ଓଡ଼ିଶା ବଜେଟ୍-୨୦୨୦: ଆଇପ୍ୟାଡ୍ରୁ ବଜେଟ୍ ପଢ଼ିଲେ ଅର୍ଥମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଏହା ହେଉଛି ଦ୍ଵିତୀୟ ବଜେଟ୍। ନିରଞ୍ଜନ ପୂଜାରୀ ଦ୍ୱିତୀୟ...
ଏଥର ବହି ବଦଳରେ ପେନ୍ଡ୍ରାଇଭରେ ଆସିଲା ବଜେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଜେଟ୍ ପୁସ୍ତିକା ଭେଟି ଦେଇଥାନ୍ତି । ହେଲେ...
ଓଡ଼ିଶା ବଜେଟ୍-୨୦୨୦: ଏଥର ଡିଜିଟାଲ ମେଥଡ୍ରେ ଉପସ୍ଥାପିତ ହେବ ବଜେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ କିଛି ସମୟ ପରେ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବ ବଜେଟ୍। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ବର୍ଷ ପ୍ରଥମ ଥର...
ଗ୍ରାମାଞ୍ଚଳରେ ଦୟନୀୟ ରାସ୍ତା – ସରକାରଙ୍କୁ ଘେରିଲେ ଶାସକ ଓ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାମାଞ୍ଚଳରେ ଦୟନୀୟ ରାସ୍ତାକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ଉଭୟ ଶାସକ ଓ ବିରୋଧୀ।ବିଧାନସଭା ଅଧିବେଶନ ପ୍ରଶ୍ନକାଳରେ ବିଜେଡି ବିଧାୟକ ମନୋହର ରନ୍ଧାରୀ, ଅନନ୍ତ ଦାସ, ବିରୋଧୀ ଦଳ ଉପନେତା...
ଆଜି ରାଜ୍ୟ ବଜେଟ୍: ରାଜ୍ୟବାସୀଙ୍କ ଲାଗି ଅର୍ଥପେଡ଼ି ଖୋଲିବେ ନିରଞ୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଗୃହରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍ ଉପସ୍ଥାପନ କରିବେ।
ଚଳିତ ବଜେଟର ବିଭିନ୍ନ ମନ୍ଦିର ସମେତ କଟକରେ ଦ୍ୱିତୀୟ...
ହାଇକୋର୍ଟରେ ଗଞ୍ଜାମ ବସ୍ ଟ୍ରାଜେଡି, ରାଜ୍ୟ ସରକାରଙ୍କୁ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ବସ୍ରେ ବିଜୁଳି ତାର ବାଜି ୧୧ ଜଣଙ୍କ ପ୍ରାଣହାନୀ ଘଟଣାରେ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ହରପ୍ରିୟା ପଟେଲ୍ ନାମକ ଜଣେ...
ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ – ‘‘ଅଗଷ୍ଟ ୧୫ରୁ ଲୋକଙ୍କୁ ଅନଲାଇନ୍ ଜରିଆରେ ମିଳିବ ସବୁ ସୁବିଧା’’
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଅଗଷ୍ଟ ୧୫ ତାରିଖରୁ ଲୋକମାନଙ୍କୁ ଆଉ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ହାତ ପାହାନ୍ତାରେ ସବୁ ସରକାରୀ ସୁବିଧା ମିଳିବ। ଅନ୍ଲାଇନ୍ ଜରିଆରେ ସବୁ ସରକାରୀ ସୁବିଧା ଉପଲବ୍ଧ...
ଭୁବନେଶ୍ୱର ଖାରବେଳନଗରରେ ଖୋଲିଲା ଆହାର କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଖାରବେଳନଗରରେ ଖୋଲିଲା ଆହାର କେନ୍ଦ୍ର। ଗରିବ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ କିପରି ସୁବିଧାରେ ଖାଦ୍ୟ ପାଇପାରିବେ ସେହି ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି କେନ୍ଦ୍ର...
ପଛୁଆ ବର୍ଗ ଚିହ୍ନଟ ପାଇଁ ହେବ ସର୍ଭେ, ବିଧାନସଭାରେ ପାରିତ ହେଲା ବିଲ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟରେ ପଛୁଆବର୍ଗଙ୍କ ଚିହ୍ନଟ ପାଇଁ ହେବ ସ୍ୱତନ୍ତ୍ର ସର୍ଭେ। ଏଥିପାଇଁ ବିଧାନସଭାରେ ସୋମବାର ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (ସଂଶୋଧନ) ବିଲ୍-୨୦୨୦ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଅନୁପଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ଷ୍ଟ୍ରାଟେଜି ତିଆରି କରୁଛି ଛତିଶଗଡ଼ ପୋଲିସ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିନ ଯେତିକି ଗଡୁଛି ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ସେତିକି ଟୁଇଷ୍ଟ ଆସୁଛି। ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଛତିଶଗଡ଼ ପୋଲିସ ଷ୍ଟ୍ରାଟେଜି...



















