ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ସେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗଦେବେ। ବୈଠକରେ ରାଜ୍ୟର ଦାବି ଓ...

ସେପ୍ଟେମ୍ବର ୧୭ରେ ଆରମ୍ଭ ହେବ ‘ସୁଭଦ୍ରା’ ଯୋଜନା: କେବେ କରିବେ ଆବେଦନ?

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆରମ୍ଭ ହେବାକୁ ଯାଉଥିବା ‘ସୁଭଦ୍ରା’ ଯୋଜନାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କେବେ ଆରମ୍ଭ ହେବ ‘ସୁଭଦ୍ରା’ ଯୋଜନା, କାହାକୁ ମିଳିବ ଯୋଜନାରୁ ଲାଭ, ଏମିତି ଅନେକ...

ଆଳୁ କିଲୋ ପିଛା ୩୨ ଟଙ୍କା ଟପିଲେ କାର୍ଯ୍ୟାନୁଷ୍ଠାନ ହେବ – ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଅଟକି ରହିଛି ଆଳୁ ବୋଝେଇ ଟ୍ରକ। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ଯୋଗୁଁ ଟ୍ରକ୍‌ଗୁଡ଼ିକୁ ଓଡ଼ିଶା ଯିବାକୁ ଦିଆଯାଉ ନାହିଁ। ଫଳରେ ରାଜ୍ୟରେ ଆଳୁ...

ଆତ୍ମହତ୍ୟାକୁ ରୋକିବା କିପରି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=tE3Wyra34oo ମଣିଷ ଜୀବନ ଏକ ଦୁର୍ଲଭ ଜୀବନ। ଏଥିରେ ଦୁଃଖ, ସୁଖ, ସଂଘର୍ଷ, ସମସ୍ୟା ଓ ବିଭିନ୍ନ ବାଧାବିଘ୍ନ ଥାଏ। କେତେକ ଲୋକ ଏହି ସମସ୍ୟାକୁ ଅତିକ୍ରମ କରି ଜୀବନର ଚଲାପଥରେ ଆଗେଇଚାଲନ୍ତି, ତ...

କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ୧୩ ଜଣ ଓଡ଼ିଆ ଯବାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୯୯ ମସିହା ଜୁଲାଇ ୨୬ ତାରିଖ ଭାରତ ତଥା ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଏହି ଦିନ କାରଗିଲ ଯୁଦ୍ଧରେ ବିଜୟ ଲାଭ କରିଥିଲା ଭାରତ। ଭାରତୀୟ ସୈନ୍ୟଙ୍କ...

ସମାଧାନର ବାଟ ନୁହେଁ ଆତ୍ମହତ୍ୟା – ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=QQ4ClU_viBg ବର୍ତ୍ତମାନ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାକୁ ଲାଗିଛି। ବିଭିନ୍ନ ସମସ୍ୟା କାରଣରୁ ଚାପଗ୍ରସ୍ତ ବ୍ୟକ୍ତି ସମାଧାନର ବାଟ ନପାଇ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥାନ୍ତି। ଗୋଟିଏ ଦୁର୍ବଳ ମୁହୂର୍ତ୍ତର ନିଷ୍ପତ୍ତି...

ପିଲାଙ୍କଠାରେ ଆସ୍ଥମା କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=rprr-IOhlig ଆସ୍ଥମା ହେଉଛି ଦୀର୍ଘସ୍ଥାୟୀ ଶ୍ୱାସକ୍ରିୟା ଜନିତ ରୋଗ, ଯାହା ଶ୍ୱାସ କ୍ରିୟାରେ ପ୍ରଦାହ କିମ୍ବା ସଙ୍କୁଚିତ ହେବା ଦ୍ୱାରା ହୋଇପାରେ। ଏଥିଯୋଗୁଁ ପ୍ରଶ୍ୱାସ ନେବାରେ ସମସ୍ୟା, କାଶ ହେବା, ଛାତିରେ...

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗଦେବେ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ସେ ଯୋଗଦେବେ। ବୈଠକରେ ରାଜ୍ୟର ଦାବି ଓ...

ପିଲା ହେଉନି କି, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Oz1FYPvQx6c ଆଜି, ଜୁଲାଇ ୨୫ ତାରିଖ ହେଉଛି ‘ବିଶ୍ଵ ଆଇଭିଏଫ୍ ଡେ’। ଯେଉଁମାନେ ସାଧାରଣ ଭାବେ ଗର୍ଭଧାରଣ କରିବାକୁ ସକ୍ଷମ ହେଉନାହାନ୍ତି, ସେମାନେ କିଭଳି ଆଇଭିଏଫ୍ ମାଧ୍ୟମରେ ଗର୍ଭଧାରଣ କରିପାରିବେ ସେ ସମ୍ପର୍କରେ...

ବଜେଟ୍ ୨୦୨୪-୨୫: କୃଷି କ୍ଷେତ୍ର ପାଇଁ ୩୩,୯୧୯ କୋଟି ଟଙ୍କାର ବ୍ୟୟ ବରାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବଜେଟରେ କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦେଇଛନ୍ତି...