ଭଣ୍ଡାରିପୋଖରୀରେ ହେବ ତ୍ରିମୁଖୀ ଲଢ଼େଇ: ପୁଣି ଥରେ ଭାଗ୍ୟ ପରୀକ୍ଷା କରୁଛନ୍ତି ନିରଞ୍ଜନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ଭଣ୍ଡାରିପୋଖରୀ ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ତ୍ରିମୁଖୀ ଲଢ଼େଇ। ଭଣ୍ଡାରିପୋଖରୀ ବିଧାନସଭା ଆସନ ଲାଗି ଏଥର ହେବ କଡ଼ା ଟକ୍କର। ବିଜେଡି ଦଖଲରେ...

ଆନନ୍ଦପୁରରେ ଭୋଟ୍ ବିଭାଜନ ବିଗାଡ଼ିବ ସମୀକରଣ: ଫାଇଦା ନେବେ କି ଜୟଦେବ?

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ଜିଲ୍ଲାର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ନିର୍ବାଚନମଣ୍ଡଳୀ ମଧ୍ୟରୁ ଆନନ୍ଦପୁର ଗୋଟିଏ। ସବୁବେଳେ ଦ୍ଵିମୁଖୀ ଲଢ଼େଇ ଦେଖୁଥିବା ଏହି ନିର୍ବାଚନମଣ୍ଡଳୀରେ ଏଥର କିନ୍ତୁ ଅଲଗା ପ୍ରକାର ଲଢ଼େଇ ହେବାକୁ ଯାଉଛି। ଏଥର ବିକାଶ,...

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ’: ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ଶୁକ୍ରବାର ଦିନ ଭୁବନେଶ୍ଵରରେ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’କୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି...

ବିଜେଡିର ନିର୍ବାଚନୀ ଇସ୍ତାହାର: ରାଜ୍ୟବାସୀଙ୍କୁ ୧୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି। ଏହାର ନାମ...

ଆଠଗଡ଼ ଆସନରେ ରଣେନ୍ଦ୍ରଙ୍କୁ କିଏ ଦେବ ଟକ୍କର, ବିଜେପି ନା କଂଗ୍ରେସ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଠଗଡ଼ରେ ପୁଣି ଚାଲିବକି ରାଜାଙ୍କ ରାଜ୍, ନା ବାଜି ମାରିନେବେ ବିଜେପି-କଂଗ୍ରେସ? ଆଠଗଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଚିତ୍ର ସ୍ପଷ୍ଟ ହୋଇସାରିଛି। ଭେଟେରାନ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ...

ଆଗାମୀ ୫ ବର୍ଷରେ ଓଡ଼ିଶାରେ ନିର୍ମାଣ ହେବ ଅନେକ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ – ନିତିନ ଗଡ଼କରୀ 

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ନିତିନ ଗଡ଼କରୀ। ଗୁରୁବାର ସେ ପୁରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ...

କାଲି ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’: ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଦିନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ରାତି ୮ଟାରେ ନରେନ୍ଦ୍ର ମୋଦୀଙ୍କର ଭୁବନେଶ୍ଵରଠାରେ ବିଶାଳ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’...

କିଏ ଜିତିବ କୋରାପୁଟ ଲୋକସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=bj6xvwmdZh0&t=172s କୋରାପୁଟ ଲୋକସଭା ଆସନରେ ଏଥର ଜମିବ ଲଢ଼େଇ, କଂଗ୍ରେସ, ବିଜେଡି ନା ବିଜେପି ଉପରେ ଭରସା କରିବେ ଭୋଟର? ଦକ୍ଷିଣ ଓଡ଼ିଶାର ଏକ ଚର୍ଚ୍ଚିତ ଆସନ ହେଉଛି କେରାପୁଟ ଲୋକସଭା କ୍ଷେତ୍ର।...

ବିପ୍ଲବ-ସିଦ୍ଧାନ୍ତ-ସୁଜିତ: ଦିଗପହଣ୍ଡିରେ କିଏ ପିନ୍ଧିବେ ବିଜୟ ମୁକୁଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=BPdpI3rlusE ଦିଗପହଣ୍ଡି ବିଧାନସଭା ଆସନ ପାଇଁ ବିପ୍ଲବ, ସିଦ୍ଧାନ୍ତ ଏବଂ ସୁଜିତଙ୍କ ମଧ୍ୟରେ ହେବ କଡ଼ା ଟକ୍କର, କାହାକୁ ମିଳିବ ଭୋଟରଙ୍କ ସମର୍ଥନ? ଦିଗପହଣ୍ଡି ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଏବଂ...

ନୟାଗଡ଼ରେ ନିର୍ବାଚନ ଆଚରଣ ବିଧି ନିରୀକ୍ଷଣ ଲାଗି ୯ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ନିରୀକ୍ଷଣ ଲାଗି ୯ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୩ଟି ଲୋକସଭା...