ପରଲୋକରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ ଭୋରାଙ୍କ ପରଲୋକ ଘଟିଛି। ୯୩ ବର୍ଷ ବୟସରେ ଦିଲ୍ଲୀର ଏସକର୍ଟ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୋତିଲାଲ ଦୀର୍ଘଦିନରୁ ଅସୁସ୍ଥ...

ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ – ପଶ୍ଚିମବଙ୍ଗ ନିର୍ବାଚନରେ ଦୁଇ ଅଙ୍କ ଛୁଇଁବନି ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ଜିତିବାକୁ ତୃଣମୂଳ କଂଗ୍ରେସ ପାଇଁ ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି ପ୍ରଶାନ୍ତ କିଶୋର। ପଶ୍ଚିମବଙ୍ଗ ନିର୍ବାଚନୀ ରାଜନୀତିକୁ ନେଇ ଏବେ ସରଗରମ ପାୱାର କରିଡର। ରାଜନୀତିର ଏହି ପଶାପାଲି ଖେଳରେ ଏଥର ଦିଦିଙ୍କୁ...

ଓଡ଼ିଶାର ପ୍ରତ୍ୟେକ ଛାତ୍ରମାନଙ୍କ ଅଧିକାର ପାଇଁ ଛାତ୍ର କଂଗ୍ରେସର ‘କମ୍ପନ’ ସମାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଛାତ୍ର ସମାଜର ସ୍ୱାର୍ଥ, ସ୍ୱାଭିମାନ ଓ ଅଧିକାର ପାଇଁ ଲଢ଼େଇ କରିବ ଛାତ୍ର କଂଗ୍ରେସ। ରାଜ୍ୟର ପ୍ରତିଟି କଲେଜ, ବିଶ୍ଵବିଦ୍ୟାଳୟକୁ ଯାଇ ଛାତ୍ରମାନଙ୍କ ସହ ଠିଆହେବ କଂଗ୍ରେସ। ଶନିବାର ରାଜ୍ୟ କଂଗ୍ରେସ...

ପୁଣି ରାହୁଲ ଧରିବେ କଂଗ୍ରେସ ମଙ୍ଗ!

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି ସୋନିଆ ଗାନ୍ଧୀ। କଂଗ୍ରେସ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ? ଗାନ୍ଧୀ ପରିବାର ନା ଅଣଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସ ଅଧ୍ୟକ୍ଷ...

ଶାହଙ୍କ ‘ମିଶନ ବେଙ୍ଗଲ’ – ପଦ୍ମ ଶିବିରରେ ଟିଏମସି ନେତା, ଚିନ୍ତାରେ ଦିଦି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ଅମିତ ଶାହ। ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ମମତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଅମିତ ଶାହ। ଶନିବାର ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ...

କାହିଁକି ବାତିଲ୍ ହେଲା ସଂସଦର ଶୀତ ଅଧିବେଶନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତ ଅଧିବେଶନ ବାତିଲ୍ ହେବା ପଛରେ ସଂକ୍ରମଣ ଭୟ ନା ଆଉ କିଛି କାରଣ? ଭାରତରେ ଯେବେ କରୋନା ସଂକ୍ରମଣ ଶିଖର ଛୁଇଁଥିଲା, ସେତେବେଳେ କୋଭିଡ୍ ଗାଇଡଲାଇନ୍ ସହ ସଂସଦର ମୌସୁମୀ ଅଧିବେଶନ...

ଲାଞ୍ଚ ଅଭିଯୋଗ ଥାଇ ବି ଅରୁଣ ବୋଥ୍ରା କିପରି ପରୀ ମାମଲାରେ ତଦନ୍ତ କରୁଛନ୍ତି? – ଲେଖାଶ୍ରୀ ସାମନ୍ତସିଂହାର

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଏସଆଇଟିର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଏସଆଇଟି କେଉଁ ଦେଷୀକୁ ସୁରକ୍ଷା ଯୋଗାଉଛି। ମନ୍ତ୍ରୀ ଅରୁଣ ସାହୁଙ୍କୁ ଏଯାଏ...

ବିଜେପି, କଂଗ୍ରେସ ଉପରେ ବର୍ଷିଲେ ନବୀନ – ବିରୋଧୀ କହିଲେ ବିଜେଡି ପାଖରେ ପ୍ରସଙ୍ଗ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନବୀନ ପଟ୍ଟନାୟକ। ବିଜେପି,କଂଗ୍ରେସ ଭଳି ଜାତୀୟ ଦଳମାନେ କେବଳ ନିର୍ବାଚନ ଜିତିବାକୁ ଗୁରୁତ୍ୱ ଦିଅନ୍ତି। ସରକାର ଗଢ଼ି ରାଜ୍ୟମାନଙ୍କରେ ନିଜ ପତିଆରା...

ପଶ୍ଚିମବଙ୍ଗରେ ଭାଙ୍ଗୁଛି ‘ମମତା ଦୁର୍ଗ’, ବଳ ଗୋଟାଉଛି ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗରେ ୨୦୨୧ରେ ହେବାକୁ ଅଛି ବିଧାନସଭା ନିର୍ବାଚନ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି, ହେଲେ ଏହାପୂର୍ବରୁ ଭାଙ୍ଗିବାରେ ଲାଗିଛି ‘ମମତା ଦୁର୍ଗ’। ପ୍ରଥମେ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ...

ରାଜନୀତିରେ ପରିବାର ଝଡ଼ – ବାପ ପୁଅ, ଭାଇ ଭାଇ ଭିତରେ ଉଠିଛି ପାଚେରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜନୀତିରେ କ୍ଷମତାର ମୋହ ବିଚିତ୍ର। କେତେବେଳେ ଚରମ ଶତ୍ରୁ ସହ ହାତ ମିଶାଇବାକୁ ପଡ଼େ ତ ଆଉ କେତେବେଳେ ପରିବାର ଭିତରେ ଲଢ଼ିବାକୁ ପଡ଼େ। ଚୌକିର ଚିନ୍ତା ବି ଚମତ୍କାର; ସେହି...