କଂଗ୍ରେସକୁ ତଡ଼ି ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ହୋଇଛି ବିଜେପି – ଅମିତ ଶାହ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘କଂଗ୍ରେସକୁ ଗତ ବିଧାନସଭା ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିଛନ୍ତି ଓଡ଼ିଶାବାସୀ। କଂଗ୍ରେସକୁ ପଛକୁ ଠେଲି ବିଜେପି ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି। ଓଡ଼ିଶାବାସୀଙ୍କ ସ୍ୱର ପାଲଟିଛି ବିଜେପି। ନିର୍ବାଚନରେ...

ଦିଲ୍ଲୀ ହିଂସା – ବିଜେପି କହିଲା ‘ରାଜଧର୍ମ’ ନାଁରେ ଲୋକଙ୍କୁ ନ ଉସକାଉ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ ରାଜନୀତିକ ବୟାନବାଜି ଲାଗି ରହିଛି। ଗୁରୁବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏହି ଘଟଣା ପାଇଁ ବିଜେପିକୁ ନିନ୍ଦା କରିଥିଲା ବେଳେ ବିଜେପି ଆଜି ଏହାର ଜବାବ...

ଅମିତ ଶାହଙ୍କୁ ନବୀନ ଖୁଆଇଲେ ଟମାଟୋ ଚଟଣୀ, ବାଇଗଣ ଭଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ...

ଅମିତ ଶାହଙ୍କ ଗସ୍ତକୁ କଂଗ୍ରେସର ବିରୋଧ – ଭୁବନେଶ୍ୱରରେ କୁଶପୁତ୍ତଳିକା ଦାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ତୀବ୍ର ବିରୋଧ କରିଛି ରାଜ୍ୟ କଂଗ୍ରେସ। ଶୁକ୍ରବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅମିତ ଶାହ ଓଡ଼ିଶା ଆସିଥିଲା ବେଳେ କଂଗ୍ରେସ ଶାହଙ୍କ ଗସ୍ତକୁ...

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ: ଓଡ଼ିଶାକୁ ‘ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌’ ମାନ୍ୟତା ଦାବି କଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସେବା ଭବନରେ ଆୟୋଜିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୪ଟି ପ୍ରସଙ୍ଗ ଉଠାଇଲେ ନବୀନ। ଓଡ଼ିଶାକୁ ସ୍ପେଶାଲ ଫୋକସ୍‌...

ନବୀନ ନିବାସରେ ଖାଇବେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶୁକ୍ରବାର ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଓ ସିଏଏ ସମର୍ଥନ ସମାବେଶରେ ଭୁବନେଶ୍ୱର ଆସିଥିବା ଅମିତ ଶାହଙ୍କ ସହ...

ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହଙ୍କୁ  ବିମାନବନ୍ଦରରେ ଦଳୀୟ କର୍ମକର୍ତ୍ତାମାନେ ଭବ୍ୟ ସ୍ୱାଗତ କରିଛନ୍ତି। ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପିର ରାଷ୍ଟ୍ରୀୟ...

ଆଜି ଓଡ଼ିଶା ଆସୁଛନ୍ତି ଶାହ, ସିଏଏ ସପକ୍ଷରେ ଦେବେ ଉଦବୋଧନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୃହମନ୍ତ୍ରୀ ହେବାପରେ ଏହା ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଶାହ ଆଜି ସକାଳ ୧୦ଟା ୧୦ ମିନିଟ୍ ସମୟରେ...

କଳିଙ୍ଗନଗର ହେବ ବିଶ୍ୱ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦୋୟ ମିସନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବ। ଏହାସହ ଏହି ମିସନରେ ଓଡ଼ିଶାର କଳିଙ୍ଗନଗରର ବିକାଶ ହୋଇପାରିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ...

ଆସନ୍ତାକାଲି ଆସିବେ ଅମିତ ଶାହ, ଆଜି ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକସେବା ଭବନରେ ନବୀନଙ୍କୁ ଧର୍ମେନ୍ଦ୍ର ଭେଟି ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଭେଟ୍‌ଘାଟ୍‌ ସରକାରୀ...