ରାଜସ୍ଥାନରେ ସରକାର ଗଢ଼ିବ କଂଗ୍ରେସ, ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ରେସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ...

ହସ ଛଡାଇନେଲା ରାଜଧାନୀ: ବାଣୀବିହାର ଓଭରବ୍ରିଜ୍‍ ତଳେ ଅତୀତକୁ ଝୁରୁଛନ୍ତି ‘ମନୋରମା’

ଓଡ଼ିଶାଲାଇଭ୍‌ ବ୍ୟୁରୋ “ମୋର ପିଲାଛୁଆ କେହି ନାହାନ୍ତି। ଆରପାରିକୁ ଚାଲିଯାଇଛି ସ୍ୱାମୀ। ଯେଉଁ ବାବୁ ଘରେ ୩୦ ବର୍ଷ ହେଲା କାମ କରୁଥିଲି ତାଙ୍କ ଗେଟ୍‌‌ରେ ତାଲା ଝୁଲୁଛି। ଏତେବଡ଼ ସହରରେ ମୁଣ୍ଡ ଗୁଞ୍ଜିବାକୁ...

ଆଜିଠୁ ଆରମ୍ଭ ହେଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଜମ୍ମୁକାଶ୍ମୀର ପାଇଁ ଆଜି ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ସରକାରଙ୍କୁ ଘେରିବା...

୧୮ ତାରିଖ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା, ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ଗରମରେ ଆଉଟୁପାଉଟୁ ହେବେ ଓଡ଼ିଶାବାସୀ। ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା। ଆଗକୁ ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀ କ୍ଷେତ୍ରରେ ବଡ଼ ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ୯ଟି ମାଟି ହାଣ୍ଡିରେ ଲାଗି ହେବ ଅଧରପଣା। ଏହାପରେ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରପଣା ହାଣ୍ଡି...

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି, ଆହୁରି ଅସହ୍ୟ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗରମ। ରାଜ୍ୟବାସୀ ଅସମ୍ଭାଳ ଖରା ତାତିରେ ଆଉଟୁପାଉଟୁ ହେଉଛନ୍ତି। ଆଗକୁ ଆହୁରି ତାପମାତ୍ରାରେ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।...

ପ୍ରେରଣାର ଉତ୍ସ – ଦିବ୍ୟାଙ୍ଗ ଚିନ୍ମୟ

ସତ୍ୟବ୍ରତ ପାଢୀ ଅଦ୍ୟମ ଚେଷ୍ଟା ଓ ଦୃଢ଼ ଇଛାଶକ୍ତି ଫଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ। ଏହାର ଏକ ଉଦାହରଣ ସାଜି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ଯାଜପୁର ଜିଲ୍ଲା ସିମିଳିଆ ପଞ୍ଚାୟତର ବୁଢ଼ାଘାଟ...

ପବନହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=b4Cv8u1MwHM] ପବନହଂସ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ପବନହଂସର ଡାଓଫିନ୍ ଏନ-୨ ହେଲିକାପ୍ଟରଟି ସକାଳ ସକାଳ ୧୦.୩୦ରୁ...

ମନମୋହନ ଆବିଷ୍କାର

ବିଜୟ ମୋହନ ମିଶ୍ର ମନମୋହନ ମିଶ୍ର ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଅଗ୍ନିବର୍ଷୀ କବି, ଲୋକପ୍ରିୟ ଲେଖକ ଏବଂ ସାମ୍ୟବାଦୀ ଚିନ୍ତାନାୟକ। (ଶ୍ରୀଯୁକ୍ତ ମନମୋହନ ମିଶ୍ରଙ୍କର ଅଷ୍ଟାଦଶ ପ୍ରୟାଣ ଦିବସ ଉପଲକ୍ଷେ) ସ୍ୱର୍ଗତ ମନମୋହନ ମିଶ୍ର ମୋ...

ଆହୁରି ୩ ଦିନ ସିଝିବେ ରାଜ୍ୟବାସୀ, ଏପ୍ରିଲ ୩୦ ଯଏଁ ବଢ଼ିବ ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ତତଲା କଢ଼େଇରେ ଏବେ ଓଡ଼ିଶା। ଅସହ୍ୟ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ତାପରୁ ନିସ୍ତାର ମିଳିବ ନାହିଁ ଓଡ଼ିଶାକୁ।...