ଭୁବନେଶ୍ୱର ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ନୂତନ ଭିତ୍ତିଭୂମି ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆ କରି ନିର୍ମାଣ କରାଯାଇଥିବା ସାଇକେଲ ଓ ବାଇକ୍ ଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି। ଶନିବାର ଭୁବନେଶ୍ୱର-ଉତ୍ତର...

ଅତ୍ୟାଧୁନିକ ହେବ ଭାରତୀୟ ସେନା: କମିବ ମାନବ ସମ୍ବଳ, ବଢ଼ିବ ଜ୍ଞାନକୌଶଳ!

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ପାଖରେ ରହିଛି ବିଶ୍ୱର ତୃତୀୟ ବୃହତ ସେନାନୀ। ପ୍ରତିବର୍ଷ ପ୍ରାୟ ୬୦ ହଜାରରୁ ଅଧିକ ସୈନିକ ଓ ଅଧିକାରୀ ଭାରତୀୟ ସେନାରୁ ଅବସର ନିଅନ୍ତି। ବର୍ଷକୁ ପ୍ରାୟ ୧୦୦ଟି ନିଯୁକ୍ତି...

ବିଶ୍ଵର ଏକ ନମ୍ବର ସହର ହେବ ଭୁବନେଶ୍ଵର – ସୁଲୋଚନା ଦାସ

ସଂଗୀତା ମାନସିଂହ [youtube https://www.youtube.com/watch?v=tRMO0uwQJBI] ସାମ୍ବାଦିକରୁ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରକୁ ବିଶ୍ଵର ଏକ ନମ୍ବର ସହରରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ବୋଲି ଓଡ଼ିଶାଲାଇଭ୍‌କୁ ସ୍ଵତନ୍ତ୍ର...

ହେମଗିର ବ୍ଲକର ୫ଟି ପଞ୍ଚାୟତ ପାଇଁ ୧୧୯ଟି ଉନ୍ନୟନ ପ୍ରକଳ୍ପ ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କ ଦ୍ୱାରା ଗ୍ରାମସଭା ସ୍ତରରୁ ପାରିତ ହୋଇ...

ଦୁଇ ବର୍ଷ ପରେ ସାମ୍ବାଦିକଙ୍କ ଲାଗି ଆସନ୍ତା ୧୮ରୁ ଖୋଲିବ ଲୋକସେବା ଭବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଏବଂ ସାଧାରଣ ଲୋକଙ୍କ ଲାଗି ଖୋଲିବ ଲୋକସେବା ଭବନ। କୋଭିଡ ମହାମାରୀ ଯୋଗୁଁ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। କୋଭିଡ...

ରାଜଧାନୀ ଭୁବନେଶ୍ଵରକୁ ୭୪ ବର୍ଷ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଅସନ୍ତୁଷ୍ଟ ହେଲେ ଅପରାଜିତା

ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ୧୩ ତାରିଖ ରାଜଧାନୀ ଭୁବନେଶ୍ଵରର ୭୪ ତମ ପ୍ରତିଷ୍ଠା ଦିବସ। ତିନିଦିନ ଧରି ପ୍ରତିଷ୍ଠା ଉତ୍ସବ ପାନଳ କରାଯିବ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସମ୍ପର୍କ...

ଦଣ୍ଡପର୍ବ ପାଇଁ ଉତ୍ସବମୁଖର ନୟାଗଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଦଣ୍ଡପର୍ବ ପାଇଁ ଉତ୍ସବମୁଖର ହୋଇଛି ନୟାଗଡ଼ ଜିଲ୍ଲାର ପୁରପଲ୍ଲୀ। ଗାଁଠାରୁ ସହର ପର୍ଯ୍ୟନ୍ତ ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କ ମହିମା ଗାନ କରୁଛନ୍ତି ଦଣ୍ଡ ଉପାସକ। ଚୈତ୍ର ମାସରେ ନୟାଗଡ଼...

ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ‘ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି’ ପୁସ୍ତକ ପ୍ରକାଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସାହିତ୍ୟ ସମାଲୋଚକ ଓ ଭାଷାବିଜ୍ଞାନୀ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ସମାଲୋଚନାମୂଳକ ପୁସ୍ତକ 'ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି : ବୀକ୍ଷା ଓ ସମୀକ୍ଷା' ପୁସ୍ତକ ପ୍ରକାଶ ପାଇଛି। କଟକସ୍ଥ ପ୍ରକାଶନ...

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ହେଲେ ଅଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ମିଳିଛି। ରାଜ୍ୟ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଡିଜିପି ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ...

ଆଜି ଓଡ଼ିଶା ପାଳୁଛି ନବବର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ଓଡ଼ିଶା ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ଧୂମଧାମରେ ପାଳନ କରିଥାନ୍ତି...