ଓଡ଼ିଶାରେ ଅଗଷ୍ଟ ୧୦ ଯାଏଁ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବିଜୁଳି  ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି। ଅଗଷ୍ଟ ୧୦ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ସମସ୍ତ ୩୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ...

ବାଲେଶ୍ଵର: ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ମଞ୍ଚସ୍ଥ ହେଲା ନାଟକ ‘କମ୍ବଳ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ମାକଲପୁରସ୍ଥିତ ସ୍ରଷ୍ଟା ନାଟ୍ୟାଳୟ ପ୍ରେକ୍ଷାଳୟରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ନାଟକ ‘କମ୍ବଳ’ ମଞ୍ଚସ୍ଥ ହୋଇଯାଇଛି। ‘କମ୍ବଳ' କୁ...

ଭୁବନେଶ୍ୱର: ଅଗଷ୍ଟ ୯ ଓ ୧୦ ତାରିଖରେ ମେଗା ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=wJMsJcfjlD8 ଭୁବନେଶ୍ଵରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଯାଉଛି 'ଟାଇକନ ୨୦୨୫'। ପ୍ରଥମଥର ପାଇଁ 'ଟାଇ ଭୁବନେଶ୍ୱର' ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଏହି ଦୁଇ ଦିନିଆ ଜାତୀୟସ୍ତରୀୟ...

ଦିନେ ଭୁବନେଶ୍ୱରରେ ଠୁଙ୍ଗା ବିକ୍ରି କରୁଥିଲେ ଅଭିନେତା ଅଶ୍ରୁମୋଚନ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=B79kVX6s80Q&t=25s ଓଲିଉଡର ଜଣେ ଭିନ୍ନ ଅଭିନେତା ଅଶ୍ରୁମୋଚନ ମହାନ୍ତି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପାଖରେ ପହଞ୍ଚି ପାରିଛନ୍ତି। ‘ଚକା ଆଖି ସବୁ ଦେଖୁଛି’, ‘ଉଦଣ୍ଡୀ ସୀତା’, କାଶିଆ କପିଳା’ ଆଦି...

ଗର୍ଭଧାରଣ ପୂର୍ବରୁ ପ୍ଲାନ କରିବା କାହିଁକି ଜରୁରୀ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟବ୍ୟୁରୋ https://www.youtube.com/watch?v=dkHwwZh74eQ ଗର୍ଭଧାରଣ କରିବା ପୂର୍ବରୁ ପ୍ଲାନ୍‌ ହେବା ନିହାତି ଜରୁରୀ। ଏହା ଦ୍ଵାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବ ସରଳ ଓ ସହଜ ହୋଇପାରିବ। ତେବେ ଗର୍ଭଧାରଣ ପାଇଁ ପ୍ଲାନ କରିବା...

ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ହେଲେ ବଲିଉଡ ଦିଭା ମାଧୁରୀ ଦୀକ୍ଷିତ “ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ...

ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଏସପି

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ତଦନ୍ତରୁ ହଟିଛନ୍ତି ସିଏଡବ୍ଲ୍ୟୁ ଆଇଜି ଏସ ସାଇନି। ଏବେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଛି।...

ନବଜାତ ଶିଶୁ ପାଇଁ ମା’ କ୍ଷୀର କାହିଁକି ଜରୁରୀ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=26Jx8A5iWbU ମା’ କ୍ଷୀର ହେଉଛି ଗୋଟିଏ ଶିଶୁ ପାଇଁ ଅମୃତ ସମାନ। ଗୋଟିଏ ନବଜାତ ଶିଶୁପାଇଁ ମା’ କ୍ଷୀରଠାରୁ ସର୍ବକୃଷ୍ଟ ଖାଦ୍ୟ ଅନ୍ୟ କିଛି ହୋଇନଥାଏ। ବିଭିନ୍ନ ସମୟରେ ନବଜାତ ଶିଶୁ...

ନିଆଁରେ ଜଳୁଛି ଜୀବନ: ବଡ଼ପଡ଼ାରେ ଜଳିଗଲେ ଆଉ ଜଣେ ଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟକୁ ଦୋହାଲାଇ ଦେଇଥିଲା ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା। ଏହାକୁ ନେଇ ରାଜ୍ୟ ସାରା ପ୍ରତିବାଦର ନିଆଁ ଜଳୁଥିବା ବେଳେ ପୁଣି ଆସିଲା ପୁରୀ ଜିଲ୍ଲା...

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କର ୭ଟି ଠିକଣା ଉପରେ...