‘‘ଆମର ଇଞ୍ଚେ ଜମି ଉପରେ କେହି ଆଖି ଉଠାଇ ପାରିବେନାହିଁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଭାରତୀୟ ସେନା କୌଣସି ଗୁଣରେ କମ୍‌ ନୁହନ୍ତି। ଆମ ସେନା ବାହିନୀ ପାଖରେ ଯଥେଷ୍ଟ ଶକ୍ତି ଏବଂ ସାମର୍ଥ୍ୟ ରହିଛି। ଆମର ଗୋଟିଏ ଇଞ୍ଚ ଜମି ତ ନେବା କଥା, କେହି...

ମୋଦୀଙ୍କ ସର୍ବଦଳୀୟ ବୈଠକରେ ସୋନିଆ ପଚାରିଲେ – ଚୀନ ବାବଦରେ ଆଗୁଆ ଇଣ୍ଟେଲେିଜେନ୍ସ ରିପୋର୍ଟ ମିଳି ନଥିଲା କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଲଦାଖରେ ଭାରତ ଓ ଚୀନ ଭିତରେ ଯେଉଁ ସଂଘର୍ଷପୂର୍ଣ୍ଣ ବିବାଦ ଦେଖାଦେଇଛି ତାକୁନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ,...

ରାଜ୍ୟ ଯୁବ କଂଗ୍ରେସ କମିଟି ସଭାପତି ହେଲେ ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ନିଯୁକ୍ତ ପାଇଛନ୍ତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା। ଏନେଇ ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଅଖିଳ ଭାରତୀୟ...

ନୟାଗଡ଼: ଗୃହ ସଚିବଙ୍କ ପ୍ରତିଶ୍ରୁତି ପରେ ଓଏଏସ୍ ସଂଘର କଲମଛାଡ଼ ଆନ୍ଦୋଳନ ସ୍ଥଗିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼: ଦଶପଲ୍ଲା ପୂର୍ବତନ ବିଡିଓଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ସଂଶ୍ଲଷ୍ଟ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ନୟାଗଡ଼ ଓଏଏସ୍ ସଂଘ ଅଟଳ ରହିଛି। ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।...

ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି – ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟ ଯାହା ରାୟ ଦେଇଛନ୍ତି ତାହାକୁ ରାଜ୍ୟ ସରକାର ପାଳନ କରିବେ। ଶ୍ରୀମନ୍ଦିର ପରିସରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁପାଳନ କରାଯିବ ବୋଲି ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। କରୋନା ପାଇଁ...

ଖରିଫ୍‌ ଚାଷର ଅଗ୍ରଗତି ସମ୍ପର୍କରେ ସମୀକ୍ଷା – ଜୀବିକା ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୀବିକା ଅର୍ଜନ ପାଇଁ ୨୦୦ କୋଟି ଟଙ୍କାର ପ୍ୟାକେଜ ୨୫ ଲକ୍ଷ ଚାଷୀ ହେବେ ଉପକୃତ କୃଷିଜାତ ସାମଗ୍ରୀର ବିକ୍ରିବଟା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ମୋ’ ପୋଖରୀ ଯୋଜନାରେ...

ଭୁବନେଶ୍ୱରରେ ପହଞ୍ଚିଲା ଦୁଇ ସହିଦଙ୍କ ପାର୍ଥିବ ଶରୀର – ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶେଷ ସମ୍ମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଲଦାଖର ଗଲୱାନ ଘାଟିରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦୁଇ ସହିଦଙ୍କ ମର ଶରୀର ଭୁବନେଶ୍ୱର...

ମୋଦୀଙ୍କ ସହ ଆଲୋଚନା କଲେ ନବୀନ, ୩ ଦାବି ରଖିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂରେ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। କରୋନାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଆଲୋଚନା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଦଶପଲ୍ଲା ପୂର୍ବତନ ବିଡିଓଙ୍କୁ ଆକ୍ରମଣ ଉଦ୍ୟମର ପ୍ରତିବାଦ – କଳାବ୍ୟାଚ୍ ପିନ୍ଧି ଅଫିସ ଆସିଲେ ଓଏଏସ୍ ଅଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିଯୁକ୍ତଙ୍କୁ ଗିରଫ କର, ନହେଲେ କଲମ ଛାଡ଼ ରାଜ୍ୟ ଓଏଏସ୍ ସଂଘର ସମର୍ଥନ ଏସ୍ ପି କହିଲେ ପୋଲିସ୍ ଉପରେ ବିଶ୍ୱାସ ରଖିବା ଉଚିତ ଦଶପଲ୍ଲା ପୂର୍ବତନ ବିଡିଓ ଦେବୀ ପ୍ରସାଦ...

ଜଳ, ସ୍ଥଳ, ଆକାଶ – ତିନି ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଘଟିଥିବା ହିଂସାତ୍ମକ କାଣ୍ଡ ଓ ନର ସଂହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ପୂରା ଆକ୍ସନ ମୁଡ୍‌ରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ...