ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳର ଦାୟିତ୍ଵ ଦେଇ ମହିଳା କାର୍ଡ ଖେଳିପାରେ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ଭୋଟରମାନଙ୍କୁ ଆକର୍ଷିତ କରିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବ ଦଳ!
ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ। ଦଳକୁ ଏବେ ଭୋଟରଙ୍କ ସମର୍ଥନ ହ୍ରାସ ପାଇବାରେ ଲାଗିଛି। ବିହାର...
କେନ୍ଦ୍ର ମୁହାଁ ହେଉଛନ୍ତି ନୀତିଶ କୁମାର!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଧର୍ମ ସଙ୍କଟରେ। ଗୋଟିଏ ପଟେ ବିଜେପି ମେଣ୍ଟ ଧର୍ମ ଭାଙ୍ଗୁଛି। ଅନ୍ୟପଟେ ସରକାର ଚଳାଇବାରେ ନୀତିଶଙ୍କ ଉପରେ ପ୍ରବଳ ଚାପ ରହୁଛି। ଏପରି ପରିସ୍ଥିତିରେ...
ରଜନୀକାନ୍ତଙ୍କ ବଡ଼ ଘୋଷଣା – ଗଢ଼ିବେନି ରାଜନୈତିକ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତ ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜନୈତିକ ଦଳ ଗଠନ କରିବେ ନାହିଁ ଓ ନିର୍ବାଚନରେ ଅଂଶ ଗ୍ରହଣ କରିବେ...
ଫ୍ଲାସବ୍ୟାକ୍ ୨୦୨୦ – କରୋନା କାଳରେ ଓଡ଼ିଶା ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷ ୨୦୨୦ ବିଦାୟ ନେବାକୁ ଯାଉଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରୋନା ମହାମାରୀ ବଳୟରେ ରହିଥିଲା ୨୦୨୦। ଏହି ଅବଧି ଭିତରେ ରାଜ୍ୟ ରାଜନୀତିରେ ଅନେକ ହଟଚମଟ, ବିବାଦ ଓ ଉଲ୍ଲେଖନୀୟ...
୬ ବର୍ଷରେ ଓଡ଼ିଶା ଚାଷୀଙ୍କ ପାଇଁ ମୋଦୀ ଦେଇଛନ୍ତି ୬୦ ହଜାର କୋଟି: ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳରେ ବିଜେପିର କୃଷକ ସମ୍ମିଳନୀ
ନୂଆ କୃଷି ଆଇନ ଯୋଗୁଁ ଚାଷୀଙ୍କର ଲାଭ ବଢ଼ିବ: ଧର୍ମେନ୍ଦ୍ର
କଂଗ୍ରେସ, ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର
ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ...
ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଖେଳିଲେ ମହିଳା କାର୍ଡ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜୁ ଜନତା ଦଳକୁ ପୂରିଛି ୨୩ ବର୍ଷ। ଶନିବାର ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳିଛନ୍ତି। ଏହାକୁ ନେଇ...
ପଶ୍ଚିମବଙ୍ଗ ରାଜନୀତିରେ ଫ୍ୟାମିଲି ଡ୍ରାମା – ବିରୋଧୀ ଦଳରେ ଯୋଗଦେବାରୁ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗର ବିଜେପି ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ବିରୋଧୀ ଦଳରେ ଯୋଗଦେବାରୁ, ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଘୋଷଣା କରିଛନ୍ତି ସାଂସଦ ସୌମିତ୍ର। ମଙ୍ଗଳବାର ଏକ ସାମ୍ଵାଦିକ ସମ୍ମିଳନୀ କରି ସାଂସଦ ସୌମିତ୍ର...
ଏଯାଏଁ ସରିନି ବିହାର ଯୁଦ୍ଧ – ଦଳର ଶକ୍ତି ବୃଦ୍ଧି ପାଇଁ ବିଧାୟକ କିଣିବାକୁ ଯୋଜନା କରୁଛି ଜେଡିୟୁ,...
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ନିର୍ବାଚନ ପରେ ରାଜ୍ୟରେ ବଡ଼ ଭାଇ ହୋଇଯାଇଛି ବିଜେପି। ମୁଖ୍ୟମନ୍ତ୍ରୀ ପଦ ମିଳିଥିଲେ ମଧ୍ୟ ନୀତିଶଙ୍କ ଜେଡିୟୁ ପଛରେ ରହିଯାଇଛି। ତେଣୁ ଜେଡ଼ିୟୁର ହାତ ଟାଣ କରିବାକୁ ନୀତିଶ କୁମାର...
ପାରାଦୀପ ଗସ୍ତରେ ୧୨୩ ବିଧାୟକ, ଗଭୀର ସମୁଦ୍ର ଭିତରେ ଦେଖିବେ ଯୁଦ୍ଧ କୌଶଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପରେ ଆଜି ନୌସେନାର ଯୁଦ୍ଧ କୌଶଳ ଦେଖିବେ ରାଜ୍ୟର ୧୨୩ ବିଧାୟକ। ଏଥିପାଇଁ ମଙ୍ଗଳବାର ସକାଳୁ ସକାଳୁ ଏକ ବସ୍ ଯୋଗେ ବିଧାନସଭା ପରିସରରୁ ପାରଦୀପ ଅଭିମୁଖେ ବାହାରିଛନ୍ତି ଜନପ୍ରତିନିଧି।
ନୌସେନା ପକ୍ଷରୁ...
ଫ୍ଲାସବ୍ୟାକ୍ ୨୦୨୦ – ଭାରତୀୟ ରାଜନୀତିରେ ହଟଚମଟ କଲେ ଏହି ପାଞ୍ଚ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନୀତି ମଇଦାନରେ ଚଳିତବର୍ଷ ଚର୍ଚ୍ଚାରେ ରହିଥିଲେ ଏହି ନେତା।
ଚଳିତବର୍ଷ ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ ବିଚଳିତ କରି ରଖିଛି। ଲକଡାଉନ୍, ସଟଡାଉନ୍ ଭିତରେ ଲୋକମାନେ ନିଜ ସମୟ କାଟିଛନ୍ତି। ଶିଳ୍ପଠୁ...




















