ରାଜ୍ୟ ବଜେଟକୁ ନବୀନଙ୍କ ସମାଲୋଚନା: କହିଲେ ବିଜେପି କେବଳ ‘ନେମ୍ ଚେଞ୍ଜର’ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ବଜେଟ୍ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ନିଜ ବକ୍ତବ୍ୟରେ ରାଜ୍ୟ ବଜେଟକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।...
ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ସ୍ଵଚ୍ଛକର୍ମୀଙ୍କୁ ରେନକୋଟ ପ୍ରଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁସିସିଆଇଏଲ) ଲେଡିଜ ଫୋରମ ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମର ୬ ନମ୍ବର ଓ୍ଵାର୍ଡରେ କାର୍ଯ୍ୟରତ ସ୍ଵଚ୍ଛକର୍ମୀମାନଙ୍କୁ ରେନକୋଟ ପ୍ରଦାନ କରାଯାଇଛି।
ସୋମବାର ଦିନ...
ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ଵର ପ୍ରଥମ କଳା ବାଘ ସଫାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିବ ବିଶ୍ଵର ପ୍ରଥମ କଳା ବାଘ ସଫାରି। ଏହାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ (ସିଜେଡଏ) ଅନୁମୋଦନ ମିଳିଛି। ଏହା ପୂର୍ବରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ...
ଆଉଥରେ ଯାଞ୍ଚ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର...
କାହିଁକି ପାଳନ ହେଉଛି ବିଶ୍ୱ ବାଘ ଦିବସ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ବିଶ୍ୱ ବାଘ ଦିବସ। ଆପଣ ଜାଣିଛନ୍ତି କି, ଏହି ବ୍ୟାଘ୍ର ଦିବସ କେବେଠୁ ଓ କାହିଁକି ପାଳନ କରାଯାଉଛି?
ଦିନକୁ ଦିନ ବାଘଙ୍କ ସଂଖ୍ୟା କମୁଛି। ବାଘ ସଂରକ୍ଷଣ ପ୍ରତି...
ଭୁବନେଶ୍ଵର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ଵର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।
ଭୁବନେଶ୍ଵର, ସୋନପୁର, ବରଗଡ଼, ବଲାଙ୍ଗିର ସମେତ ରାଜ୍ୟର...
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଧାନସଭାରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଣିଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଗତ ହୋଇଛି। କଂଗ୍ରେସ ପକ୍ଷରୁ ଏହି ପ୍ରସ୍ତାବ ଅଣାଯାଇଛି। ସୋମବାର ବିଧାନସଭାର ଶୂନ୍ୟ କାଳରେ ବାଚସ୍ପତି ସୁରମା...
ପାଣିରୁ ଉଦ୍ଧାର ପରେ କେମିତି କରିବେ ଆଶୁ ଚିକିତ୍ସା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=FrR0lwNr5WE
ଅସାବଧାନତା, ଅବହେଳା ଏବଂ ଦୁସାହସିକତା ପାଇଁ ପ୍ରତି ମୁହୂର୍ତ୍ତରେ ପାଣିରେ ବୁଡ଼ିବା ଯୋଗୁଁ ଅନେକ ଜୀବନ ଚାଲିଯାଉଛି।ଫଳରେ କ୍ଷଣିକରେ ଅନେକ ହସଖୁସିର ସଂସାର ଉଜୁଡ଼ି ଯାଉଛି। ମୃତକଙ୍କ ପରିବାର ନିଜ...
ଆଜି ଶ୍ରାବଣର ଦ୍ଵିତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରିବାକୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ...
ଲିଭରକୁ କେମିତି ସୁସ୍ଥ ରଖିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=-LAjBdwkxkc
ହେପାଟାଇଟିସ୍ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଉଛି। ହେପାଟାଇଟିସ୍ ରୋଗର ଲକ୍ଷଣ, ପରୀକ୍ଷଣ ଏବଂ ନିରାକରଣ ବିଷୟରେ...





















