କାଉଡ଼ିଆଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୩ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ଗାଁ ନିକଟରେ ଶନିବାର ସକାଳେ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ କାଉଡ଼ିଆ ଏବଂ ଜଣେ ସ୍ଥାନୀୟ ଅଞ୍ଚଳ...
ଗିରଫ ହେଲେ କୋଟିପତି ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ କୋଟିପତି ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଶନିବାର...
ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା: ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଉପତ୍ୟକାରେ ଥିବା ଏହି ଲଘୁଚାପଟି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଶନିବାର...
ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦ ଛାଡ଼ିବା ପରେ ଏହିଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଆସନ ପାଇଁ ବିଭିନ୍ନ ନେତାଙ୍କ ନାଁକୁ ଏବେ ଆଲୋଚନା...
ମୁହଁରେ କଳାଦାଗ କେମିତି ଭଲ ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=fJtLLjVd94E
ମେଲାଜ୍ମା ବା ମୁହଁରେ କଳାଦାଗ ଏକ ପ୍ରକାର ଚର୍ମ ଜନିତ ସମସ୍ୟା। ମେଲାଜ୍ମା ହେଲେ ତ୍ୱଚାରେ କଳା କିମ୍ବା ବାଦାମୀ ରଙ୍ଗର ଦାଗ ଦେଖାଦେଇଥାଏ। ଏହା ସାଧାରଣତଃ ଗାଲ, ନାକ...
ଅଗଷ୍ଟ ୭ରୁ ୯ ଯାଏଁ ଓଡ଼ିଶା ସରକାରଙ୍କ ନିବେଶକ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗଷ୍ଟ ୭ ତାରିଖରୁ ୯ ତାରିଖ ଯାଏଁ ଆୟୋଜିତ ହେବ ଓଡ଼ିଶା ସରକାରଙ୍କ ନିବେଶକ ସମ୍ମିଳନୀ। ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହ ଆଲୋଚନା କରିବେ...
ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।
ପ୍ରଭାସ...
ସରଳ ଏବଂ ଅମାୟିକ ବ୍ୟକ୍ତିତ୍ଵ ଥିଲେ ପ୍ରଦୀପ ସାର୍
ଶିଶିର ଭଟ୍ଟମିଶ୍ର
ପ୍ରଦୀପ ସାର୍ (ଡକ୍ଟର ପ୍ରଦୀପ ମହାପାତ୍ର) କହିଲେ ''ତମେ କ’ଣ ସାମ୍ବାଦିକ ହେବ କି ହେ? ୟୁନିଭର୍ସିଟିରେ ଆଉ ଦି ବର୍ଷ ରହି ଇଲେକ୍ସନ ଫିଲେକ୍ସନରେ ମାତିବ ଆଉ ମଉଜ ମସ୍ତି...
ଓଡ଼ିଶାର ଆଳୁ ଅଭାବ ପୂରଣ କରିବ ଉତ୍ତରପ୍ରଦେଶ – ଖାଦ୍ୟ ଯୋଗାଣ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ପଶ୍ଚିମବଙ୍ଗ ନୁହେଁ, ଏଣିକି ଓଡ଼ିଶାର ଆଳୁ ଆବଶ୍ୟକତା ପୂରଣ କରିବ ଉତ୍ତରପ୍ରଦେଶ। ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯିବ”, ଓଡ଼ିଶାରେ ଦେଖା ଦେଇଥିବା ଆଳୁ ସଙ୍କଟ ମଧ୍ୟରେ ଏଭଳି...
ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡକ୍ଟର ପ୍ରଦୀପ ମହାପାତ୍ର
ଅଭିଷେକ ରାୟ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସାମ୍ବାଦିକତା ସହ ବିଭିନ୍ନ ମହଲରେ ଶୋକର ଛାୟା...





















