ଶପଥ ନେଲେ ଭୁବନେଶ୍ଵର ମେୟର ସୁଲୋଚନା ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଶନିବାର ଶପଥ ଗ୍ରହଣ କରିଛନ୍ତି। ବିଏମ୍‌ସି କନଫରେନ୍ସ ହଲଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର...

କଟକ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝି ଓ ବ୍ରହ୍ମପୁରରେ ବିବେକ ରେଡ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ୪୯ ନମ୍ବର ଓ୍ଵାର୍ଡର ବିଜେଡି କର୍ପୋରେଟର ଦମୟନ୍ତୀ ମାଝି ନିର୍ବାଚିତ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ୪୨ ନମ୍ବର...

ଭୁବନେଶ୍ଵର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୨୨ ନମ୍ବର ଓ୍ଵାର୍ଡର କର୍ପୋରେଟର ମଞ୍ଜୁଲତା କହଁର। ବିଏମ୍‌ସିର ଡେପୁଟି ମେୟର ପାଇଁ ଅନେକ ଆଶାୟୀ ରହିଥିଲେ। କିନ୍ତୁ ଦଳ...

ଏଣିକି ୨୫୦ ଟଙ୍କାରେ ମିଳିବ କୋଭିସିଲ୍ଡର ବୁଷ୍ଟର ଡୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସିରମ ଇନଷ୍ଟିଚ୍ୟୁଟର କୋଭିଡ ଭ୍ୟାକ୍ସିନ କୋଭିସିଲ୍ଡର ମୂଲ୍ୟ ହ୍ରାସ କରାଯାଇଛି। ପୂର୍ବରୁ କୋଭିସିଲ୍ଡ ବୁଷ୍ଟର ଡୋଜର ମୂଲ୍ୟ ୬୦୦ ଟଙ୍କା ରଖାଯାଇଥିବାବେଳେ ଏବେ ଏହି ମୂଲ୍ୟରେ ହ୍ରାସ କରାଯାଇଛି। ବର୍ତ୍ତମାନ ୨୫୦...

ଦୁଇ ବର୍ଷ ପରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଟାଣିଲେ ଶ୍ରଦ୍ଧାଳୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଶୋକାଷ୍ଟମୀ ଅବସରରେ ପରମ୍ପରା ଓ ନୀତିକାନ୍ତିର ସହ ଗଡ଼ିଛି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଭିଡ ଯୋଗୁଁ...

ଜଳିବ ଓଡ଼ିଶା, ଆହୁରି ବଢ଼ିବ ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ତାତି ଆହୁରି ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଯୋଗୁଁ ବର୍ଷା ହେବାର...

ମୁରିବାହାଲ ଓ ବଙ୍ଗମୁଣ୍ଡା ବ୍ଲକ ଲୋକଙ୍କୁ କୃଷି ଓ ପଶୁପାଳନ ଦେଉଛି ସ୍ଥାୟୀ ରୋଜଗାର

ଓଡ଼ିଶାଲାଇଭ୍ ବ୍ୟୁରୋ କୃଷି, ପଶୁପାଳନ, କୁକୁଡ଼ା ଚାଷ ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତଥା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରି ରୋଜଗାରକ୍ଷମ କରାଯାଉଛି।...

ବଦଳିଲେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପରିବର୍ତ୍ତନ ହୋଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ। ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ୍ ଲଳିତ ଦାସଙ୍କର ବଦଳି ହୋଇଛି। ଗୁଇନ୍ଦା ନିର୍ଦ୍ଦେଶକ ବଦଳିବା ପରେ ତାଙ୍କ ସ୍ଥାନରେ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି ଆଇପିଏସ୍ ଆର...

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀଠାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ମେଡିକାଲ କଲେଜ ଉଦ୍‌ଘାଟନ ପରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ...

ପାକିସ୍ତାନରେ ଆରମ୍ଭ ହେଲା ‘ଶାହବାଜ’ ଯୁଗ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନରେ ଏକ ମାସ ଧରି ଚାଲିଥିବା ହାଇଡ୍ରାମାରେ ପୂର୍ଣ୍ଣଛେଦ ପଡ଼ିଛି। ପାକିସ୍ତାନ ମୁସଲିମ ଲିଗ୍(ପିଏମ୍‌ଏଲ୍‌—ଏନ୍‌) ନେତା ଶାହବାଜ ସରିଫଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ...