ଲକ୍ଡାଉନ ଆଉ ୨ ସପ୍ତାହ ବଢ଼ିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଲକଡାଉନକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିପାରନ୍ତି। ଏହିଭଳି ଏକ ଖବର ଆସୁଛି। ମେ’ ୩୧ରେ ଶେଷ ହେଉଥିବା ତାଲା ବନ୍ଦକୁ ଜୁନ ୧୪ ପର୍ଯ୍ୟନ୍ତ ବଢ଼ା ଯାଇପାରେ।...
ଭାରତ-ଚୀନ୍ ସୀମା ବିବାଦ – ମଧ୍ୟସ୍ଥତା କରିବାକୁ କହିଲେ ଟ୍ରମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଚୀନ୍ ସୀମା ବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଛନ୍ତି। ସେ ନିଜେ ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି।
ଟୁଇଟ୍ କରି ଟ୍ରମ୍ପ ଲେଖିଛନ୍ତି, “ଆମେ...
କଂଗ୍ରେସର ‘ସ୍ପିକ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମ – ସୋସିଆଲ ମିଡିଆରେ ଯୋଡ଼ିହେବେ ୫୦ ଲକ୍ଷ ଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଗରିବ, ପ୍ରବାସୀ ଶ୍ରମିକ ଏବଂ ଚାଷୀଙ୍କ ହକ୍ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ‘ସ୍ପିକ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସକାଳ ୧୧ଟାରୁ ଦିନ...
କରୋନା ବେଳେ ବାତ୍ୟାଞ୍ଚଳ ଗସ୍ତ କଲେ ବୈଜୟନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଫେରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାର ବାତ୍ୟାଞ୍ଚଳ ପରିଦର୍ଶନକୁ ନେଇ ଅଡୁଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବାତ୍ୟାଞ୍ଚଳ ପରିଦର୍ଶନ ବେଳେ ବୈଜୟନ୍ତ କୋଭିଡ୍-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଖୋର୍ଦ୍ଧାର ରାଜେଶ ପାଲ୍...
ମୋଦୀଙ୍କ ଦ୍ୱିତୀୟ ପାଳି ସରକାରକୁ ପୂରିବ ବର୍ଷେ, ବିଜେପି କରିବ ଭର୍ଚୁଆଲ ରାଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜିଟାଲ ପ୍ଲାଟଫର୍ମ ଜରିଆରେ ୧୦ କୋଟି ଲୋକଙ୍କୁ ଯୋଡ଼ିବ ବିଜେପି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ମେ’ ୩୦ରେ ବର୍ଷେ ପୂରିବ। ବିଜେପି ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି। ଏହି...
ମୋଦୀଙ୍କୁ ପଚାରିଲେ ରାହୁଲ – ଆପଣଙ୍କ ଲକ୍ଡାଉନ୍ ଫେଲ୍, ଆଗାମୀ ଷ୍ଟ୍ରାଟେଜି କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଉଡାଉନକୁ ନେଇ ମୋଦୀଙ୍କୁ ଘେରିଲେ ରାହୁଲ ଗାନ୍ଧୀ।
କରୋନା ଭାଇରସ୍ ଏବଂ ଲକ୍ଡାଉନ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଭିଡିଓ ବାର୍ତ୍ତା ଜାରି କରି...
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବ?
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଏହି ପରିସ୍ଥିତିରେ ଉଦ୍ଧବ ଠାକରେ ସରକାର ତିଷ୍ଠିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ...
କେବେଠୁ ଗଡ଼ିବ ବସ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ବସ୍ ଚଳାଚଳ ପାଇଁ କୌଣସି ସମାଧାନର ରାସ୍ତା ବାହାରି ପାରୁନି।
ସରକାରଙ୍କ ନୂଆ ନିୟମ ଅନୁଯାୟୀ ଆଜିଠୁ ଅଟୋ ଗଡ଼ିଛି। ଦୁଇ ଜଣ ଯାତ୍ରୀଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟୋ ଚଳାଚଳ...
ଛତିଶଗଡ଼ ମିନପା ଜଙ୍ଗଲରେ ମାଓବାଦୀ-ଯବାନ କେମିତି ହୋଇଥିଲେ ମୁହାଁମୁହିଁ? ଭିଡିଓ ଜାରି କଲା ମାଓବାଦୀ ସଙ୍ଗଠନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୨୧ରେ ମିନପା ଜଙ୍ଗଲରେ ଯବାନ-ମାଓବାଦୀଙ୍କ ଭିତରେ ହୋଇଥିଲା ଗୁଳିବିନିମୟ।
ମାଓବାଦୀ ସଙ୍ଗଠନ ନିଷ୍କ୍ରିୟ ହୋଇନି, ଏବେ ବି ସକ୍ରିୟ ରହିଛି। ମାଓବାଦୀ ସଙ୍ଗଠନ ସୁଦୃଢ଼ ଥିବା ଆଜି ଏକ ଭିଡିଓରୁ ଜଣାପଡ଼ିଛି।...
ସରକାରଙ୍କୁ ପ୍ରଶ୍ନ କଲା ବସ୍ ମାଲିକ ସଂଘ – କର୍ମଚାରୀଙ୍କ ପାଇଁ କ’ଣ ସ୍ପେଶାଲ ପ୍ୟାକେଜ ଘୋଷଣା କରିଛ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାର କହିଲେ ଆଜିଠୁ ରାଜ୍ୟରେ ବସ୍ ଗଡ଼ିବ। ହେଲେ ମାଲିକ ସଂଘ ରାଜି ହେଉନି। ବସ୍ କର୍ମଚାରୀଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କରିଛି ସଂଘ।
‘‘ବସ୍ଗୁଡ଼ିକ ଏବେ ଚାଲିବା ସ୍ଥିତିରେ ନାହିଁ।...




















