ଦିଲ୍ଲୀରେ ସିଏଏ ନିଆଁ – ଆପ୍ ନେତାଙ୍କ ଚିନ୍ତା ବଢ଼ାଇଲେ କେଜରିୱାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ଆଇନକୁ ନେଇ ଗତ ତିନି ଦିନ ହେଲା ଦିଲ୍ଲୀ ଜଳୁଛି। ସପକ୍ଷବାଦୀ ଏବଂ ବିପକ୍ଷବାଦୀ ଗୋଷ୍ଠୀଙ୍କ ଭିତରେ ମୁହାଁମୁହିଁ ଏବଂ ଢେଲାମାଡ଼ ହେବାରୁ ୩୫ ଜଣଙ୍କର ପ୍ରାଣହାନି ଘଟିଛି।...

ଦିଲ୍ଲୀ ହିଂସାକାଣ୍ଡ ପାଇଁ ପ୍ୟାକେଜ୍ ଘୋଷଣା କଲେ କେଜରିୱାଲ୍ – ମୃତକଙ୍କ ପରିବାରକୁ ୧୦ ଲକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ମୃତକଙ୍କ ପରିବାରକୁ ମିଳିବ ୧୦ଲକ୍ଷ ଟଙ୍କା ନାବାଳକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆହତମାନଙ୍କୁ ମିଳିବ ୨୦ ହଜାର ଘର ଓ ଦୋକାନ ପାଇଁ ମିଳିବ ୫...

ବିଜୁ ଜୟନ୍ତୀକୁ ୧୫ ଦିନ ଧରି ପାଳିବ ବିଜେଡି, ମାର୍ଚ୍ଚ ୫ରେ ରାଜ୍ୟସ୍ତରୀୟ ସମାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀକୁ ୧୫ ଦିନ ଧରି ପାଳନ କରିବ ବିଜେଡି। ଏନେଇ ଗୁରୁବାର ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ସୂଚନା ଦିଆଯାଇଛି। ମାର୍ଚ୍ଚ ୫ରୁ ୨୦...

ଶୁକ୍ରବାର ଭୁବନେଶ୍ୱର ଆସିବେ ଅମିତ ଶାହ – ଜନତା ମଇଦାନରେ ଭୂମି ପୂଜା କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ସିଏଏ ସମର୍ଥନରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏଥିପାଇଁ ବିଜେପି ପକ୍ଷରୁ ଜନତା ମଇଦାନରେ ଭୂମି...

ଶୁକ୍ରବାର ଓଡ଼ିଶା ଆସିବେ ଅମିତ ଶାହ – ସିଏଏ ସମର୍ଥନରେ ଦେବେ ଉଦବୋଧନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଏହା ହେଉଛି ଶାହଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଶୁକ୍ରବାର ସକାଳ...

ରାଜ୍ୟସଭା ପଦ – ଇତିହାସର ପୁନରାବୃତ୍ତି ହେବ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଇତିମଧ୍ୟରେ ଭାରତର ନିର୍ବାଚନ କମିସନଙ୍କ ଦ୍ୱାରା ଦ୍ଵିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଓଡ଼ିଶାର ୪ଟି ସମେତ ମୋଟ ୫୫ଟି ଖାଲି ପଡୁଥିବା ଆସନ ପାଇଁ ମାର୍ଚ୍ଚ ୨୬ରେ...

ବିଧାନସଭାରେ ଉଠିଲା ରାସନ କାର୍ଡ ଝଡ଼ – ବିରୋଧୀଙ୍କ ପ୍ରଶ୍ନରେ ଘାଇଲା ହେଲେ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ସୁଦ୍ଧା କାହିଁକି ରାଜ୍ୟର ଅନେକ ଗରିବ ଲୋକ ଚାଉଳ ପାଇପାରୁନାହାନ୍ତି? ଆବେଦନ କରିବାର ୨୪ ଘଣ୍ଟା ମଧ୍ୟରେ ରାସନ କାର୍ଡ ମିଳିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ...

ଦିଲ୍ଲୀ ହିଂସାକାଣ୍ଡ ସୁଚିନ୍ତିତ ଷଡ଼ଯନ୍ତ୍ର କହିଲେ ସୋନିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ହିଂସାକୁ ନେଇ ସିଧାସଲଖ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ଦିଲ୍ଲୀରେ ହିଂସା ପାଇଁ ବିଜେପି ପ୍ରସ୍ତୁତି କରିଥିଲା ବୋଲି କଂଗ୍ରେସ ସଭାପତି ସୋନୀଆ ଗାନ୍ଧୀ ବୁଧବାର ସାମ୍ବାଦିକ ସମ୍ମିଳନୀ କରି...

ଓଡ଼ିଶାରେ ମମତା ବାନାର୍ଜୀ – ପୂର୍ବାଞ୍ଚଳ ଜୋନାଲ କାଉନ୍‌ସିଲ ବୈଠକରେ ହେବେ ସାମିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ସେ ମଙ୍ଗଳବାର ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ସେ ସିଧାସଳଖ ପୁରୀ ଅଭିମୁଖେ ଯାଇଥିଲେ। ଆଜି ସେ...

୮ମ ଥର ଲାଗି ନବୀନ ପୁଣି ହେଲେ ବିଜେଡି ସଭାପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାତର ଅଷ୍ଟମ ଥର ଲାଗି ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟାନାୟକ। ଦଳୀୟ କାର୍ଯ୍ୟାଳୟରେ ବସିଥିବା ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ...