ସାଙ୍ଗଠନିକ ନିର୍ବାଚନ ପାଇଁ ସବୁ ଦଳ ବ୍ୟସ୍ତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟରେ ଏବେ ସାଙ୍ଗଠନିକ ନିର୍ବାଚନର ଋତୁ ଚାଲିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ନିର୍ବାଚନ ହେବାର ଥିଲା। କିନ୍ତୁ ହାଇକୋର୍ଟରେ ରହିଥିବା ଦୁଇଟି ମାମଲା ପାଇଁ...
ଜାନୁଆରି ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏହି ଧର୍ମଘଟ କରାଯାଉଛି। ଗୁରୁବାର ଦିନ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶ୍ରମିକ ସଂଗଠନ ନେତାମାନଙ୍କ...
୨୦୨୦ରେ ଭିନ୍ନ ମୋଡ଼ ନେବ ଦେଶର ରାଜନୀତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୦ ସବୁ ରାଜନୀତିକ ଦଳ ପାଇଁ ଚାଲେଞ୍ଜ।
ରାଜନୀତି ଦୃଷ୍ଟିରୁ ନୂଆ ବର୍ଷ ସବୁ ଦଳଙ୍କ ପାଇଁ ଏକ ଚାଲେଞ୍ଜ ହେବାକୁ ଯାଉଛି। ଏବର୍ଷ ଦିଲ୍ଲୀ, ବିହାର ବିଧାନସଭା ନିର୍ବାଚନ ହେବ।...
ପଶ୍ଚିମ ନା ଉପକୂଳ? ବିଜେପି ସଭାପତି ପଦକୁ ନେଇ ଛିଣ୍ଡୁନି ଭାଗବଣ୍ଟା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ସରିଗଲା। ଚୟନ ହୋଇ ପାରିଲାନି ରାଜ୍ୟ ବିଜେପି ସଭାପତି।
୨୦୧୯ ଶେଷ ସୁଦ୍ଧା ରାଜ୍ୟ ବିଜେପି ତାର ନୂଆ ମଙ୍ଗୁଆଳ ପାଇବ ବୋଲି ବିଜେପି ଶିବିରରୁ ଖବର ଆସିଥିଲା। ଏନେଇ...
ଦିଲ୍ଲୀ ପରେଡରେ ସାମିଲ ହେବନି ମହାରାଷ୍ଟ୍ର, ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ – ତେଜିଲା ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢ଼ ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ।
“ମହାରାଷ୍ଟ୍ର, ପଶ୍ଚିମବଙ୍ଗରେ ବିଜେପି ସରକାର ନାହିଁ, ତେଣୁ ଏହି ଦୁଇ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ...
ଓଡ଼ିଶାକୁ ପୁଣି ‘କୃଷି କର୍ମଣ’ ପୁରସ୍କାର – ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ ଓଡ଼ିଶା କୃଷିମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡ଼ିଶାକୁ ପୁଣି ମିଳିଲା ‘କୃଷି କର୍ମଣ’ ପୁରସ୍କାର। କର୍ଣ୍ଣାଟକର ତୁମୁକରଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଓଡ଼ିଶାର...
୬ କୋଟି ଚାଷୀଙ୍କୁ ନୂଆ ବର୍ଷ ଭେଟି – ଚାଷୀଙ୍କ ଖାତାକୁ ଆସିଲା ତୃତୀୟ କିସ୍ତି ‘ପିଏମ୍ କିଷାନ୍’...
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ୬ କୋଟି ଚାଷୀଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚାଷୀଙ୍କ ଆକାଉଣ୍ଟକୁ ତୃତୀୟ କିସ୍ତିର ପିଏମ୍ କିଷାନ୍ ଟଙ୍କା ଆଜି ପଠାଯାଇଛି। ଏଥିପାଇଁ କର୍ଣ୍ଣାଟକର ତୁମକୁରଠାରେ...
ବାଲେଶ୍ୱର ମେଡିକାଲରେ ରୋଗୀଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା – ଧାରଣାରେ ବସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସୁଧୁରୁନି ସ୍ୱାସ୍ଥ୍ୟସେବା। ଯେତେ ଦାବି କଲେ ବି ସ୍ଥାୟୀ ପ୍ରତିକାର ହେଉନି। ଏହାର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମେଡିକାଲ ପରିସରରେ ଧାରଣାରେ ବସିଛନ୍ତି। ବହୁ...
୨୦୨୪ ପାଇଁ ଏବେଠୁ ଗଣିତ କଷିବେ ମୋଦୀ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଜାନୁଆରି ୩ ଓ ୪ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ଡାକିଲେ ମୋଦୀ।
୨୦୧୯ ବର୍ଷ କେମିତି ଥିଲା ତାର ଅନୁଶୀଳନ କରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳର...
ଓଡ଼ିଶାବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ନେତା, ଜାଣନ୍ତୁ କିଏ କ’ଣ କହିଲେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନିଜର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ନେତା।
କ୍ୟାଲେଣ୍ଡରରେ ଯୋଡ଼ି ହୋଇଛି ନୂଆ ଫର୍ଦ। ନୂଆବର୍ଷ ନୂଆ ଅତିଥି ହୋଇ ଏବେ କ୍ୟାଲେଣ୍ଡରେ ଯୋଡ଼ି ହୋଇସାରିଛି। ଲୋକମାନେ ମଧ୍ୟ ବେଶ୍ ମଜାମସ୍ତିର...




















