ସମ୍ପତ୍ତି ତାଲିକାରେ ସବୁଠୁ ଧନୀ ଦଳ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ହେଉଛି ଦେଶର ସବୁଠାରୁ ଧନୀ ଜାତୀୟ ରାଜନୈତିକ ଦଳ। ଦେଶର ୭ଟି ପ୍ରମୁଖ ଦଳର ସମ୍ପତ୍ତି ତାଲିକାର ସର୍ବାଗ୍ରେ ରହିଛି ବିଜେପି। ଦଳ ପାଖରେ ମୋଟ ୪,୮୪୭ କୋଟି ଟଙ୍କାର...

ଆଞ୍ଚଳିକ ଦଳର ସମ୍ପତ୍ତି ତାଲିକା : ପ୍ରଥମରେ ସମାଜବାଦୀ ପାର୍ଟି ଅଷ୍ଟମରେ ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ପ୍ରମୁଖ ଆଞ୍ଚଳିକ ରାଜନୈତିକ ଦଳ ସମାଜବାଦୀ ପାର୍ଟି ପାଖରେ ରହିଛି ସର୍ବାଧିକ ସମ୍ପତ୍ତି। ଦେଶର ମୋଟ ୪୪ଟି ଆଞ୍ଚଳିକ ରାଜନୈତିକ ଦଳକୁ ସମ୍ପତ୍ତି ତାଲିକାରେ ପଛରେ ପକାଇ ପ୍ରଥମ ସ୍ଥାନରେ...

ବିଜେଡି ଉପରେ ବର୍ଷିଲେ ପୁରନ୍ଦେଶ୍ଵରୀ – କହିଲେ, କେନ୍ଦ୍ର ଯୋଜନାରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ବିଜେପି ସରକାର ଗରିବ ଜନସାଧାରଣଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଥିଲେ ମଧ୍ୟ ଓଡ଼ିଶାର ବିଜେଡି ସରକାର ରାଜ୍ୟବାସୀଙ୍କୁ ସେସବୁ ଯୋଜନାରୁ ବଞ୍ଚିତ କରି ରଖିଛନ୍ତି। ରାଜ୍ୟରେ ଆଜି ଯେତିକି...

ବିଜେପି ଜିତିଲେ ଦୁର୍ନୀତି ହଟିବ : ସମୀର ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରାମଞ୍ଚଳର ବିକାଶରେ ଦେଶର ବିକାଶ। କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦେଇ ଆର୍ଥିକ ସହାୟତା ଦେଉଛନ୍ତି। କିନ୍ତୁ ଏହି ଅର୍ଥ ଗ୍ରାମାଞ୍ଚଳ ବିକାଶରେ ଲାଗିବା ପୂର୍ବରୁ ଅଧାବାଟରୁ ହରିଲୁଟ ହେଉଛି।...

ପଞ୍ଚାୟତ ନିର୍ବାଚନ ବେଳେ କଂଗ୍ରେସରେ ଫୁଟିଲା ‘ପ୍ରସାଦ ବୋମା’

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଗାଁ ଗଣ୍ଡାରେ ସୃଷ୍ଟି ହୋଇଛି ନିର୍ବାଚନୀ ମାହୋଲ। ପଞ୍ଚାୟତ ବାଜି ଜିତିବାକୁ ବିଜେଡି, ବିଜେପି କମର କଷୁଥିବା ବେଳେ...

୧୨୬ ସରପଞ୍ଚ, ୩୨୬ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ୩୬,୫୨୩ ଜଣ ଓ୍ଵାର୍ଡ ସଭ୍ୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ନିର୍ଦ୍ଵନ୍ଦ୍ଵ ରହିଲା ଜଗତସିଂହପୁର ଢିଙ୍କିଆରେ ୨୦୨୩ରେ ହେବ ପଞ୍ଚାୟତ ନିର୍ବାଚନ ରାଜ୍ୟ ନିର୍ବାଚନ କମିଶନ ବୁଧବାର ଦିନ...

କୋଟିଆରେ ଟ୍ଵିଷ୍ଟ : ସିଲେକ୍ସନ ନୁହେଁ ଏବେ ଇଲେକ୍ସନ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କୋଟିଆ ଗ୍ରାମ ପଞ୍ଚାୟତରେ ଇଲେକ୍ସନ ନୁହେଁ ସିଲେକ୍ସନ ହେବ ବୋଲି କୁହାଯାଉଥିଲା। ସର୍ବଦଳୀୟ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଜଣଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ମଧ୍ୟ ଚୟନ କରାଯାଇଥିଲା।...

ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୧ ଜଣ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଯୁବ ମତଦାତାଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦ୍‌ଭାବନା ଭବନଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ...

ପଞ୍ଚାୟତ ଲଢ଼େଇ – ଏଥର ଭର୍ଚୁଆଲ ରାଲି, ସୋସିଆଲ ମିଡିଆରେ ଜମିବ ପ୍ରଚାର

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ [youtube https://www.youtube.com/watch?v=qy9nZ57sfw0] ଡିଜିଟାଲ ପ୍ରଚାରକୁ ଅସ୍ତ୍ର କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ବିଜେଡି, ବିଜେପି, କଂଗ୍ରେସ। ଦିନ କେଇଟା ପରେ ପଞ୍ଚାୟତ ଭୋଟ। ହେଲେ ନା ଏଥର ବଡ଼...

ପଞ୍ଚାୟତ ନିର୍ବାଚନ – ଜାନୁଆରି ୨୯ରୁ ପ୍ରାର୍ଥିପତ୍ର ଭରିବାକୁ ଦ୍ଵିତୀୟ ସୁଯୋଗ ଦେଲେ ନିର୍ବାଚନ କମିଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଯେଉଁ ନିର୍ବାଚନୀ କ୍ଷେତ୍ରରେ କେହି ପାର୍ଥିପତ୍ର ଦାଖଲ କରି ନଥିବେ କିମ୍ଵା ଯେଉଁଠାରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିବ ସେହି ନିର୍ବାଚନୀ କ୍ଷେତ୍ରରେ ଦ୍ଵିତୀୟଥର ପ୍ରାର୍ଥିପତ୍ର...