏଚପି) ସ୍କୋୟାର ଏବଂ ବମିଖାଲରେ ଶୁଭମ ମିଡଟାଉନ ଆପାର୍ଟମେଣ୍ଟ ପ୍ରକଳ୍ପକୁ ନେଇ ଅଡୁଆ!
ଭୁବନେଶ୍ଵରରେ ଘରୋଇ ଆପାର୍ଟମେଣ୍ଟ ପ୍ରକଳ୍ପକୁ ସଂଯୁକ୍ତ ରାସ୍ତା ପାଇଁ ସରକାରୀ...
ସଂରକ୍ଷଣକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହରେ ନିନ୍ଦା ପ୍ରସ୍ତାବ ଆଣିଲେ ସରକାରୀ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂରକ୍ଷଣକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଶନିବାର ଦିନ ଚାଲିପାରିଲା ନାହିଁ ବିଧାନସଭା ଗୃହକାର୍ଯ୍ୟ। ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ।
ଶୂନ୍ୟକାଳ ଆରମ୍ଭରେ ଅନୁସୂଚିତ...
ସମ୍ବଲପୁର: ପାଇଖାନା ଟାଙ୍କି କାମବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଶନିବାର ଏକ ଅଘଟଣ ଘଟିଛି। ଏଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।...





















