ଅଜିତ ପାୱାର ଏବେ କ’ଣ କରିବେ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ ଅନେକ ଡ୍ରାମାବାଜି ପରେ ନୂଆ ସରକାର ଗଠନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ...

ଜାଣନ୍ତୁ, କେଉଁଠି କେଉଁଠି ଫେଲ୍‌ ମାରିଛି ବିଜେପି ‘ଚାଣକ୍ୟ’ ଅମିତ ଶାହଙ୍କ ପ୍ଲାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ସଭାପତି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ କ୍ଷମତା ଅଳିନ୍ଦରେ ରାଜନୀତିର ଚାଣକ୍ୟ କୁହାଯାଇଥାଏ। ତେବେ ବହୁ ଥର ତାଙ୍କର ରଣନୀତି ପୂରା ଫେଲ ମାରିଛି। ଏହାର ତାଜା ଉଦାହରଣ...

ମହାରାଷ୍ଟ୍ରରେ ଗଠନ ହେଲା ନୂଆ ମେଣ୍ଟ ଦଳ ଏମ୍‌ଭିଏ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ଗଠନ ହେଲା ନୂଆ ମେଣ୍ଟ ଦଳ। ଶିବସେନା-ଏନ୍‌ସିପି-କଂଗ୍ରେସ ଦଳର ମେଣ୍ଟରେ ଏହି ଦଳ ଗଠନ କରାଯାଇଛି। ଯାହାର ନାଁ ରହିଛି ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ)। ଏହି ଦଳର ନେତା ରହିଛନ୍ତି...

କିଏ ଏନ୍‌ସିପିର ଧନଞ୍ଜୟ ମୁଣ୍ଡେ? ଯାହାଙ୍କ ପାଇଁ ବଦଳି ଗଲା ଅଜିତ୍‌ ପାଓ୍ଵାରଙ୍କ ଗେମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମହାରାଷ୍ଟ୍ରରେ ଯଦି ରାତାରାତି ଫଡନାଭିସ୍‌ ସରକାର ଗଠନରେ କାହାର ହାତ ଥାଏ ତାହାଲେ ସେ ହେଉଛନ୍ତି ଏନ୍‌ସିପି ନେତା ଧନଞ୍ଜୟ ମୁଣ୍ଡେ। ଯିଏକି ଅଜିତ୍‌ ପାଓ୍ଵାରଙ୍କ ପାଇଁ ଏନସପି ବିଧାୟକଙ୍କୁ ଏକାଠି...

ମହାରାଷ୍ଟ୍ର ନାଟକରେ ବଡ଼ ଟୁଇଷ୍ଟ – ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାଓ୍ୱାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ଚାଲିଥିବା ହାଇଭୋଲଟେଜ ପଲିଟିକାଲ ଡ୍ରାମାରେ ଆଉ ଏକ ବଡ଼ ଟୁଇଷ୍ଟ ଆସିଛି। ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାଓ୍ୱାର ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଦିନ ସାଢ଼େ ୩ଟାରେ ସାମ୍ବାଦିକ...

ମହାରାଷ୍ଟ୍ରରେ ବିଜେପିର ଭାଗ୍ୟ ପରୀକ୍ଷା – କେଉଁ ଦଳ ପାଖରେ ଅଛନ୍ତି କେତେ ବିଧାୟକ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭାରେ ବୁଧବାର ଫ୍ଲୋର୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏହାପରେ ମହାରାଷ୍ଟ୍ର ରାଜନୀତି ଆହୁରି ରୋଚକ ମୋଡ଼ରେ ପହଞ୍ଚିଛି। ରାଜ୍ୟରେ ସରକାର ବଞ୍ଚାଇ ରଖିବାକୁ ହେଲେ, ଏହି...

ମହାରାଷ୍ଟ୍ର ଡେଡ୍‌ଲାଇନ – ୪ଟି ସମ୍ଭାବ୍ୟ ଦୃଶ୍ୟପଟ

ଭାସ୍କର ପରିଚ୍ଛା ଆସନ୍ତାକାଲି ସନ୍ଧ୍ୟା ୫ ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଶଙ୍କୁ ସମୟ ଦେବା ପରେ ମୁମ୍ବାଇରେ ରାଜନୈତିକ ଗତିବିଧି ଖୁବ୍ ବଢିଯାଇଛି। ବର୍ତ୍ତମାନର...

ବିଦ୍ରୋହ ପରେ ବି ଅଜିତଙ୍କୁ କାହିଁକି ଏନ୍‌ସିପିରୁ ବହିଷ୍କାର କରୁନାହାନ୍ତି ଶରଦ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଅଜିତ ପାୱାର ଓ ଶରଦ ପାୱାରଙ୍କ ଭିତରେ ଯେଉଁ କ୍ଷମତା ଯୁଦ୍ଧ ଲାଗିଛି ତାହାର ଆଉ ଏକ ଦିଗ ବି ରହିଛି। ମରାଠା ରାଜନୀତିରେ ସମସ୍ତଙ୍କୁ ଏବିସିଡି ପଢ଼ାଉଥିବା ନିଜ...

ଝାଡ଼ଖଣ୍ଡରେ ପ୍ରଚାର କଲେ ମୋଦୀ, ବିଜେପି ପ୍ରାର୍ଥୀଙ୍କୁ ଦେଲେ ବିଜୟ ମନ୍ତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନୀ ରଣକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏଣ୍ଟ୍ରି ମାରିଛନ୍ତି। ଆଜି ଝାଡ଼ଖଣ୍ଡରେ ରାଲି ଏବଂ ଜନସଭା କରି ମୋଦୀ ବିଜେପି ପ୍ରାର୍ଥୀଙ୍କୁ ବିଜୟ ମନ୍ତ୍ରୀ ଦେଇଛନ୍ତି। ଝାଡ଼ଖଣ୍ଡର ଡାଲ୍ଟନଗଞ୍ଜରେ...
supremecourt

କ’ଣ ହେବ ମହାରାଷ୍ଟ୍ରର ଭବିଷ୍ୟତ? ସୁପ୍ରିମକୋର୍ଟଙ୍କ ରାୟ ଉପରେ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରାଦେଶରେ ମହାରାଷ୍ଟ୍ର ପାଇଁ ଚର୍ଚ୍ଚା ଚାଲିଥିଲା ବେଳେ ଆଜିର ଦିନଟି ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ରାୟ ଉପରେ ରହିଛି। ଆଜି ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ର ରାଜନୀତିର...