ଶ୍ରୀମନ୍ଦିରରୁ ହଟିଲା ବାଇ ଲ’ – ଶ୍ରେୟ ନେବାକୁ ବିଜେଡି, ବିଜେପି ଟଣାଓଟରା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ବ୍ରହ୍ମେଶ୍ଵର ମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ' ହଟିବା ପରେ ଶ୍ରେୟ ନେବାକୁ ରାଜନୀତି ଆରମ୍ଭ କରିଛନ୍ତି ବିଜେଡି, ବିଜେପି। ବିଭିନ୍ନ ମହଲରେ ଦାବି ହେବା ପରେ କେନ୍ଦ୍ର...

ଫୋକସ୍‌ରେ ପଶ୍ଚିମବଙ୍ଗ – ୧୫ ଦିନ ଭିତରେ ଦ୍ୱିତୀୟ ଥର ଯିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ‌ ଓ ଆସାମ ଗସ୍ତ କରିବେ। ପ୍ରଥମେ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲିଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ରାଜ୍ୟ ...

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ, ପର୍ଯ୍ୟବେଷକ ପ୍ରତାପ ଦେବଙ୍କ ଘରେ ହେଲା ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ପାଖେଇ ଆସୁଛି ପିପିଲି ଉପନିର୍ବାଚନ। ଏଥିପାଇଁ ଶାସକ ଦଳ ବିଜେଡି ପ୍ରାର୍ଥୀ ଖୋଜା ଆରମ୍ଭ କରିଦେଇଛି। ତେଣୁ ମଙ୍ଗଳବାର ପିପିଲି ପର୍ଯ୍ୟବେଷକ ବିଧାୟକ ପ୍ରତାପ ଦେବଙ୍କ ଘରେ ଦଳ ପକ୍ଷରୁ...

ପିପିଲି ଉପନିର୍ବାଚନ: ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ଉପନିର୍ବାଚନ ପାଇଁ ବିଧାୟକ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ମିଳିବା ପରେ...

‘ବସ୍ ଟର୍ମିନାଲ’କୁ ନେଇ ମହତାବଙ୍କ ମନ୍ତବ୍ୟ – ହସି ଉଡ଼ାଇଲେ ଦେବାଶିଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଖାନନଗରଠାରେ ‘ନେତାଜୀ ବସ ଟର୍ମିନାଲ’କୁ ନେଇ ମଙ୍ଗଳବାର ଦିନ କଟକ ସାଂସଦ ଭର୍ତ୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ଓ ଅଭିଯୋଗକୁ ପୂର୍ବତନ ବାରବାଟୀ-କଟକ  ବିଧାୟକ ଦେବାଶିଷ ସାମନ୍ତରାୟ ଖଣ୍ଡନ କରିଛନ୍ତି। ସାମ୍ବାଦିକମାନଙ୍କ...
mamta

ନେତାଜୀ ଜୟନ୍ତୀ ମଞ୍ଚରେ ‘ଜୟ ଶ୍ରୀରାମ’ ନାରା – ରାଗିଗଲେ ମମତା, ଦେଲେନି ଭାଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନେତାଜୀଙ୍କ ଜୟନ୍ତୀ ଅବସରରେ ଆଜି କୋଲକାତା ଭିକ୍ଟୋରିଆ ମେମୋରିଆଲରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନଖଡ଼...

ନେତାଜୀ ପରାକ୍ରମ ଓ ପ୍ରେରଣାର ପ୍ରତିମୂର୍ତ୍ତି – ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଲକାତା ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ‘‘ନେତାଜୀ ଭାରତର ପରାକ୍ରମ ଓ ପ୍ରେରଣାର ପ୍ରତିମୂର୍ତ୍ତି। ସେ ରାଣୀ ଝାନ୍ସି ରେଜିମେଣ୍ଟ କରି ମହିଳାଙ୍କୁ ଆଗକୁ...

ଗୋଟିଏ ଟାଇଟଲ, ଦୁଇଟି ଫିଲ୍ମ – ଦର୍ଶକଙ୍କୁ ପସନ୍ଦ ଆସିଛି ଓଲିଉଡର ଏହି ସିନେମା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡରେ ଏମିତି ବି ସିନେମା ବେଳେବେଳେ ନିର୍ମିତ ହୁଏ, ଯାହାର ଟାଇଟଲ୍ କୌଣସି ଏକ ପୂର୍ବ ସିନେମାର ଶୀର୍ଷକ ସହ ସମାନ। ସବୁଠୁ ଖାସ କଥା କେତେକ କଳାକାର ଉଭୟ...

ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାରେ ବିଜୟ ବାନା ଉଡ଼ାଇବାକୁ ଏବେଠୁ ପ୍ରସ୍ତୁତ ହେଲାଣି ଶାସକ ଦଳ ବିଜେଡି। ଆଉ ମାସ କେଇଟା ପରେ ଓଡ଼ିଶାରେ ହେବ ପୌର ଆଉ ପଞ୍ଚାୟତ ନିର୍ବାଚନ; ହେଲେ ଏବେଠୁ ପଶ୍ଚିମ...

ପୁଣି ବିଜେପିକୁ ଫେରିଲେ ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିକୁ ଫେରିଲେ ବାଲେଶ୍ଵରର ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାଶ। ଗତ ଉପନିର୍ବାଚନ ବେଳେ ସେ ଶାସକ ଦଳ ବିଜେଡିରୁ ବିଦା ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି...