ପଦ୍ମପୁର ଉପନିର୍ବାଚନ: ବିଜେପିର ପୋଷ୍ଟର ବୟ ହେବେ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଧାମନଗର ବିଧାନସଭା ଉପନିର୍ବାଚନ, ଏବେ ପଦ୍ମପୁର ଉପନିର୍ବାଚନ ଲାଗି ଚାଲିଛି କସରତ। ଧାମନଗରରେ ବିଜେପିର ବିୟଜ ପରେ ଏବେ ପଦ୍ମପୁର ଆସନ ଜିତିବାକୁ ଆଶା ବାନ୍ଧିଛି ବିଜେପି। ଏହି ଉପନିର୍ବାଚନରେ...

ଶପଥ ନେଲେ ଧାମନଗର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ବିଧାନସଭାରେ ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।...

ଫୋକସରେ ପଦ୍ମପୁର ଉପନିର୍ବାଚନ – ବଢୁଛି ରାଜନୈତିକ ଉଷ୍ମତା, ଚାଲିଛି ପ୍ରାର୍ଥୀ ଖୋଜା

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ପଦ୍ମପୁର ଉପନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳରେ ବଢୁଛି ଉଷ୍ମତା। ସିଧାସଳଖ ଲଢ଼େଇ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା। ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ନେତା। ଧାମନଗର ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବା...

ମିଶନ ପଦ୍ମପୁର ବିଧାନସଭା ଉପନିର୍ବାଚନ: ୬ ମନ୍ତ୍ରୀଙ୍କୁ ଦାୟିତ୍ୱ ବାଣ୍ଟିଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଧାମନଗର ବିଧାନସଭା ଉପନିର୍ବାଚନ, ଏବେ ମିଶନ ପଦ୍ମପୁର। ଧାମନଗରରେ ବିଜେଡିର ପରାଜୟ ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ହଟ୍ଟଚମଟ। ଏଥର କିନ୍ତୁ ପଦ୍ମପୁରରେ ବିଜୟ ଲାଭ କରିବାକୁ ରଣନୀତି...

ଦୁଇ ଦିନିଆ ରୁଷ ଗସ୍ତରେ ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ୨ ଦିନ ପାଇଁ ରୁଷିଆ ଗସ୍ତ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଅନେକ ଦିଗରୁ ତାଙ୍କର ଏହି ଗସ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ। ଜୟଶଙ୍କର ତାଙ୍କର ଏହି...

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା: କଂଗ୍ରେସକୁ କେତେ ଫାଇଦା ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=R2TeBU-b_zg] ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦେଶବ୍ୟାପି ‘ଭାରତ ଯୋଡ଼ୋ’ ଯାତ୍ରା ଚାଲିଛି। ଏହି ଯାତ୍ରା ୩ ହଜାର ୭୫୦ କିଲୋମିଟର ପରିକ୍ରମା...

ଡିସେମ୍ବର ୫ରେ ପଦ୍ମପୁର ବିଧାନସଭା ଉପନିର୍ବାଚନ: ଚାଲିଛି ରାଜନୈତିକ ଅଙ୍କକଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଏ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର। ଆସନ୍ତା ୧୦ ତାରିଖରେ ପଦ୍ମପୁର ଉପନିର୍ବାଚନ...

ଧାମନଗର ବିଧାନସଭା ଉପନିର୍ବାଚନ: ବାଜି ମାରିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ଧାମନଗର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ବିଜେପି ପ୍ରାର୍ଥୀ ସର୍ଯ୍ୟବଂଶୀ ସୂରଜ। ଏହି ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୮୦,୩୫୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି...

ଧାମନଗର ବିଧାନସଭା ଉପନିର୍ବାଚନ: କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି, ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋଲିଲା ସିଲ ହୋଇଥିବା ଇଭିଏମ ମେସିନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ରୁ ଆରମ୍ଭ ହୋଇଛି ଭୋଟ ଗଣତି। ଭଦ୍ରକ ସଂସ୍କୃତି ଭବନରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲରେ,...

ଗୁଜରାଟ ବିଧାନସଭା ନିର୍ବାଚନ: ଇସୁଦାନ ଗଢ଼ଭୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଆମ ଆଦମୀ ପାର୍ଟି(ଆପ)। ଆପର ରାଷ୍ଟ୍ରୀୟ ସଂଯୋଜକ ତଥା...