ଏସ୍ସିବିର ଦ୍ୱିତୀୟ କ୍ୟାମ୍ପସ ପାଇଁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ – ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱସ୍ତରରେ ପରିଚିତ ହେବ କଟକ ଏସ୍ସିବି। ୬ ଲେନ୍ ବିଶିଷ୍ଟ ହେବ କଟକ ରିଂ ରୋଡ୍।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା...
କୃଷି ପାଇଁ ପ୍ରତି ବ୍ଲକରେ ହେବ ସ୍ୱତନ୍ତ୍ର ବୈଠକ: ପଞ୍ଚାୟତିରାଜ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘କୃଷି ଓଡ଼ିଶା-୨୦୨୦’ର ତୃତୀୟ ଦିନ
‘କୃଷି ଓଡ଼ିଶା’ ରେ ବୁଧବାର ଥିଲା ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ
ଯୋଗଦେଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା
ଚାଷୀଙ୍କୁ ସଚେତନ କରିବାର ଦାୟିତ୍ୱ ପଞ୍ଚାୟତ...
ଭାବମୂର୍ତ୍ତି ରକ୍ଷା ପାଇଁ କଂଗ୍ରେସର ଉଦ୍ୟମ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିବାଦ ଓ ସଙ୍କଟ କଂଗ୍ରେସର ପିଛା ଛାଡ଼ିବା ନାଁ ଧରୁନାହିଁ। ଗତ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ନେତାମାନେ ଏକେତ କୂଳ କିନାରା ପାଉନାହାନ୍ତି। ଗତ ସପ୍ତାହରେ...
ଏସ୍ସିବିର ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ ବୁଲି ଦେଖିଲେ 5-T ସଚିବ ପାଣ୍ଡିଆନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋର ୫ଟାରୁ କଟକ ଏସ୍ସିବି ମେଡିକାଲରେ ପହଞ୍ଚିଲେ 5-T ସଚିବ ଭିକେ ପାଣ୍ଡିଆନ୍। କଟକ ହାଡିଆପଠାଠାରେ ଏସ୍ସିବିର ଦ୍ୱିତୀୟ କ୍ୟାମ୍ପସ୍ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାର ଅନୁଧ୍ୟାନ କରିଥିଲେ ପାଣ୍ଡିଆନ୍।
କଟକ...
ଚାଷୀଙ୍କୁ ଋଣ ଦେବା କ୍ଷେତ୍ରରେ ସମବାୟ ବ୍ୟାଙ୍କ ନେଇଛି ପ୍ରମୁଖ ଭୂମିକା: ସମବାୟ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଓଡ଼ିଶାରେ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ
ଇ-ଲାଇସେନ୍ସିଂର ୱେବସାଇଟ ଓ ପୁସ୍ତିକା ଲୋକାର୍ପିତ
କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଦିନ ସାରା ଚାଲିଲା ମାରାଥନ ଆଲୋଚନା
...
ସିଏଏ ସମର୍ଥନରେ ନବରଙ୍ଗପୁରରେ ବିଜେପିର ବିଶାଳ ରାଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ଆଇନ ଉପରେ ନବରଙ୍ଗପୁରର ରାଇଘରଠାରେ ବିଜେପି ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ଜନଜାଗରଣ ଯାତ୍ରା। ଏଥିରେ ଯୋଗ ଦେଇଥିଲେ ସାଂସଦ ରୂପା ଗାଙ୍ଗୁଲି। ନାଗରିକତା ସଂଶୋଧନ ଆଇନକୁ ନେଇ...
୭ ଘଣ୍ଟାର ଅପେକ୍ଷା ପରେ ପ୍ରାର୍ଥିପତ୍ର ଦାଖଲ କଲେ କେଜରିୱାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୭ ଘଣ୍ଟାର ଅପେକ୍ଷା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀ ଜାମନଗର ହାଉସରେ ନିଜର ପ୍ରାର୍ଥିପତ୍ର...
ଆଜି ବି ଭିଡ଼ରେ ଫସିଲେ କେଜିରଓ୍ୱାଲ, ପ୍ରାର୍ଥିପତ୍ର ଦାଖଲ କରିବାକୁ ୩ଘଣ୍ଟା ଅପେକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାର୍ଥିପତ୍ର ଦାଖଲ କରିବାକୁ ୩ଘଣ୍ଟାରୁ ଅଧିକ ସମୟ ହେଲା ଅପେକ୍ଷା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜିରଓ୍ୱାଲ। ତଥାପି ତାଙ୍କ ପାଳି ଆସିନି। ଆଜି ପ୍ରାର୍ଥିପତ୍ର ଦାଖଲ...
କଂଗ୍ରେସ ମିଡିଆ ସେଲ୍ରେ ହଲ୍ଚଲ୍ – ହଟିଲେ ସତ୍ୟ, ଆସିଲେ ପଞ୍ଚାନନ!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ କ’ଣ ହେଉଛି ତାହା ବୁଝିବା ମୁସ୍କିଲ୍। ଗୋଟିଏ ଚିଠିକୁ ନେଇ ଆଜି କଂଗ୍ରେସ ରାଜନୀତି ହଲ୍ଚଲ୍ ହୋଇ ଯାଇଛି। ଏହି ଚିଠିରେ ଉଲ୍ଲେଖ...
ଜୁନ୍ ୧ସୁଦ୍ଧା ସାରାଦେଶରେ ଲାଗୁ ହେବ ‘ଓ୍ୱାନ୍ ନେସନ, ୱାନ ରାସନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୧ ସୁଦ୍ଧା ସାରାଦେଶରେ ଲାଗୁ ହେବ ଓ୍ୱାନ୍ ନେସନ, ୱାନ ରାସନ କାର୍ଡ। କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଏନେଇ ସୂଚନା ଦେଇଛନ୍ତି।
ଏହି ଯୋଜନାରେ ଜଣେ ହିତାଧିକାରୀ...




















