ଉପ-ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା – ବାଲେଶ୍ୱରରୁ ଲଢ଼ିବେ ମାନସ ଦତ୍ତ, ତିର୍ତ୍ତୋଲରୁ ରାଜକିଶୋର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଦଳ ବାଲେଶ୍ୱରର ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ଓ କଂଗ୍ରେସରୁ ଆସି...

ବିହାର ନିର୍ବାଚନ: କଂଗ୍ରେସରେ ବିଦ୍ରୋହୀ ହେଲେ ଷ୍ଟାର ପ୍ରଚାରକ

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୨୮ରେ ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। କଂଗ୍ରେସ ଏଥର ମହାମେଣ୍ଟରେ ସାମିଲ ହୋଇଛି। ପ୍ରଚାର ଆରମ୍ଭ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା, ଯେଉଁ ନେତାମାନେ ୨ ମାସ ତଳେ ବିଦ୍ରୋହ...

ବିହାରରେ ଭାଗ ହେବ ଦଳିତ-ମୁସଲିମ୍ ଭୋଟ୍‌!

କମଳାକାନ୍ତ ପତି ନୂଆ ସମୀକରଣକୁ ଜନ୍ମ ଦେଲା ଉପେନ୍ଦ୍ର ଖୁସୱାଙ୍କ ନେତୃତ୍ୱରେ ଗଠିତ ବିକଳ୍ପ ତୃତୀୟ ମେଣ୍ଟ। ମେଣ୍ଟରେ ଅସହୁଦ୍ଦିନ୍ ଓୟେସିଙ୍କ ଯୋଗଦାନ ବିହାରରେ ଦଳିତ - ମୁସଲମାନ ଭୋଟ୍ ବ୍ୟାଙ୍କକୁ ଭାଗ ଭାଗ...

ସାଂସଦ ଅପରାଜିତାଙ୍କ ବିରୋଧରେ କେନ୍ଦ୍ରକୁ ଚିଠି ଲେଖିଲେ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଚିଠି। ତାଙ୍କ ନାଁରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଫେରାଦ ହୋଇଛନ୍ତି ରାଜ୍ୟ ଶକ୍ତି, ଗୃହ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର...

ପ୍ରକାଶ ପାଇଲା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ୨ଟି ଉପନିର୍ବାଚନ ତଥା ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୧୬...

୫ ଦଶନ୍ଧିର ରାଜନୈତିକ ଯାତ୍ରା- ୬୦ ଦଶକର ଛାତ୍ର ଆନ୍ଦୋଳନରୁ ପାଲଟିଥିଲେ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୬୦ ଦଶକରେ ଜୟପ୍ରକାଶ ନାରାୟଣଙ୍କ ଛାତ୍ର ଆନ୍ଦୋଳନ ବେଳେ ବିହାରର ଯେଉଁ ଛାତ୍ର ନେତାମାନେ ଚର୍ଚ୍ଚାକୁ ଆସିଥିଲେ, ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ରାମ ବିଳାସ ପାଶ୍ୱାନ। ଦେଶର ଜରୁରିକାଳୀନ ସ୍ଥିତିରେ ...

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ – ପୁଅ ଚିରାଗଙ୍କ ଟୁଇଟ୍ ‘ମିସ୍ ୟୁ ପାପା’

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ତଥା ଏଲ୍‌ଜେପି ନେତା ରାମବିଳାସ ପାଶ୍ୱାନଙ୍କ ଗୁରୁବାର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପରଲୋକ ସମ୍ପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟୁଇଟ୍ କରି ସୂଚନା...

ବିଜେଡି ଏବେ ତିର୍ତ୍ତୋଲ ଓ ବାଲେଶ୍ୱର ମୁହାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭାର ବର୍ଷା କାଳୀନ ଅଧିବେଶନ ଶେଷ ହେବା ପରେ ଶାସକ ବିଜେଡିର ନଜର ଏବେ ତିର୍ତ୍ତୋଲ ଓ ବାଲେଶ୍ୱର ଏହି ଦୁଇ ଉପନିର୍ବାଚନ ଉପରେ। ଆସନ୍ତା ମାସ ୩ରେ ଏଠି ଭୋଟ...

ବିଧାୟକ ନ ଥାଇ ୬ଥର ମୁଖ୍ୟମନ୍ତ୍ରୀ ହେଲେଣି ନୀତୀଶ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ମୁଖ୍ୟମନ୍ତ୍ରୀ ଭାବେ ୬ ଥର ଶପଥ ନେଇଥିବା ଜେଡିୟୁ ନେତା ନୀତୀଶ କୁମାର ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଥରେ ବି ବିଧାୟକ ହୋଇନାହାନ୍ତି। ବିହାର ବିଧାନସଭା ନିର୍ବାଚନ ବେଳେ ତାଙ୍କ...

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଦିନକ ପୂର୍ବରୁ ଗୃହ ମୁଲତବି

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ବିଧାନସଭା ଅଧିବେଶନ। ମଙ୍ଗଳବାର ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଚଳିତ ବର୍ଷର ଐତିହାସିକ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବି ଘୋଷଣା କରିଛନ୍ତି। କରୋନା ମହାମାରୀ...