ଶୀତଦିନେ ଓଜନ ବଢ଼ିବାର କାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ଜାଣନ୍ତି କି ଖରାଦିନ ଅପେକ୍ଷା ଶୀତଦିନେ ଆପଣଙ୍କ ଓଜନ ବଢ଼ିବାର ଆଶଙ୍କା ଅଧିକ କାହିଁକି ? ଏ କଥାର ରହସ୍ୟ ଏବେ ଉନ୍ମୋଚିତ ହୋଇଛି। କାନାଡ଼ାସ୍ଥିତ ଆଲବର୍ଟ ବିଶ୍ଵବିଦ୍ୟାଳୟର ପ୍ରଫେସର...

ଖାକିରେ ଦାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଖାକି ପୋଷାକରେ ଥିବା ବ୍ୟକ୍ତି ଜଣକୁ ଦେଖିଲେ, ବିପଦରେ ଥିବା ଲୋକଟି ଶାନ୍ତିରେ ନିଃଶ୍ଵାସ ମାରେ। କାରଣ ସେ ହେଉଛି ଦେଶର ରକ୍ଷକ। ତେବେ ସେହି ରକ୍ଷକ ଯଦି ଭକ୍ଷକ ସାଜେ...

ବ୍ରାଡମ୍ୟାନଙ୍କୁ ବି ଟପିଲେ ଏହି କ୍ରିକେଟର୍

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ୍ ଜଗତର ବହୁ ନାମୀଦାମୀ କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି ବାହିର ଶାହ। କ୍ରିକେଟର ଶିଶୁ କୁହାଯାଉଥିବା ଦେଶ ଆଫଗାନିସ୍ତାନର ଯୁବ କ୍ରିକେଟରଙ୍କ ପ୍ରତିଭା ସାରା ବିଶ୍ଵକୁ ଚମକାଇ ଦେଇଛି। ଅଷ୍ଟ୍ରେଲିଆର ସାର୍...

ସଫଳ ମହିଳା ଉଦ୍ୟୋଗୀ ସନ୍ଧ୍ୟାରାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ   'ମୁଁ ଆଜି ସକ୍ଷମ, ସ୍ଵାବଲମ୍ବୀ। ମୋ ପରିବାର ଖୁସିରେ ଚଳୁଛି। ସ୍ଵାମୀଙ୍କୁ ମୁଁ ଏବେ ଆର୍ଥିକ ସହଯୋଗ କରିପାରୁଛି। ଭବିଷ୍ୟତ ପାଇଁ ଅଳ୍ପ କିଛି ସଞ୍ଚୟ କରିବାକୁ ସମର୍ଥ ହୋଇଛୁ।...

ହୋଟେଲରୁ ରୁପା ଚାମଚ ଚୋରାଇ ଧରାପଡ଼ିଲେ ସାମ୍ବାଦିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୋରି କରିଥିଲେ ଚାମଚ, ଜରିମାନା ଦେଇ ମୁକୁଳିଲେ ଭିଭିଆଇପିଙ୍କ ବିଦେଶ ଗସ୍ତରେ ସାମିଲ ହୋଇଥାନ୍ତି ବରିଷ୍ଠ ସାମ୍ବାଦିକ। ବିଦେଶରେ ଆୟୋଜିତ ସମ୍ମିଳନୀ ଓ ଆଲୋଚନାରେ ଭିଭିଆଇପିଙ୍କ ଭୂମିକା ଓ ମତାମତ ସମ୍ପର୍କରେ...

୨୦୧୯ ଏପ୍ରିଲ୍ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୧୯ ଏପ୍ରିଲ ମାସ ସୁଦ୍ଧା ଭୁବନେଶ୍ଵର ବରମୁଣ୍ଡା ବସଷ୍ଟାଣ୍ଡର ନବୀକାରଣ କରାଯାଇ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି...

ଆଧାର ଗୋପନୀୟତା ପଦାରେ ପଡ଼ିଲା ପରେ ଚେତିଲା କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁଆଇଡିଏଆଇ ଆଣିଲା ୧୬ ଅଙ୍କ ବିଶିଷ୍ଟ ଆଇଡି ନୂଆ ଆଇଡି ମିଳିବା ପରେ ପୁରୁଣା ଆଇଡି ଆପଣା ଛାଏଁ ବାତିଲ୍ ଜୁନ୍ ୧ ତାରିଖ ସୁଦ୍ଧା ଉପଭୋକ୍ତାମାନଙ୍କଠାରୁ ଭର୍ଚୁଆଲ୍ ଆଇଡି...

ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଭିତରକନିକା

ଓଡ଼ିଶାଲାଇଭ୍ ବ୍ୟୁରୋ ପକ୍ଷୀଙ୍କ କିଚିରମିଚିର୍ ଶବ୍ଦରେ ଫାଟି ପଡୁଛି ଭିତରକନିକା ଅଭ୍ୟୟାରଣ୍ୟ। ଦେଶ ବିଦେଶରୁ ଅନେକ ପକ୍ଷୀ ଧାଇଁ ଆସୁଛନ୍ତି ଏଠାକୁ। ଶୀତଦିନ ହେବା କ୍ଷଣି କାହିଁ କେଉଁ ଆଡୁ ପକ୍ଷୀ ସବୁ ଉଡି...

୫ ହଜାର ପୋର୍ଟାଲ ବ୍ଳକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଅଙ୍ଗୁଳି ଛାପରେ ହେବ ଆଧାର ସଂଶୋଧନ ଜଣେ ବ୍ୟକ୍ତିର ଗୋପନୀୟ ତଥ୍ୟ ପ୍ରଘଟ ହୋଇଯାଉଥିବାରୁ ଆବଶ୍ୟକ କାଗଜପତ୍ର ଦେଇ ଆଉ ଅନ୍‌ଲାଇନ୍ କିମ୍ବା ଅଫ୍‌ଲାଇନରେ ଆଧାରକାର୍ଡ ସଂଶୋଧନ ହୋଇପାରିବ ନାହିଁ।  ପୂର୍ବରୁ...

ନୃସିଂହ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୁଟିନେଲେ ୩ ଅଷ୍ଟଧାତୁ ମୂର୍ତ୍ତି, ୩୦୦ଗ୍ରାମ୍ ସୁନା ଓ ୧୦କେଜି ରୁପା ଠାକୁର ଓ ଠାକୁରଙ୍କ ସମ୍ପତ୍ତି ଲୁଟିବାକୁ ଭୟ କଲେନି ଦୁର୍ବୃତ୍ତ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ରେଣ୍ଢାସ୍ଥିତ ପ୍ରାଚୀନ...