ବିଧାନସଭା ଶୀତ ଅଧିବେଶନ ପଞ୍ଚମ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ବିଧାନସଭା ଶୀତ ଅଧିବେଶ। ଏହି ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲା ନାହିଁ ଗୃହ...

କେନ୍ଦୁପତ୍ର ତୋଳାଳିଙ୍କୁ ମିଳିଲା ସହାୟତା: ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁପତ୍ର ତୋଳାଳିଙ୍କ ନିମନ୍ତେ ୪୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କେନ୍ଦୁପତ୍ର ତୋଳାଳିଙ୍କୁ ୧,୦୦୦ ଟଙ୍କା ଏବଂ ବନ୍ଧାଳି ଓ ସିଜିନାଲ କର୍ମଚାରୀଙ୍କୁ ୧,୫୦୦ ଟଙ୍କା...

ବିଧାନସଭା ଶୀତ ଅଧିବେଶନ: ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ବିଧାନସଭା ଶୀତ ଅଧିବେଶ। ଏହି ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଛି। ସୋମବାର ପୁଣି ଏହାର ପୁନରାବୃତ୍ତି ହୋଇଛି। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହ...

ପଦ୍ମପୁର ଉପନିର୍ବାଚନ: ବିଜେପିର ଚାଲିଛି ପ୍ରଚାର ଜୋରଦାର

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି କମ୍ପୁଛି। ବିଭିନ୍ନ ପ୍ରସଂଗ ଓ ପ୍ରତିଶ୍ରୁତିକୁ ନେଇ ଚାଲିଛି ପ୍ରଚାର କାର୍ଯ୍ୟ। ଶନିବାର ଦିନ ଝାରବନ୍ଧ ବ୍ଲକର କୁମିର...

ପଦ୍ମପୁର ଉପନିର୍ବାଚନ: ପାଖେଇ ଆସୁଛି ସମୟ, କମ୍ପୁଛି ପ୍ରଚାର ମଇଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ପଦ୍ମପୁର ବିଧାନସଭା ଉପନିର୍ବାଚନ। ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ମଇଦାନ। ପଦ୍ମପୁର ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗିଛନ୍ତି ପ୍ରାର୍ଥୀ। ପଦ୍ମପୁର ବିଧାନସଭା ଉପନିର୍ବାଚନ ତାରିଖ ପାଖେଇ ଆସୁଛି।...

ବିଧାନସଭା ଶୀତ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା। ଶୁକ୍ରବାର ଦିନ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ଆରମ୍ଭରୁ ବିରୋଧୀଙ୍କ...

ରାଜ୍ୟରେ ୨୦୨୧-୨୨ରେ ୨,୧୬୭ଟି ଘର ପୋଡ଼ିଛି – ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୦୨୧-୨୨ରେ ରାଜ୍ୟରେ କେତୋଟି ଘର ପୋଡ଼ିଛି ଏବଂ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ପୂର୍ଣ୍ଣ ଘର ପୋଡ଼ି ଯାଇଥିବା ପରିବାରଙ୍କ ଥଇଥାନ ପାଇଁ ସରକାର...

ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ୍: ସ୍ଵାସ୍ଥ୍ୟ ଏବଂ ଶିକ୍ଷାକୁ ଗୁରୁତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବଜେଟ ଉପସ୍ଥାପନ କରିଛନ୍ତି ପଞ୍ଚାୟତରାଜ...

ବିଜେଡି ମୁଖପାତ୍ର ଭାବେ ନିଯୁକ୍ତ ହେଲେ ମହେନ୍ଦ୍ର ବଢ଼େଇ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ମୁଖ୍ୟପାତ୍ର ଭାବେ ନିଯୁକ୍ତ ହେଲେ ମହେନ୍ଦ୍ର ବଢ଼େଇ। ଏ ନେଇ ଗୁରୁବାର ଦିନ ସୂଚନା ନେଇଛନ୍ତି ଦଳର ସାଧାରଣ ସମ୍ପାଦକ। ଗତ ୧୭ ତାରିଖରେ ମହେନ୍ଦ୍ର ବଢ଼େଇ ବିଜେଡିରେ ସାମିଲ...

ଆଜିଠୁ ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ, ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାରଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେସନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଆଗତ କରାଯିବ।...