ଏନଡିଏରେ ତୁଟିଲା ଆସନ ଭାଗବଣ୍ଟା – ୧୨୧ ଆସନରେ ଲଢ଼ିବ ବିଜେପି, ୧୨୨ରେ ଜେଡିୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ତୁଟିଛି ଆସନ ଭାଗବଣ୍ଟା। ୨୪୩  ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ବିଜେପି ୧୨୧ଟି ଆସନରେ ପ୍ରାର୍ଥୀ ଦେବ। ସେହିପରି ଜେଡିୟୁ ୧୨୨ଟି ଆସନରେ ନିଜର...

ବିହାର ରାଜନୀତି: ପାଶ୍ୱାନଙ୍କ ସ୍ୱପ୍ନ ପୂରଣ ପାଇଁ ଚିରାଗ ସ୍ୱପ୍ନାଭିଳାଷୀ

କମଳାକାନ୍ତ ପତି ପ୍ରାୟ ଚାରି ଦଶନ୍ଧିର ରାଜନୈତିକ କ୍ୟାରିୟର ମଧ୍ୟରେ ବିହାରୀ ନେତା ରାମ ବିଳାଶ ପାଶ୍ୱାନ ଯେଉଁ ସ୍ୱପ୍ନ ପୂରଣ କରିପାରିନାହାନ୍ତି, ତାହାକୁ ବାସ୍ତବ ରୂପ ଦେବା ସକାଶେ ଅଣ୍ଟା ଭିଡ଼ି ଆଗକୁ...

ବିହାରରେ ବିଜେପି ଭୋଟ୍‌କୁ ପ୍ରଭାବିତ କରିବ କି ହାଥରସ୍ ଘଟଣା!

କମଳାକାନ୍ତ ପତି ବିଜେପି ମନରେ ଆଶଙ୍କା। ବିହାରରେ ଦଳିତ ଭୋଟ୍‌ ବ୍ୟାଙ୍କ୍‌କୁ ପ୍ରଭାବିତ କରିବ କି ଉତ୍ତରପ୍ରଦେଶର ହାଥରସ୍‌ରେ ଘଟିଥିବା ଦଳିତ ଯୁବତୀ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା? ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ...

ବିହାର ନିର୍ବାଚନ : ଏନଡିଏ ମେଣ୍ଟ ଗଣିତ ଗଡ଼ବଡ଼, ଏଲଜେପି ଏକୁଟିଆ ଲଢ଼ିବା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାମେଣ୍ଟରେ ଆରଜେଡି ଡ୍ରାଇଭର ସିଟରେ ବସିଥିବା ବେଳେ, ଏନଡିଏ ମେଣ୍ଟରେ କିନ୍ତୁ ଗଣିତ ଛିଣ୍ଡୁନି। ଜେଡିୟୁ ଓ ବିଜେପି ସମାନ ସମାନ ସିଟରେ ନିର୍ବାଚନ ଲଢ଼ିବେ। ଗତକାଲି ଅମିତ ଶାହଙ୍କ ବାସଭବନରେ...

ଜୀବନ ଯୁଦ୍ଧରେ ହାରିଗଲେ ମହାରଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ) : ପ୍ରଦୀପ ମହାରଥୀ ଥିଲେ ଓଡ଼ିଶାର ଜଣେ ଦକ୍ଷ ରାଜନେତା। ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ଜଣେ ଦକ୍ଷ...

ପ୍ରଦୀପ ମହାରଥୀ ଓ ବିଜେଡି – ୧୯୮୫ରୁ ୨୦୨୦ ଯାଏଁ ରାଜନୈତିକ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ଜନତା ଦଳ ଆଜି ଜଣେ ଟାଣୁଆ ନେତାଙ୍କୁ ହରେଇଛି। ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଜେଡିକୁ ଏକ ଅପୂରଣୀୟ କ୍ଷତି ସହିବାକୁ ପଡିଛି। ଆଜି ସେ ସିନା ନାହାନ୍ତି କିନ୍ତୁ ରାଜନୈତିକ...

ଶେଷଯାତ୍ରାରେ ପ୍ରଦୀପ ମହାରଥୀ, ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ଘଟିଛି। ଶନିବାର ବିଳମ୍ବିତ ରାତିରେ ୬୫ ବର୍ଷ ବୟସରେ ମହାରଥୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ତାଙ୍କ...

ଯୁବଚାଷୀଙ୍କୁ କୃଷି ଉଦ୍ୟୋଗୀ କରିବ ନୂଆ କୃଷି ନୀତି: ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ଦ ହେବନି ଏମ୍‌ଏସ୍‌ପି। ବଜାର ସହ ସିଧାସଳଖ ଯୋଡ଼ି ହେବେ ଚାଷୀ। ଚାଷ କେବଳ ଜୀବନ ଜୀବିକା ହୋଇ ରହିବ ନାହିଁ। ଚାଷୀଙ୍କୁ କୃଷି ଉଦ୍ୟୋଗୀରେ ପରିଣତ କରିବ ନୂଆ କୃଷି...

ମହାମେଣ୍ଟର ଛିଣ୍ଡିଲା ଆସନ ଭାଗବଣ୍ଟା  – ୧୪୪ ଆସନରେ ପ୍ରାର୍ଥୀ ଦେବ ଆରଜେଡି, ୭୦ରେ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ଶେଷ ହୋଇସାରିଛି। କରୋନା କାଳରେ ବିହାରରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ଆଜି ମହାମେଣ୍ଟ ନିଜ ନିଜ ଦଳ ଭିତରେ ସିଟ ବୁଝାମଣାକୁ...

ଏଥର ଏକ ତୃତୀୟ ମେଣ୍ଟ ଦେଖିବ କି ବିହାର !

କମଳାକାନ୍ତ ପତି ଏଥର ବିହାର ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ଦେଖିବେ କି ଏକ ତୃତୀୟ ବିକଳ୍ପ ମେଣ୍ଟ? ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରଏଲ୍‌ଏସ୍‌ପିର ନେତା ଉପେନ୍ଦ୍ର କୁଶୱା ବିଏସ୍‌ପି ସହ ହାତ ମିଳାଇନେବା ପରେ...