ଡେରିରେ ପିରିୟଡସ୍ ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Y35AbCr3fnA
ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ଏହି ସମସ୍ୟା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ହୁଏ, ବହୁତ ଦିନ ବା ମାସ ମାସ...
ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ବଳଙ୍ଗା ପୀଡ଼ିତା: ୪ ଦିନ ପରେ ବି ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଏମ୍ସ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡ଼ିତା। ଘଟଣାକୁ ୪ ଦିନ ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇପାରୁନି ପୋଲିସ। ଏପଟେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ବଳଙ୍ଗାରେ...
ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡ଼ିତା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/-q3yL4PgFM0
ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲ୍ଲା ବଳଙ୍ଗାରେ ଘଟିଥିବା ଘଟଣା ଜଳୁଥିବା ନିଆଁରେ ଘିଅ ଢାଳିବା ଭଳି...
ଏଣିକି ଓଡ଼ିଶାରେ ବୋତଲରେ ମିଳିବନି ପେଟ୍ରୋଲ ଓ ଡିଜେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/ZfwV_Hq8q9U
ଏଣିକି ରାଜ୍ୟରେ ବୋତଲରେ ଆଉ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ। କେବଳ ଗାଡ଼ିରେ ହିଁ ଭରାଯିବ। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ରାଜ୍ୟ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସ ପକ୍ଷରୁ ନିଆଯାଇଛି...
ଗର୍ଭାବସ୍ଥା ପୂର୍ବରୁ କେଉଁ କେଉଁ ପରୀକ୍ଷା ଜରୁରୀ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=GrrgLtERcxk
ଗର୍ଭଧାରଣ ପୂର୍ବରୁ ଏବଂ ଗର୍ଭାବସ୍ଥାରେ କେତେଗୁଡ଼ିଏ ପରୀକ୍ଷା କରିବା ଆବଶ୍ୟକ। ଏହାଦ୍ୱାରା ଉଭୟ ମା’ ଏବଂ ଶିଶୁ ଉପରେ ହେବାକୁ ଥିବା ବିପଦକୁ ଏଡ଼ାଇହୁଏ ଏବଂ ଗର୍ଭସ୍ଥ ଶିଶୁ ବିଷୟରେ...
କେମିତି ଗଢ଼ାହେଲା ଶ୍ରୀମନ୍ଦିର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=4T_rHfk2apk&t=124s
ଐତିହାସିକମାନଙ୍କ ମତରେ ଗଙ୍ଗବଂଶର ରାଜା ଅନନ୍ତବର୍ମଣ ଚୋଡ଼ଗଙ୍ଗ ଦେବଙ୍କ ଅକ୍ଷୟ କୀର୍ତି ହେଉଛି ପୁରୀ ଶ୍ରୀମନ୍ଦିର। କେବଳ ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ନୁହେଁ, ଉତ୍କଳୀୟ ସ୍ଥାପତ୍ୟ କଳାର ଏହା ହେଉଛି ଅନନ୍ୟ ନିଦର୍ଶନ।
ମାଦଳା...
ବ୍ୟାସେ ଶୁଣି ପାରୁଛ?
ଇଂ ମୃତ୍ୟୁଞ୍ଜୟ ଶତପଥୀ
ବ୍ୟାସେ ଶୁଣି ପାରୁଛ? ତୁମେ ଲେଖିଥିଲ ଦେଢ଼ଶହ ବର୍ଷ ତଳେ ପାଟପୁର ରେବତୀର କଥା। ତା’ ଭାଗ୍ୟରେ ତମେ ଭରିଥିଲ ଦୁଃଖ, କରିଲ ହୀନସ୍ତା, ଦେଲ ମନ ଭରି ବ୍ୟଥା,...
କମେଡିଆନ କ୍ରିଷ୍ଣ ରାଉତ କହିଲେ – ରାସ୍ତାରେ ଅଟକାଇ ଲୋକ ପ୍ରଶଂସା କରନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=SKaY0L90bOc
କମେଡିଆନ୍ ତଥା ରିଲ୍ ଷ୍ଟାର ଭାବେ ଘରେ ଘରେ ପରିଚିତ କ୍ରିଷ୍ଣା ରାଉତ। ନୂଆ ବୋହୂ, ମା’, ଶାଶୂ ଆଦି ଅନେକ ଚରିତ୍ରରେ କମେଡି କରି ସୋସିଆଲ୍ ମିଡିଆରେ ବହୁ ପ୍ରଶଂସା...
ବର୍ତ୍ତମାନ କିଡନି ରୋଗ କାହିଁକି ବଢ଼ୁଛି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=nQuu3JCW6Yk
କିଡ୍ନି ଆମ ଶରୀରରେ ଅହରହ କାର୍ଯ୍ୟ କରିଥାଏ ଏବଂ ଶରୀରରୁ ରକ୍ତ ସଫା କରିବା ସହ ସମସ୍ତ ବର୍ଯ୍ୟବସ୍ତୁକୁ ବାହାର କରିଥାଏ। ତେଣୁ, କିଡ୍ନିକୁ ସୁସ୍ଥ ରଖିବା ନିହାତି ଜରୁରୀ।
ତେବେ...
ପିପିଲି: ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲ୍ଲା ପିପିଲି ବଳଙ୍ଗା ଥାନା ଅଞ୍ଚଳରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା।...





















