ଚାଷୀମାନଙ୍କର ଆୟ ବଢ଼ିଛି, ବହୁ ଯୁବକ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି – ଡକ୍ଟର ଅରୁଣ କୁମାର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=v3a6Kg2CUzs]
‘କୃଷି ଓଡ଼ିଶା-୨୦୨୦’ରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଲେ - ଯୁବ ଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ରାଜ୍ୟ ଓ...
ଏଣିକି ଅନ୍ଲାଇନ୍ରେ ସମ୍ପତ୍ତି ଟିକସ ପଇଠ କରିପାରିବେ ପୌରାଞ୍ଚଳବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ଲାଇନ୍ ସମ୍ପତ୍ତି ଟିକସ ବ୍ୟବସ୍ଥା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୧୧୪ ପୌରାଞ୍ଚଳ ବାସିନ୍ଦା ପାଇବେ ସୁବିଧା
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ
ଟିକସ ଆଦାୟ ବୃଦ୍ଧି...
‘କୃଷି ଓଡ଼ିଶା-୨୦୨୦’: ଦ୍ୱିତୀୟ ଦିନରେ କ’ଣ ରହିଛି କାର୍ଯ୍ୟକ୍ରମ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଜନତା ମଇଦାନରେ ସୋମବାରଠାରୁ ଶୁଭାରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି କୃଷି ମହାକୁମ୍ଭକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।
ପ୍ରଥମ ଦିନ କୃଷି ସହ ଜଡ଼ିତ ବିଭିନ୍ନ...
ଉଠୁଛି ପଡୁଛି ଦିଲ୍ଲୀ – କେଜରିଓ୍ଵାଲଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସ୍ତ୍ରୀ-ଝିଅ-ପୁଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଅରବିନ୍ଦ କେଜରିଓ୍ଵାଲଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ, ପୁଅ ଓ ଝିଅ।
ଦିଲ୍ଲୀ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ବିଭିନ୍ନ ଦଳ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ...
ଚାଷୀଙ୍କ ପାଇଁ ନୂଆ ନୀତି ‘ସମୃଦ୍ଧି’ – କ’ଣ ଅଛି ଏଥିରେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ଜନତା ମଇଦାନରେ ‘କୃଷି ଓଡ଼ିଶା –୨୦୨୦’ରେ ଉନ୍ମୋଚିତ ହୋଇଛି ନୂଆ କୃଷି ନୀତି ‘ସମୃଦ୍ଧି’
ବଦଳୁଥିବା ସମୟ ସହିତ ତାଳ ଦେଇ ଏବେ ବଦଳିବ କୃଷିର ଶୈଳୀ। କୃଷକ ହେବେ ସମୃଦ୍ଧ।...
କୃଷକଙ୍କ ଆୟ ବୃଦ୍ଧି କରିବ ୨୦୨୦ କୃଷି ନୀତି ‘ସମୃଦ୍ଧି’: ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=tD8y8wlmjMg]
ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହେଲା ‘କୃଷି ଓଡ଼ିଶା’
ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୨୦୨୦ କୃଷି ନୀତି ‘ସମୃଦ୍ଧି’ ଲୋକାର୍ପିତ
୫ ଦିନ ଯାଏଁ ଚାଲିବ...
ଜେ ପି ନଡ୍ଡା କହିଲେ – “ଆମର ଗୋଟିଏ ଲକ୍ଷ୍ୟ, ସାରା ଦେଶରେ ଫୁଟିବ ପଦ୍ମ”
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିର ନୂଆ ଅଧ୍ୟକ୍ଷ ହେଲେ ଜେ ପି ନଡ୍ଡା।
“ସାରା ଦେଶରେ ପଦ୍ମ ଫୁଲ ଫୁଟିବ। ଯେଉଁ ରାଜ୍ୟଗୁଡ଼ିକରେ ବିଜେପିର ସରକାର ନାହିଁ ଆଗାମୀ ଦିନରେ ସେହି ରାଜ୍ୟରେ ବିଜେପି ସରକାର ଗଠନ...
ରାଲି କରୁ କରୁ ଡେରି ହେଇଗଲା, ପ୍ରାର୍ଥିପତ୍ର ଦାଖଲ କରିପାରିଲେନି କେଜରିୱାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଲିରେ ଭିଡ଼ ହେତୁ ସୋମବାର ନିଜର ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।
ରାଲି କରିବାକୁ ଏତେ ସମୟ ନେଲେ ଯେ ନିଜେ ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କରିପାରିଲେନି।...
ବଜେଟ୍ ପୂର୍ବରୁ କାହିଁକି ହୁଏ ହଲଓ୍ୱା ଉତ୍ସବ? ଜାଣନ୍ତୁ ପରମ୍ପରା…
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଜାନୁଆରି ୩୧ ଆରମ୍ଭ ହେବ ସଂସଦରେ ବଜେଟ ଅଧିବେଶନ। ଫେବ୍ରୁଆରି ୧ରେ ବଜେଟ ଉପସ୍ଥାପନ କରିବେ ଅଥର୍ମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ଉପସ୍ଥାପନ ପୂର୍ବରୁ ସୋମବାର ହଲଓ୍ୱା ଉତ୍ସବ ଅନୁଷ୍ଠିତ...
ଜେପି ନଡ୍ଡା ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ଜେପି ନଡ୍ଡା। ପୂର୍ବରୁ ସେ କାର୍ଯ୍ୟକାରୀ ସଭାପତି ଥିଲେ ବର୍ତ୍ତମାନ ସେ ପୂର୍ଣ୍ଣକାଳୀନ ସଭାପତି ହୋଇଛନ୍ତି। ସଭାପତି ପାଇଁ ସେ ନିର୍ଦ୍ଵନ୍ଦ୍ଵରେ...




















