ଆଜି ଓଡ଼ିଶା ଦିବସ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଗର୍ବର ଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶା ଦିବସ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା ରାଜ୍ୟ। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବର ଦିନ। ଯେଉଁମାନଙ୍କର ଅଦମ୍ୟ...
ମୋଟାପଣରୁ କିପରି ପାଇବେ ମୁକ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=4tLmSeQf3TY
ବର୍ତ୍ତମାନ ସମୟରେ ମେଦ ବହୁଳତା ବା ମୋଟାପଣ ଏକ ବଡ଼ ସମସ୍ୟା ପାଲଟିଛି। ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା, ଶାରୀରିକ ପରିଶ୍ରମର ଅଭାବ ଏବଂ ମାନସିକ ଚାପ ଏବେ ମେଦ...
ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀ। ଦୀର୍ଘ ଦିନ ଧରି ଜୀବନ ମରଣ ସହ ଲଢ଼େଇ କରି ସୋମବାର ଦିନ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।...
ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଓଡ଼ିଶାର ରଥଯାତ୍ରା ଓ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୁରୀ ରଥଯାତ୍ରା ଓ କଟକର ବାଲିଯାତ୍ରା ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ପରିଚାଳିତ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ...
ଓଡ଼ିଶାରେ ଏପ୍ରିଲ ପହିଲାରୁ ତାତିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି: ୫ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ତାତିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି। ଏପ୍ରିଲ ୧ରୁ ୫ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ...
ମେକଅପ ପାଇଁ ପର ବାରଣ୍ଡାରେ ବସୁଥିଲେ ନମ୍ରତା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=iKAm3DhkPhM
ସିନେମା ଜଗତର ଜଣେ ନିଆରା ଅଭିନେତ୍ରୀ ନମ୍ରତା ଦାସ। ୫୦ ବର୍ଷ ଧରି ଅଭିନୟରେ ସକ୍ରିୟ ଅଛନ୍ତି ନମ୍ରତା ଦାସ।
ଓଡ଼ିଆ ଚଳଚ୍ଚିତ୍ର ‘ଧରିତ୍ରୀ’ରୁ ସିନେ ଜଗତରେ ପାଦ ରଖିଥିଲେ ନମ୍ରତା ଦାସ।...
ଏପ୍ରିଲ ୧ରୁ ୧୪ ଯାଏଁ ଓଡ଼ିଆ ପକ୍ଷ ପାଳନ କରିବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଓଡ଼ିଆ ପକ୍ଷ ପାଳନ କରିବେ ରାଜ୍ୟ ସରକାର। ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଯାଏଁ ରାଜ୍ୟରେ ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ...
ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ଚୈତ୍ର ଶୁକ୍ଳ ଦ୍ଵିତୀୟା ତିଥିରେ ଶ୍ରୀଜୀଉଙ୍କ ଖସାପଡ଼ା ନୀତି...
ଟାଣ ଖରାରୁ କିପରି ରକ୍ଷା ପାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=ljhHAP7ewZk
ବଢ଼ିବାରେ ଲାଗିଛି ତାପମାତ୍ରା। ଏହି ସମୟରେ ଅଧିକାଂଶ ଲୋକଙ୍କୁ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି। ସନ୍ଷ୍ଟ୍ରୋକ୍ ହେଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଭଳି ଅନେକ ଲକ୍ଷଣ...
ରେଳବାଇରେ ୯୯୭୦ଟି ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ ପଦବୀରେ ନିଯୁକ୍ତି ସୁଯୋଗ, ଏପ୍ରିଲ ୧୦ରୁ ଆବେଦନ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇରେ ଅନେକ ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ (ଏଏଲପି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ରେଳବାଇର ସବୁ ଜୋନ ପାଇଁ ୯,୯୭୦ଟି ଏଏଲପି ପଦବୀ ପୂରଣ ହେବ।
ଏହି ପଦବୀ...





















