ପିଲାଙ୍କଠାରେ ରକ୍ତହୀନତା କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟବ୍ୟୁରୋ
https://www.youtube.com/watch?v=Q0shpfwqC-A
ପିଲାଙ୍କଠାରେ ରକ୍ତହୀନତା, ଥାଲାସେମିଆ ଏବଂ ସିକଲ ସେଲ ଏକ ପ୍ରକାର ବଂଶଗତ ରୋଗ। କିନ୍ତୁ, ଏହାକୁ ରୋକି ହେବ।
ତେବେ ଛୋଟ ପିଲାଙ୍କଠାରେ ରକ୍ତହୀନତାର କାରଣ କ’ଣ, ପିଲାଙ୍କୁ ରକ୍ତହୀନତା ହୋଇଛି କି...
ବାଲେଶ୍ଵର: ‘ମାସ୍’ ପକ୍ଷରୁ ପାଳିତ ହେଲା ‘ରକ୍ଷା ବନ୍ଧନ ଉତ୍ସବ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ମାନବ ଅଧିକାର ସୁରକ୍ଷା ସଂସଦ (ମାସ) ପକ୍ଷରୁ ସ୍ଥାନୀୟ ଆଜିମାବାଦ ସ୍ଥିତ ବହିଘର-ବିଦ୍ୟାଭାରତୀ ପରିସରରେ ‘ରକ୍ଷା ବନ୍ଧନ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି।
ସଂଗଠନର ଅଧ୍ୟକ୍ଷ...
ରିଆଲିଟି ସୋ’ରୁ ସିନେ ପରଦା – ସୂର୍ଯ୍ୟମୟୀଙ୍କ ଅଭିନୟ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Q_x6O19hqww&t=390s
ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ସୂର୍ଯ୍ୟମୟୀ ମହାପାତ୍ର। ‘ଡାଲଚିନି’, ‘ପରବ’, ‘ଅନନ୍ତା’, ‘କର୍ମା’, ‘ସମାପାଜୁର ରଘୁ’ ଆଦି ଅନେକ ଲୋକପ୍ରିୟ ସିନେମାରେ ସୂର୍ଯ୍ୟମୟୀଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି।...
ବରଗଡ଼: ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ। ଏହି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଳ ଗାଁରେ। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ...
ଏକ୍ସରସାଇଜ କରୁଥିବା ବ୍ୟକ୍ତିଙ୍କ ଡାଏଟ କେମିତି ହେବା ଆବଶ୍ୟକ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=zLX4FkLAyMA
ଖେଳାଳି ଏବଂ ଏକ୍ସରସାଇଜ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ବାଲାନ୍ସ ଡାଏଟ୍ ନିହାତି ଜରୁରୀ। କାରଣ ସଠିକ୍ ଡାଏଟ୍ ବ୍ୟକ୍ତିଙ୍କୁ ଶକ୍ତି ପ୍ରଦାନ କରିବା ସହିତ ମାଂସପେଶୀକୁ ସୁଦୃଢ଼ କରିଥାଏ।
ଖେଳାଳିମାନଙ୍କ ପାଇଁ...
ଭୁବନେଶ୍ୱରରେ ପ୍ରଥମଥର ପାଇଁ ମେଗା ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’ର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’। ପ୍ରଥମଥର ପାଇଁ ‘ଟାଇ ଭୁବନେଶ୍ୱର’ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଏହି ଦୁଇ ଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି।...
କେନିଆର ନାଇରୋବିରେ ‘ଉଇକିମାନିଆ ୨୦୨୫’: ଯୋଗଦେଲେ ଓଡ଼ିଆ ଏବଂ ସାନ୍ତାଳୀ ଉଇକିପିଡିଆ ସଦସ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଇକିପିଡିଆ ଓ ଉଇକିପିଡିଆର ବାର୍ଷିକ ଉତ୍ସବ ‘ଉଇକିମାନିଆ ୨୦୨୫’ ଚଳିତବର୍ଷ କେନିଆର ନାଇରୋବି ସହରରେ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶାରୁ ଉଇକିପିଡିଆରେ ଓଡ଼ିଆ ଏବଂ ସାନ୍ତାଳି ଭାଷାରେ ସ୍ୱେଚ୍ଛାକୃତ ଭାବେ ଲେଖୁଥିବା...
ରାଗକୁ କେମିତି କରିବେ କଣ୍ଟ୍ରୋଲ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=5VYbXrZXEc4
କ୍ରୋଧ ବା ରାଗ ଲାଗିବା ଏକ ସାଧାରଣ ଅବସ୍ଥା। ଅନେକ ସମୟରେ କିଛି ବ୍ୟକ୍ତିଙ୍କଠାରେ ଅହେତୁକ କ୍ରୋଧ ଦେଖିବାକୁ ମିଳିଥାଏ। ଫଳରେ ବ୍ୟକ୍ତିଜଣକ ହିତାହିତ ଜ୍ଞାନ ଭୁଲିଯାଇ ନିଜର କିମ୍ବା ଅନ୍ୟର...
ସ୍ନାୟୁକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=SN926h1DU40
ସ୍ନାୟବିକ ପ୍ରଣାଳୀ ହେଉଛି ମନୁଷ୍ୟ ଶରୀରର ନିୟନ୍ତ୍ରଣ କେନ୍ଦ୍ର। ଗତି ଏବଂ ସମ୍ବେଦନଶୀଳତାଠାରୁ ନେଇ ଚିନ୍ତା ଏବଂ ଭାବନା ପର୍ଯ୍ୟନ୍ତ, ଏହା ସମସ୍ତ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ସ୍ନାୟବିକ...
ସ୍ନେହ ଓ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସ୍ନେହ ଏବଂ ସମ୍ପର୍କର ଏହି ପର୍ବରେ ଭାଇ ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ। ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ।
ଏହି ପର୍ବରେ...





















