ଜଣେ ମହିଳା ଜାଣିପାରେ କି ଉଦ୍ଦେଶ୍ୟ ନେଇ ପୁରୁଷ ତାକୁ ସ୍ପର୍ଶ କରିଥାଏ: ବମ୍ବେ ହାଇକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବମ୍ବେ ହାଇକୋର୍ଟ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ବଲିଉଡର ଜଣେ ପୂର୍ବତନ ଅଭିନେତ୍ରୀଙ୍କ ଅସଦାଚରଣ ମାମଲାର ବିଚାର କରି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କେଉଁ ଉଦ୍ଦେଶ୍ୟ...

ଏପ୍ରିଲ ମାସରେ ରାଜ୍ୟସଭାରେ ବିଜେପିର ସଂଖ୍ୟା ବଢ଼ିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ମାସ ୨୬ରେ ହେବାକୁ ଥିବା ଦ୍ଵିବାର୍ଷିକ ନିର୍ବାଚନ ପରେ  ରାଜ୍ୟସଭାରେ ବିଜେପିର ସଂଖ୍ୟା ବୃଦ୍ଧି ପାଇବ ଏହା ସ୍ପଷ୍ଟ ଦେଖାଯାଉଛି। କିଛି ନହେଲେ ବି ୧୨/୧୩ଟି ଆସନ ବିଜେପିକୁ ମିଳିପାରେ।...

ବିଜୁ ଜୟନ୍ତୀରେ ବଣ୍ଟାଯିବ ‘ପକ୍କା ଘର ଯୋଗ୍ୟତା କାର୍ଡ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ମାର୍ଚ୍ଚ ୫ ତାରିଖରେ ପାଳନ କରାଯିବ। ମାର୍ଚ୍ଚ ୫ରେ କଟକ ବାଲିଯାତ୍ରା ପଡ଼ିଆରେ ଏନେଇ ଏକ ବିଶାଳ ସମାବେଶ ଆୟୋଜନ କରାଯାଉଛି।...

ସୁନ୍ଦରଗଡ଼ବାସୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪୯୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ୧୦୩୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଅନ୍ୟ ଯୋଜନା ଅର୍ଥରେ ବିକାଶମୂଳକ କାର୍ଯ୍ୟକ୍ରମ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ,...

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ ୪୯୪.୯୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ୧୦୩୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୧୦୨ଟି ପ୍ରକଳ୍ପର...

ରାଜ୍ୟସଭା ନିର୍ବାଚନରେ ଭାଗ ନେବେନି ସିପିଏମ୍ ବିଧାୟକ ଅର୍ଜୁନ ମୁଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭାର ଏକମାତ୍ର ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଆଗାମୀ ରାଜ୍ୟସଭା ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହାଫଳରେ କଂଗ୍ରେସ ପ୍ରାର୍ଥୀ ଦେବାର ଯେଉଁ...

ସୋସିଆଲ ମିଡିଆକୁ ବାଏ ବାଏ କହିବେନି ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ୍ ମିଡିଆକୁ ବାଏ ବାଏ କହିବେନି ମୋଦୀ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ୍ ମିଡିଆଠୁ ଦୂରେଇ ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ...

ମୋଦୀଙ୍କୁ ଅପିଲ, ‘‘ଆପଣ ସୋସିଆଲ ମିଡିଆ ଛାଡ଼ିଲେ ଆମେ ବି ଛାଡ଼ିଦେବୁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ପ୍ରିୟ ମୋଦୀଜି ଆପଣ ସୋସିଆଲ ମିଡିଆ ଛାଡ଼ନ୍ତୁ ନାହିଁ। ଆପଣଙ୍କ ଯୋଗୁଁ ଆମେ ସୋସିଆଲ ମିଡିଆ ବ୍ୟବହାର କରୁଛୁ। ଆପଣ ସୋସିଆଲ ମିଡିଆ ଛାଡ଼ିଲେ ଆମେ ବି ସୋସିଆଲ ମିଡିଆ ଛାଡ଼ିଦେବୁ’’,...

ମୋଦୀଙ୍କୁ ଭେଟିଲେ କେଜରିଓ୍ୱାଲ – ଦିଲ୍ଲୀ ହିଂସା, କୋରୋନା ଭାଇରସକୁ ନେଇ ଆଲୋଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିଏଏ ନିଆଁ ଓ କୋରାନା ଭାଇରସ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇଛି। ଏନେଇ ମଙ୍ଗଳବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ଫେବ୍ରୁଆରି ୧୬ରେ...

ଦିଲ୍ଲୀ ହିଂସାକୁ ନେଇ ଭାବୁକ ହେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ହିଂସାକୁ ନେଇ ସାରାଦେଶରେ ଚାଲିଛି ବୟାନବାଜି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭାବୁକ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା।...