ଦେଶବାସୀଙ୍କୁ ୭୮ତମ ସ୍ଵାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୮ତମ ସ୍ଵାଧୀନତା ଦିବସ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ତଥା ଭାରତ ବାହାରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି।
ରାଷ୍ଟ୍ରପତି ଦ୍ରୌପଦୀ...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ପାଠ୍ୟକ୍ରମରେ ନିଯୁକ୍ତି ସଫଳତା: ୮୧ ଜଣ ଛାତ୍ରଛାତ୍ରୀଙ୍କୁ ସିଣ୍ଡଲର୍ ଓ ଜନସନ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ଥିବା ଅତ୍ୟାଧୁନିକ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ (ଲିଫ୍ଟ ଓ ଏସ୍କାଲେଟର ଟେକ୍ନୋଲୋଜି) ପାଠ୍ୟକ୍ରମରେ ଶତ ପ୍ରତିଶତ ନିଯୁକ୍ତି ସଫଳତା...
ସମସ୍ତଙ୍କୁ ଦେଶପ୍ରେମ ସୂତ୍ରରେ ବାନ୍ଧି ରଖିବାରେ ସଫଳ ହୋଇଛି ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ୭୮ତମ ସ୍ଵାଧୀନତା ଦିବସ। ଏହି ଉପଲକ୍ଷେ ବୁଧବାର ଭୁବନେଶ୍ଵରରେ 'ଘରେ ଘରେ ତ୍ରିରଙ୍ଗା ଅଭିଯାନ' ପଦଯାତ୍ରା ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।
ବୁଧବାର ଭୁବନେଶ୍ୱର...
ତାମିଲନାଡୁ: ମ୍ୟାଚ ହାରିଗଲେ ବୋଲି ଛାତ୍ରଙ୍କୁ ଛେଚି ପକେଇଲେ ଖେଳ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ମ୍ୟାଚ ହାରିଗଲେ ବୋଲି ଛାତ୍ରଙ୍କୁ ଦୁମ୍ ଦୁମ୍ କରି ଛେଚି ପକେଇଲେ ଖେଳ ଶିକ୍ଷକ। ଏଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁ ରାଜ୍ୟର ସାଲେମ ଜିଲ୍ଲାରେ। ଏହି...
କ୍ରୋନିକ କିଡନି ରୋଗକୁ କେମିତି ରୋକିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=V-NgpwQl1I0
କ୍ରୋନିକ କିଡନି ରୋଗ (ସିକେଡି) ହେଉଛି ସମୟ କ୍ରମେ ଧୀରେ ଧୀରେ କିଡନିର କାର୍ଯ୍ୟକ୍ଷମତା ହ୍ରାସ ପାଇବା। ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ରୋଗ ଯୋଗୁଁ କିଡନି...
ସେବା ଓ ସାହସିକତା ପାଇଁ ଓଡ଼ିଶାର ୧୧ ଜଣଙ୍କୁ ପୋଲିସ ମେଡାଲ ଓ ଦୁଇଜଣ ପାଇବେ ରାଷ୍ଟ୍ରପତି ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ପଦକ ଘୋଷଣା କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ। ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଅବସରରେ ଏହି ପଦକ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା...
ଅର୍ଥ ହେରଫେର ଅଭିଯୋଗରେ ନୀଳଗିରି ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥ ହେରଫେର କରିବା ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ଜେନାଙ୍କ ଘରେ ବୁଧବାର ଦିନ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ଓମ୍ବାଡସି ପାଣ୍ଠିରୁ ଏକ କୋଟିରୁ ଅଧିକ...
ଏସସିବି ମେଡିକାଲରେ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଡାକ୍ତର ଗିରଫ, ତଦନ୍ତ ପାଇଁ କମିଟି ଗଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଏସସିବି ମେଡିକାଲରେ ଜଣେ ଡାକ୍ତର ୨ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି ପୋଲିସ।...
କିଛି ମନେ ରହୁନି କି, ଜାଣନ୍ତୁ ଏହାର କାରଣ କ’ଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=26oACz9OKP4
ଅଧିକାଂଶ ସମୟରେ କିଛି ବ୍ୟକ୍ତିଙ୍କର କୌଣସି କଥା ମନେ ରୁହେ ନାହିଁ। ଧୀରେ ଧୀରେ ଏହି ସମସ୍ୟା ବଢ଼ିବା ସହ ନିତିଦିନିଆ କାମ କରିବାକୁ ମଧ୍ୟ ମନେ ରୁହେ ନାହିଁ।...
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ବୁଧବାରଠାରୁ ଏଥିଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଖାଲିପଡ଼ିଥିବା...





















