ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ – ବୟସ୍କ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। କିପରି ହେବ ନିର୍ବାଚନ ଓ ଚଳିତ ବର୍ଷ ନିର୍ବାଚନ ପାଇଁ କ’ଣ ରହିବ ଗାଇଡଲାଇନ, ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନୀ...

ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ୍ – ଏପ୍ରିଲ୍ ୧୭ରେ ଭୋଟ୍, ମେ’ ୨ରେ ଫଳାଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିପିଲି ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏନେଇ ଭାରତୀୟ ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିଛନ୍ତି। ଏପ୍ରିଲ ୧୭ ତାରିଖରେ ଭୋଟ୍‌ ହେବାକୁ ଥିବା ବେଳେ ମେ’ ୨ ତାରିଖରେ...

କରୋନା ବେଳେ ଓଡ଼ିଶାର ଅର୍ଥନୀତିକୁ ସଞ୍ଜୀବନୀ ଭଳି ଶକ୍ତି ଦେଇଛି କୃଷି କ୍ଷେତ୍ର – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରରେ କୃଷି ମହାକୁମ୍ଭ ‘କୃଷି ଓଡ଼ିଶା-୨୦୨୧’ ଉଦଘାଟିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ। ମାର୍ଚ୍ଚ ୧୯ ତାରିଖ ଯାଏଁ ଚାଲିବ କୃଷି ପ୍ରଦର୍ଶନୀ ଚଳିତ ବର୍ଷର ଥିମ୍‌ – ‘ସମନ୍ୱିତ...

ଟିକେଟ ନମିଳିବାରୁ ଲଣ୍ଡା ହେଲେ କେରଳ ମହିଳା କଂଗ୍ରେସ ଅଧ୍ୟକ୍ଷା ଲତିକା ସୁବାଷ

ଓଡ଼ିଶାଲାଇଭ୍ ବ୍ୟୁରୋ କେରଳର ମହିଳା କଂଗ୍ରେସ ଅଧ୍ୟକ୍ଷା ଲତିକା ସୁଭାଷ, ଦଳରୁ ଟିକେଟ୍ ନମିଳିବାରୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତାସହିତ ତିରୁବନନ୍ତପୁରମ ସ୍ଥିତ ପାର୍ଟି ଅଫିସ ସମ୍ମୁଖରେ ଲଣ୍ଡା ହୋଇଛନ୍ତି। ଏପ୍ରିଲ ୬ରେ...

ମମତାଙ୍କ ଟିମ୍‌ରେ ବଙ୍ଗୀୟ ଅଭିନେତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜନୀତି କ୍ଷେତ୍ରରେ ଅଭିନେତା ଅଭିନେତ୍ରୀ ଅଂଶଗ୍ରହଣ କରିବା କିଛି ନୂଆ କଥା ନୁହେଁ। ଅନେକ ଅଭିନେତା ଓ ଅଭିନେତ୍ରୀ ରାଜନୀତିରୁ ସଫଳତା ସାଉଣ୍ଟିଥିବାବେଳେ, ଆଉ କିଛି ନିଜର ବିଫଳତା ପାଇଁ ରାଜନୀତିରୁ...

ଟିଏମସିରେ ଯଶବନ୍ତ ସିହ୍ନାଙ୍କ ଯୋଗଦାନ – ବିଜେପି ପାଇଁ ମୁଣ୍ଡବିନ୍ଧା!

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। କିଛି ସପ୍ତାହପରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ...

ଟିଏମସିରେ ମିଶିଲେ ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନପରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି)ରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା। ଦିବଙ୍ଗତ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ...

କେମିତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହୋଇଥିଲେ ମମତା? ଭାଙ୍ଗିଥିଲେ ବାମଦଳର ୩୪ ବର୍ଷର ଦୁର୍ଗ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପଶ୍ଚିମବଙ୍ଗରେ ୩୪ ବର୍ଷର ବାମ ଗଡ଼କୁ ଭାଙ୍ଗି କେମିତି କ୍ଷମତାସୀନ ହେଲେ ମମତା ବାନାର୍ଜୀ। ଭାରତର ପ୍ରତିଭାଶାଳୀ ମହିଳାଙ୍କ ଭିତରୁ ଜଣେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କୁ କେହି କେହି...

ରାଜନୀତିକୁ କେମିତି ଆସିଥିଲେ ମମତା ବାନାର୍ଜୀ?

ଓଡ଼ିଶାଲଇଭ୍‌ ପଲିଟିକାଲ ବ୍ୟୁରୋ ୧୭ ବର୍ଷ ବୟସରୁ ରାଜନୀତିକ ଯାତ୍ରା ଆରମ୍ଭ କରିଥିବା ମମତା ବାନାର୍ଜୀ କେମିତି ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ? ମମତା ବାନାର୍ଜୀ, ଭାରତୀୟ ରାଜନୀତିରେ ଜଣେ ସ୍ୱତନ୍ତ୍ର ଚେହେରା। ଧଳା ଶାଢ଼ି, ରବର...

ପଶ୍ଚିମବଙ୍ଗରେ କେମିତି ସ୍ଥିତି ମଜଭୁତ କଲା ବିଜେପି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସ୍ଥିତି ମଜଭୁତ କରିବାରେ ଲାଗିଛି ବିଜେପି। ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି। ଏଥିପାଇଁ ପ୍ରମୁଖ ରାଜନୀତିକ ଦଳମାନେ ନିର୍ବାଚନ ପ୍ରସ୍ତୁତି ଚଳାଇଥିବା...