ପୌର ନିର୍ବାଚନ: ମୈଦାନରେ ୮୨ କାଉନସିଲର ଓ ୪ ପୌର ଅଧ୍ୟକ୍ଷ ପ୍ରାର୍ଥୀ

 ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୮୨ ଜଣ ଓ୍ଵାର୍ଡ କାଉନସିଲର ପ୍ରାର୍ଥୀ ଏବଂ ୪ଜଣ ପୌର ଅଧ୍ୟକ୍ଷ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନ ପାଇଁ ମାର୍ଚ୍ଚ ୧୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ...

ଇତିହାସ ରଚିଲା ବିଜେଡି : ଦଖଲ କଲା ୩୦ ଜିଲ୍ଲା ପରିଷଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଦଖଲରେ ଏବେ ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିଷଦ। ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରି ଇତିହାସ ରଚିଛି ବିଜେଡି। ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ବିଜୁ ଜନତା...

ଆଜିଠୁ ଆରମ୍ଭ ହେଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଜମ୍ମୁକାଶ୍ମୀର ପାଇଁ ଆଜି ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ସରକାରଙ୍କୁ ଘେରିବା...

କଟକରେ ଜମୁଛି ଲଢ଼େଇ – କିଏ ହେବେ ମହାନଗର ନିଗମର ମେୟର?  

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୁରାତନ ରାଜଧାନୀ ଏବଂ ଭାଇଚାରାର ସହର କଟକରେ ନିର୍ବାଚନ ପାଣିପାଗ ସରଗରମ ହୋଇଛି। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ...

ବାଣପୁରରେ ବର୍ବର କାଣ୍ଡ : ଗାଡ଼ି ଚଢ଼ାଇଲେ, ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ଚିଲିକା ବିଧାୟକ

 ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଛି। ଇତି ମଧ୍ୟରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି...

ଚାଲିଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବିଭିନ୍ନ ସ୍ଥାନରେ ଉତ୍ତେଜନା

ଓଡ଼ିଶାଲାଇଭ୍ ବ୍ୟୁରୋ ନାଏବ ସରପଞ୍ଚ ବଛା ସରିବା ପରେ ଶନିବାର ଚାଲିଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ସରଗରମ ହୋଇଛି ରାଜନୀତି । ସକାଳ ୧୦.୩୦ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦିନ...

ଜାତୀୟ ରାଜନୀତିର ନୂଆ ଚେହେରା – ବିଜେପିରୁ ଯୋଗୀ, ଆମ ଆଦମୀ ପାର୍ଟିରୁ କେଜରିୱାଲ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିକଟରେ ପ୍ରକାଶ ପାଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେଠୁ ୨୦୨୪ ପାଇଁ ଗଣିତ କଷା ଯାଉଛି। ଯୋଗୀ ଆଦିତ୍ୟନାଥ ଏବଂ ଅରବିନ୍ଦ କେଜରିୱାଲ ଜାତୀୟ ରାଜନୀତିର...

କମେଡିରୁ ରାଜନୀତି : ଭଗଓ୍ଵନ୍ତ ମାନ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନେ ହାସ୍ୟ ଅଭିନେତା ହୋଇ ଲୋକଙ୍କୁ ହସାଉ ଥିଲେ। ଏବେ ରାଜ୍ୟବାସୀଙ୍କ ଦାୟିତ୍ଵ ବୁଝିବେ। ପଞ୍ଜାବର ରାଜନୀତିର ମଙ୍ଗୁଆଳ ହେବେ ଭଗଓ୍ଵନ୍ତ ସିଂ ମାନ। ଭଗୱନ୍ତ ସିଂ ମାନ ଜଣେ ହାସ୍ୟ ଅଭିନେତା...

ଚନ୍ନିଙ୍କୁ ମାତ୍ ଦେଇଥିବା ଲଭ୍ ସିଂ ଉଗୋକ କିଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ ଦେଶବାସୀଙ୍କୁ ଚକିତ କରିଛି। ବର୍ଷ ବର୍ଷ ଧରି ପଞ୍ଜାବରେ ରାଜ କରୁଥିବା କଂଗ୍ରେସକୁ ଜବରଦସ୍ତ ଝଟକା ଦେଇଛି ଆମ ଆଦମୀ ପାର୍ଟି। ଜଣେ ମୋବାଇଲ...

ପୌର ନିର୍ବାଚନ: ସବୁ ଦଳରେ ବିଦ୍ରୋହୀଙ୍କୁ ନେଇ ବଢ଼ୁଛି ଚିନ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଭୋଟରମାନେ ସିଧାସଳଖ ନିଜ ମେୟର ବାଛିବେ। ରାଜଧାନୀରେ ହାଇଭୋଲଟେଜ୍ ଲଢ଼େଇ ହେବ। ମନ୍ତ୍ରୀ, ବିଧାୟକମାନଙ୍କ ପତିଆରର ପରୀକ୍ଷା ହେବ। ତେଣୁ ଏଥର ପୌର ନିର୍ବାଚନରେ ଜୋରଦାର ଲଢ଼େଇ ହେବ।  ଚଳିତ ଥର...