ଓଡ଼ିଶାରେ କାଳବୈଶାଖୀ ବର୍ଷା: ତାତିରୁ ମିଳିଲା ଆଶ୍ଵସ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ବର୍ଷା ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କମିଛି ତାପମାତ୍ରା। ତେବେ ଆସନ୍ତା ୨ ଦିନ...

ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟରେ ପାଳିତ ହେଲା ଲଳିତ କବି ଲକ୍ଷ୍ମୀନାରାୟଣ ମହାରଣାଙ୍କ ଜନ୍ମ ଶତବାର୍ଷିକୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ଲଳିତ କବି ଲକ୍ଷ୍ମୀନାରାୟଣ ମହାରଣାଙ୍କ ଜନ୍ମ ଶତବାର୍ଷିକୀ ବାଲେଶ୍ଵର ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଆୟୋଜକ ବିଭାଗ ତଥା ସ୍ନାତକୋତ୍ତର ଭାଷା ଓ...

ଝିଅଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି କରାଟେ କ୍ଵିନ୍ ଚିନ୍ମୟୀ ଭୂୟାଁ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Q7yIDC_qdqM&t=1057s ଜାତୀୟ ଓ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ଜିତିଛନ୍ତି ଚିନ୍ମୟୀ ଭୂୟାଁ। କାନାଡାରେ ଆୟୋଜିତ ୱାଲର୍ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ଚିନ୍ମୟୀ। ଚିନ୍ମୟୀଙ୍କ ସାହସ ଅନେକ...

କେମିତି ଦୂର ହେବ ସନ୍ ଟ୍ୟାନ୍?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=q40Tx1-QWws ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହିଲେ, ସେଥିରୁ ଆସୁଥିବା ଅତିବାଇଗଣି ରଶ୍ମୀ କାରଣରୁ ଚର୍ମ କଳା ହୋଇଯାଏ, ଯାହାକୁ ସନ୍‌ ଟ୍ୟାନ୍‌ କୁହାଯାଏ। ଏହାକୁ ନେଇ ବେଳେବେଳେ ଚିନ୍ତା...

ଖରାଦିନେ କିପରି ହେବା ଦରକାର ଆପଣଙ୍କ ଡାଏଟ୍?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=zDXgxcvpXNY ଗରମ ଦିନରେ ଖାଦ୍ୟପେୟକୁ ନେଇ ସାବଧାନ ରହିବା ଜରୁରୀ। ଖାସ୍‌ କରି ଖରାଦିନେ ଅତ୍ୟଧିକ ତାପମାତ୍ରା ଯୋଗୁଁ ହାଲିଆ ଲାଗିଥାଏ, ବାନ୍ତି ଲାଗିଥାଏ ଓ ସନ୍‌ଷ୍ଟ୍ରୋକ୍‌ ହେବାର ସମ୍ଭାବନା ମଧ୍ୟ...

ସରିଲା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଚଳିତ ବର୍ଷର ବଜେଟ୍ ଅଧିବେଶନ ସରିଛି। ଗୁରୁବାର ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏଥର ୩ଟି କାର୍ଯ୍ୟ ଦିବସ ଥାଇ...

କିଡ୍‌ନି ରୋଗକୁ କିପରି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=h8tPJNSr4_8 କିଡ୍‌ନି ଆମ ଶରୀରରେ ଅହରହ କାର୍ଯ୍ୟ କରିଥାଏ ଏବଂ ଶରୀରରୁ ରକ୍ତ ସଫା କରିବା ସହ ସମସ୍ତ ବର୍ଯ୍ୟବସ୍ତୁକୁ ମଧ୍ୟ ବାହାର କରିଥାଏ। ତେଣୁ, କିଡ୍‌ନିକୁ ସୁସ୍ଥ ରଖିବା ନିହାତି...

ଆଜି ମହାପ୍ରଭୁଙ୍କର ବନକଲାଗି ନୀତି: ଶ୍ରୀମନ୍ଦିରରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ୧୦ଟା ଯାଏ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ବୁଧବାର ଚୈତ୍ର ଶୁକ୍ଳ ପଞ୍ଚମୀରେ...

ରାଜ୍ୟରେ ଶିଶୁବାଟିକାର ଶୁଭାରମ୍ଭ: କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆରମ୍ଭ ହେଲା ଶିଶୁ ବାଟିକା। ବୁଧବାର ଶିଶୁବାଟିକାର ଶୁଭାରମ୍ଭ କରି କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ...

ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା ଖାତାଦେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବୁଧବାରଠାରୁ ଆରମ୍ଭ ହୋଇଛି ୨୦୨୫ ଯୁକ୍ତ ୨ ପରୀକ୍ଷା ଖାତାଦେଖା। ଚଳିତ ବର୍ଷ ମଧ୍ୟ ୨ଟି ପର୍ଯ୍ୟାୟରେ ଏହି ପରୀକ୍ଷା ଖାତା ଦେଖାଯିବ। ଉଭୟ ଅନଲାଇନ ଓ ଅଫଲାଇନରେ ଖାତା...