ନଭେମ୍ବର ୩ରେ ଧାନମନଗର ବିଧାନସଭା ଉପନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ନଭେମ୍ବର ମାସ ୩ ତାରିଖରେ ହେବ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ। ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଏହି ଆସନରେ ଉପନିର୍ବାଚ ଲାଗି...
ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କର ବିୟୋଗ ଘଟିଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୋମବାର ଦିନ ପରିବାର ପକ୍ଷରୁ ସୂଚନା...
ପୁରୁଷ ହକି ବିଶ୍ୱକପ୍ ୨୦୨୩ ଖେଳସୂଚୀ: ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା – ଦକ୍ଷିଣ ଆଫ୍ରିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓପନିଂ ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ଭେଟିବ ଦକ୍ଷିଣ ଆଫ୍ରିକା
ଚଳିତ ପୁରୁଷ ହକି ବିଶ୍ୱକପ୍ରେ ଚିଲି ଓ ୱେଲସ୍ ପ୍ରଥମ ଥର ସାମିଲ୍
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ହେବ ଉଦ୍ଘାଟନୀ...
ଓଡ଼ିଶା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଛି ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ୨୧ ଜଣ ମନ୍ତ୍ରୀଙ୍କର ସମ୍ପତ୍ତି ତାଲିକା। ଏହି ତାଲିକା ଅନୁସାରେ ସବୁଠାରୁ ଧନୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପତ୍ତି ତାଲିକାରେ ମୁଖମନ୍ତ୍ରୀଙ୍କ ପଛରେ...
ମନ୍ତ୍ରୀ ଏବଂ ବିଧାୟକଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଦିନ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି। ମନ୍ତ୍ରୀ ଏବଂ...
କିଏ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ?
ଓଡ଼ିଶାଲାଇଭ୍ ବ୍ୟୁରୋ
କିଏ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ? ଗୋଟିଏ ପଟେ ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଲଢ଼ିବେ ନାହିଁ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ କରିଥିବାବେଳେ ଏହି ରେସରେ ଅନେକ ଦାବିଦାରଙ୍କ ନାଁ...
ପରଲୋକରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାମନଗର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ବିଷ୍ଣୁ ଚରଣ ସେଠୀଙ୍କର ସୋମବାର ଦିନ ବିୟୋଗ ଘଟିଛି। କିଡନୀ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।...
ବିଜେଡିରେ ସାମିଲ ହେଲେ ନାଚିକା ଲିଙ୍ଗାଙ୍କ ପୁଅ ରବି ନାଚିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରେ ସାମିଲ ହେଲେ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କ ପୁଅ ରବି ନାଚିକା। ନାଚିକା ଲିଙ୍ଗା ନିଜେ ନ ମିଶି ନିଜ ପୁଅକୁ ବିଜୁ ଜନତା ଦଳ(ବିଜେଡି)ରେ...
ଆସନ୍ତା ନିର୍ବାଚନ ପାଇଁ ବିଜେପିର କସରତ, ବିଜେଡି କହିଲା ଲାଭ ହେବନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ବିଜେପି। ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ବିଜେପି ପ୍ରସ୍ତୁତ କରୁଛି ରଣନୀତି। ଏହି କ୍ରମରେ ପୁରୀଠାରେ...
ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ରାଷ୍ଟ୍ରପତି
୧୭ରୁ ୧୯ ପର୍ଯ୍ୟନ୍ତ ଲଣ୍ଡନରେ ରହିବେ ଦ୍ରୌପଦୀ ମୁର୍ମୁ
ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ...




















